ମୁମ୍ବାଇ : ଏନ୍ସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକାଙ୍କୁ ଏନ୍ସିବି ଟିମ୍ ଦୀପିକାଙ୍କୁ ଜେରା କରୁଛି । ସାରା, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନ୍ସିବି । […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୫ ହଜାର ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ କରୋନା ଆକ୍ରାନ୍ତଙ୍କ ମୃତ ହୋଇଛି। ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୩କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ […]
ନୂଆଦିଲ୍ଲୀ, କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଆଦୌ ପ୍ରଭାବିତ ହୋଇନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସକ୍ରିୟତା ଫଳରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ଓ ଅଭିଯାନକୁ ସଫଳତାର […]
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ ଅବ୍ୟାହତ ରହିଛି । ବର୍ତ୍ତମାନ […]
ନୂଆଦିଲ୍ଲୀ, ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମ ଓଡିଆ ସିଏଜି ଗିରିଶ ଚନ୍ଦ୍ର ମୂର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସିଏଜି କାର୍ଯ୍ୟାଳରେ ଅପରାଜିତା ତାଙ୍କ ଭେଟି ବିଭିନ୍ନ ପ୍ରସଂଗରେ ମଧ୍ୟ ଆଲୋଚନା କରିଛନ୍ତି। ଜଣେ ଓଡିଆ ଭାବେ ଗିରିଶ ଏହି […]
ନୂଆଦିଲ୍ଲୀ, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ସୁଗା ୟୋଶିହିଦେ। ତାଙ୍କର ଏହି ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ମଧ୍ୟ […]
ଭୁବନେଶ୍ବର, ଆୟକର ବିଭାଗ ପକ୍ଷରୁ ଆଜିଠାରୁ ଫେସ୍ଲେସ୍ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ। କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର ଟିକସ […]
ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ […]
ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦାବୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ,ଓଡ଼ିଶୀ ସଙ୍ଗୀତ ଦ୍ବିତୀୟ ଶତାବ୍ଦୀର […]
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିହାର ନିର୍ବାଚନ । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟର 71ଟି ଆସନ ପାଇଁ […]
ନୂଆଦିଲ୍ଲୀ: ଭାରତରେ କରୋନାର ସ୍ଥିତି ସଙ୍ଗୀନ ଥିବା ସମୟରେ ବିହାର ସମେତ ଅନ୍ୟ ରାଜ୍ୟର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏନେଇ ଆଜି ନିର୍ବାଚନ କମିଶନର ସୁନୀଲ୍ ଅରେରା ତାରିଖ ଘୋଷଣା କରୁଛନ୍ତି। ଏହି ସମୟରେ କରୋନାକୁ ଦୃଷ୍ଟିରେ ନିର୍ବାଚନ କମିଶନର ନିର୍ବାଚନକୁ […]
ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାର ଓଡିଶାର ବିଦ୍ୟୁତ ବଣ୍ଟନ କଂପାନୀକୁ ଏକ ବଡ ରିହାତି ପ୍ରଦାନ କରିଛନ୍ତି। ଏଥିରେ ଏନଏଚପିସିକୁ ୩.୭୮ କୋଟି, ଏନଟିପିସିକୁ ୫୬.୮ କୋଟି ଏବଂ ପିଜିସିଆଇଏଲକୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଏହିପରି ମୋଟ ୮୪ କୋଟି […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହଠାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସନକୁଇଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶଶୁର ଓ ଶାଳୀଙ୍କୁ ଜୀବନରୁ ମାରି ଦେଇଥିବାର ସୂଚନା ରହିଛି । ଅପରପକ୍ଷରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ […]
ନୂଆଦିଲ୍ଲୀ, ଆଜି ଭାରତ ନିର୍ବାଚନ କମିସନରଙ୍କ ସାମ୍ବାଦିକ ସମ୍ମିଳନୀ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବ। ଏଥିସହିତ ଓଡିଶାର ମଧ୍ୟ ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ ବୋଲି ଜଣାପଡିଛି। ଓଡିଶାର […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ୨୪ ଘଣ୍ଟାରେ ୧୧୪୧ ଜଣ […]
ଭୁବନେଶ୍ବର, କିଛି ଦିନ ଧରି ଲୋକେ ଏକ ଆଲମ୍ୟୁନିୟମ ତାର ଉପରେ ନାଳ ପାରି ହେବା ଭିଜୁୟାଲ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁୟାଲଟି ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ବରିଣ୍ଡିପଡା ଗାଁର। ଏହି ଗାଁ ର ଲୋକେ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩୨.୧ ନିୟୁତ ମାର୍କ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୮୧,୦୦୦ ରୁ ଅଧିକ ହୋଇଯାଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୨୧ ଲକ୍ଷ ୩୫ ହଜାର […]
ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଏହି ବିଲରେ ଚାଷିଙ୍କ କଲ୍ୟାଣ ପାଇଁ କିଛି ନାହିଁ। ସେହିପରି କ୍ଷୁଦ୍ର […]
ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାର ଏହି ବିଲରେ ପ୍ରକୃତ ଚାଷିଙ୍କ କଲ୍ୟାଣ ପାଇଁ କିଛି ନାହିଁ। ସେହିପରି କ୍ଷୁଦ୍ର ଓ ନାମମାତ୍ର […]
ଭୁବନେଶ୍ବର, ଓଡିଶାରୁ ସୁରଟ ଓ ଅହମଦାବାଦକୁ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ସୂଚୀକୁ ନଜର ଦେଇ ପୂର୍ବତଟ ରେଳପଥ ଓଡିଶାରୁ ଗୁଜରାଟକୁ ଆହୁରି […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର 26, 2020 ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକ ଉଭୟ ନେତାଙ୍କୁ ଦୁଇ ଦେଶ ମଧ୍ୟରେ […]