ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ବ ନୁଡୁଲ୍ସ ଦିବସ । ଭାରତ ହେଉ ଅଥବା ଭାରତ ବାହାରେ ବେଶ୍ ଲୋକପ୍ରିୟ ଖାଦ୍ୟ ଭାବରେ ନୁଡୁଲ୍ସ ବେଶ୍ ପରିଚିତ । ତେବେ ଏହାର ଉତ୍ପତ୍ତି ସମ୍ପର୍କରେ ଠୋସ୍ ପ୍ରମାଣ ନଥିବାବେଳେ ପ୍ରାୟ ଚାରି ହଜାର […]
ଭୁବନେଶ୍ବର : କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରଥମ ମନ୍ତ୍ରୀ ଭାବେ କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ହୋଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀର ଏକ କୋର୍ଟ […]
ଆଫଗାନିସ୍ଥାନ : ଭୟାନକ ସଡକ ଦୁର୍ଘଟଣାରେ କୋମାରେ ରହିଥିବା ଆଫଗାନିସ୍ଥାନର ଯୁବ କ୍ରିକେଟ ଖେଳାଳୀ ନଜୀବ ତରକାଇଙ୍କ ମୃତ୍ୟୁ ହୋଇଛି । 29 ବର୍ଷୀୟ ତରକାଇ ପୂର୍ବ ନାଙ୍ଗହାରରେ ରାସ୍ତା ପାର ହେଉଥିବାବେଳେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । […]
ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍ରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ଓ ସଂକ୍ରମିତଙ୍କସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଦିନକରେ ଦେଶରେ 70 ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି […]
ନୂଆଦିଲ୍ଲୀ, ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର ନୋଜକୋନ […]
ପାଟନା, ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ନାଳନ୍ଦା ଜିଲ୍ଲା ପାରବଲପୁର ଅଞ୍ଚଳରେ ଘଟିଛି। ଗୋଟିଏ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ସେଠାକାର ପଡୋଶୀ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣାସ୍ଥଳରେ […]
କୋଲକାତା : ଆଜିକାଲି ମ୍ୟାଟ୍ରିମୋନିଆଲ୍ ଓ ବିବାହ ପାଇଁ ବିଜ୍ଞାପନ ଦିଆଯାଇ ପ୍ରସ୍ତାବ ଖୋଜାଯାଇପାରୁଛି । । ଏହି ସାଇଟ୍ରେ ବିବାହ ପାଇଁ ଆଗ୍ରହୀ ଯୁବକ ଓ ଯୁବତୀମାନେ ନିଜ ନିଜର ଫ୍ରୋପାଇଲ୍ ଖୋଲୁଛନ୍ତି । ଏହି ପ୍ରୋଫାଇଲ୍ ପେଜରେ ସେମାନଙ୍କ […]
ନୂଆଦିଲ୍ଲୀ : ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ୍ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ହାର୍ଭେ ଜେ. ଅଲଟର, ମାଇକେଲ୍ ହଟନ ଓ ଚାର୍ଲସ ଏମ୍. ରାଇସ୍ଙ୍କୁ ମେଡିସିନ୍ ପାଇଁ ନୋବେଲ୍ପୁରସ୍କାର […]
ଭୁବନେଶ୍ବର, ସାଂସଦ ଅପରାଜିତା ଷଡଙ୍ଗୀ ଆସନ୍ତା ସାତ ତାରିଖରେ ଭୁବନେଶ୍ବର ଆସୁଛନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେ ଭୁବନେଶ୍ବର ସାଂସଦ, ଘର ଭୁବନେଶ୍ବରରେ ଏଥିରେ ଆସିବାରେ ଅସୁବିଧା କେଉଁଠି ରହିଲା। ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସିବେ […]
ନୂଆଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜି ନୂଆଦିଲ୍ଲୀ ଆଜି ଜେଇଇ ଆଡଭାନସ୍ ପରୀକ୍ଷା 2020 ରେଜଲଟ ଘୋଷଣା କରିଛି। ଏହି ରେଜଲଟ ଜେଇଇର ମୁଖ୍ୟ ୱେବସାଇଟରେ ପ୍ରକାଶ ପାଇଛି। ନିମ୍ନରେ ଦିଆଯାଇଥିବା ଲିଙ୍କ୍ କୁ କ୍ଲିକ କଲେ ଆପଣ ଜାଣିପାରିବେ କଣ […]
ମୁମ୍ବାଇ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ ପାର୍ କରିଥିବାବେଳେ 1ଲକ୍ଷରୁ ଉର୍ଦ୍ଧ୍ବଙ୍କର ଜୀବନ ଗଲାଣି । କରୋନାର ଏପରି ସ୍ଥିତିରେ ଦେଶରେ ଅନଲକ୍ 5ରେ କଟକଣାକୁ କୋହଳ କରାଯାଇଛି । ଭାରତରେ ସବୁଠୁ ଅଧିକ ସଂକ୍ରମିତ ହୋଇଥିବା […]
ନୂଆଦିଲ୍ଲୀ : ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 74 ହଜାର 442 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 903ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟା ମୋଟ ୩୫ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୧,୦୩୬,୦୦୦ ରୁ ଅଧିକ ହୋଇଛି। ସୋମବାର ସୁଦ୍ଧା ମୋଟ ମାମଲା ୩୫,୦୭୫,୪୨୩ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା […]
ନୂଆଦିଲ୍ଲୀ, ଆଜି ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ବିହାର ନିର୍ବାଚନ ପାଇଁ ଆୟୋଜିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ସଭାପତି ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ପ୍ରମୁଖ ଯୋଗ ଦେଇଥିଲେ। […]
ସୁରତ : ସୁରତର ଓ୍ବଲସାଡ ଜିଲ୍ଲାର ଓମରଗାମ ସହରରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗାନ୍ଧିଓ୍ବାଡି ସୋସାଇଟିରେ ଜଣେ ପ୍ରେମିକ ଫ୍ଲାଟର ସାତ ମହଲା ତଳକୁ ଡେଇଁ ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ ନିଜ ପ୍ରେମିକାକୁ […]
ପଞ୍ଜାବ : ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧି । ପଞ୍ଜାବର ମୋଗାଠାରେ କ୍ଷେତ ବଞ୍ଚାଅ ଯାତ୍ରାକୁ ସମ୍ବୋଧନ କରି ରାହୁଲ୍ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି […]
ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶକୁମାରଙ୍କୁ ଏନ୍ଡିଏର ସହଯୋଗୀ ଦଳ ଏଲ୍ଜେପି ତରଫରୁ ଝଟ୍କା ଲାଗିଛି । ନୀତିଶ୍ଙ୍କ ନେତୃତ୍ବରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛି ଏଲ୍ଜେପି । ବିହାର ନିର୍ବାଚନ ପୂର୍ବରୁ ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି […]
ଭୁବନେଶ୍ବର : ସାମନ୍ତରାପୁରରେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ ହୋଇଛି । ରାସ୍ତା ଉପରେ ଗୋଡେଇ ଗୋଡେଇ ମାରଣାସ୍ତ୍ରରେ ହତ୍ୟା ହୋଇଥିବାର ଅଭିଯୋଗ ହୋଇଛି । ମୃତକ ଜଣକ ଜଣେ ମିଠା ଦୋକାନୀ ହୋଇଥିବାବେଳେ ତାଙ୍କ ନା ଜମ୍ବୁ ବୋଲି ସୂଚନା […]
ନୂଆଦିଲ୍ଲୀ: କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିନ୍ତୁ ଅନଲକ୍-5ରେ ସରକାର କଟକଣା କୋହଳ କରିବା ସହ କିଛି ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି । ଅନଲକ୍-5ରେ ଅକ୍ଟୋବର 15 ତାରିଖରୁ ସ୍କୁଲ ଖୋଲିବା ନେଇ […]
ଗୁରୁଗ୍ରାମ : ହାଥରସ୍ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁଗ୍ରାମରୁ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁଗ୍ରାମରେ 32 ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ସୂଚନା ରହିଛି […]
କାଠମାଣ୍ଡୁ : କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁରକ୍ଷାରେ ନିୟୋଜିତ ରହୁଥିବା 76ଜଣ […]