ଜାକର୍ତ୍ତା, ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ୯୧ ଲକ୍ଷ ଲୋକଙ୍କୁ କୋଭିଡ -୧୯ ଟିକା ଯୋଗାଇବ | ରୋଗ ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟ ନିରାକରଣର ମହାନିର୍ଦ୍ଦେଶକ ଅହମ୍ମଦ ଉରିଏଣ୍ଟୋ ଏହି ସୂଚନା ଦେଇଛନ୍ତି। ସୋମବାର ଦିନ ସ୍ଥାନୀୟ ଗଣମାଧ୍ୟମରର ରିପୋର୍ଟରୁ ଜଣାପଡିଛି ଯେ, […]
ନୂଆଦିଲ୍ଲୀ, କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ […]
ନୂଆଦିଲ୍ଲୀ, ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । […]
ଭୁବନେଶ୍ବର, ଏଣିକି ଓଡିଶାର ବିଦ୍ୟୁତ ଗ୍ରାହକ ଘରେ ବସି ବିଭିନ୍ନ ସେବା ହାସଲ କରି ପାରିବେ। ସେଥିପାଇଁ ଆଜି ଲୋକାର୍ପଣ ହୋଇଛି ‘ମୋ ବିଦ୍ୟୁତ୍’ ପୋର୍ଟାଲ ଏବଂ ମୋବାଇଲ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର […]
ପାଟନା, ବିହାର ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ଦଳଗୁଡ଼ିକ ପରସ୍ପରର ଦୁର୍ବଳତାକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି ଆରଜେଡିର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ 15 ବର୍ଷର ଶାସନ ବିଷୟରେ ଟୁଇଟ୍ […]
ଗୁରୁଗାଓଁ : ଏବେ ଅନଲାଇନ୍ର ସମୟ । ସ୍ମାର୍ଟ ଫୋନ୍ ଯୋଗୁଁ ଲୋକେ ଏବେ ପ୍ରାୟ ସବୁ ଅନଲାଇନ୍ରେ କରିବାକୁ ଭଲପାଉଛନ୍ତି ।ଏବେ ଅନଲାଇନ୍ ଡେଟିଂ ଆପ୍ର ମଧ୍ୟ ଲୋକପ୍ରିୟତା ବଢିଛି । ତେବେ ଏହି ଡେଟିଂ ଆପ୍ ଯୋଗୁଁ ପାର୍ଟନର୍ […]
ଶ୍ରୀନଗର : ଜମ୍ମୁ କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପଚରା ଉଚୁରା କରିଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ଅବଦୁଲ୍ଲାଙ୍କୁ ଜେରା କରାଯାଉଥିବା ବେଳେ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା […]
ପାଟନା, ଧିରେ ଧିରେ ବିହାର ନିର୍ବାଚନ ତାତି ବଢିବାରେ ଲାଗିଛି। ଆଜି ଏକ ନିର୍ବାଚନୀ ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲାଲୁଙ୍କୁ କଡା କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଏପରି ଘଟଣା ଘଟିଛି ଯାହା ଏକ ଇତିହାସ […]
ଜାଲୌର : ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏପରି ଘଟଣାମାନ କମିବାର ନାଁ ନେଉନାହିଁ । ଦେଶର କୋଣ ଅନୁକୋଣରୁ ଏପରି ଘଟଣାମାନ ସାମ୍ନାକୁ ଆସୁଛି । ରାଜସ୍ଥାନର ଜାଲୌରର ଭିନମାଲରେ ଦୁଇ ନାବାଳିକା […]
ଆସାମ : ଆସାମ-ମିଜେରାମ ସୀମାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡା ହୋଇଛି । ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ବହୁ ଲୋକେ ଆହତ ହୋଇଥିବାର ସୂଚନା ରହିଛି। ଦୁଇ ରାଜ୍ୟର […]
ନୂଆଦିଲ୍ଲୀ : ପ୍ରାୟ ତିନି ମାସ ପରେ ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା 600 ତଳକୁ ଖସିଛି । ଦେଶରେ ନୂତନ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା […]
ପାଟନା, ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଂଗ୍ରେସର ‘ଥିମ୍ ଗୀତ’ ଉନମୋଚନ କରିଛନ୍ତି। ପାଟନାସ୍ଥିତ କଂଗ୍ରେସ ରାଜ୍ୟ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଏହା କରାଯାଇଛି। କଂଗ୍ରେସର ସୋସିଆଲ ମିଡିଆ ଦଳ ଦ୍ୱାରା ପ୍ରସ୍ତୁତ ଦଳର […]
ଭୁବନେଶ୍ୱର: ଆଜି ପାଣିପାଗ ବିଭାଗ ଭୋର ୫ଟ ୩୦ ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣରୁ ଉପକୂଳ ଅଞ୍ଚଳ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ସେଥିପାଇଁ ୫ ଜିଲ୍ଲାକୁ […]
ନୂଆଦିଲ୍ଲୀ, ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ ନିର୍ଭୁଲ ଲକ୍ଷ୍ୟ ଭେଦ କରିଛି।ଅନେକ ଉଚ୍ଚମାନ ଓ ଜଟିଳ ପରୀକ୍ଷାନିରୀକ୍ଷା ପରେ ଏହା […]
ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟରକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଜୟ ପଣ୍ଡା ତାଙ୍କ ସୋସିଆଲ ମିଡିଆରେ ଓଡିଶାକୁ ପାକିସ୍ଥାନ ସହିତ ତୁଳନା କରିଛନ୍ତି। ତାଙ୍କ ପରିବାରର ପରିଚାଳିତ ଓଟିଭି ଚ୍ୟାନେଲର […]
ଗୋରଖପୁର, ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ଯୁବକକୁ ଠେଙ୍ଗାରେ ପିଟିପିଟ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ହେୁଛି ରାଣା ପ୍ରତାପ। ସେ ହେଉଛନ୍ତି ଉତ୍ତର ପ୍ରଦେଶ ଗୋରଖପୁର ବିଜେପିର ବୁଥ ଅଧ୍ୟକ୍ଷ ହିରାଲାଲଙ୍କ […]
ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାର୍ଲଫ୍ରେଣ୍ଡ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବାର ସୂଚନା ରହିଛି । ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଇସ୍ମାଇଲ୍ଙ୍କୁ […]
ନୂଆଦିଲ୍ଲୀ, କରୋନା ଭୂତାଣୁ ନଅ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ସକ୍ରିୟ ରହୁଛି। ଜାପାନର ଏକ ଗବେଷଣା ଦଳ ଦ୍ବାରା ହୋଇଥିବା ଏହି ଗବେଷଣାରୁ ଏହା ଜଣାପଡିଛି। ମୃତ୍ୟୁର ପ୍ରାୟ ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ନମୁନାରୁ ସଂଗୃହିତ ଚର୍ମକୁ […]
ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ଭକ୍ତମାନଙ୍କୁ ତାହା ସଂକ୍ରାମିତ କରିବ। ସେଥିପାଇଁ ସମସ୍ତ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବଲିଆରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ପ୍ରତାପ ସିଂଙ୍କୁ ପୋଲିସ ଗିରଫ କରିଛି । ଘଟଣା ଘଟିବାର ତିନି ଦିନ ପରେ ଏସ୍ଟିଏଫ୍ ଟିମ୍ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଜନେଶ୍ୱର ମିଶ୍ର ପାର୍କ […]
ଲୁଧିଆନା : ପଞ୍ଜାବର ଲୁଧିଆନାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଦ୍ବିତୀୟ ଥର ଝିଅ ଜନ୍ମ ଦେବା କାରଣରୁ ଚାରି ବର୍ଷର ଝିଅକୁ ବାଥରୁମ୍ର କାନ୍ଥରେ ପିଟି ପିଟି ହତ୍ୟା କରିଛି । […]