ଶ୍ରୀନଗର : ଆତଙ୍କୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଯବାନ ଶହୀଦ ହୋଇଛନ୍ତି । ରବିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଯବାନ ଆହତ ହୋଇଥିବା ବେଳେ ସୋମବାର ସକାଳୁ ସେ ପ୍ରାଣ ହରାଇଛନ୍ତି । କୁଲଗାମର ବଚ୍ରୁ ଜିଲ୍ଲାରେ ଅବ୍ଦୁଲ୍ ହମିଦ […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ କ୍ବାରାଣ୍ଟାଇନ୍ ସେଣ୍ଟରରେ ଜଣେ 10 ମାସର ଶିଶୁ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗରର ପ୍ରାଥମିକ […]
ବୁଲନ୍ଦସହର : କ୍ବାରାଣ୍ଟାଇନ୍ ସେଣ୍ଟରରୁ ପଳାୟନ କରିଛନ୍ତି 16 ଜଣ ବ୍ୟକ୍ତି । ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରି ଏହି 16 ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ପଳାୟନ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଛି । […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 35 ଜଣଙ୍କ ପ୍ରାଣହାନି ସହିତ 308 ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ […]
ନୋଏଡା : ଗ୍ରେଟର୍ ନୋଏଡାର ଜଣେ କରୋନା ସନ୍ଦିଗ୍ଧ କ୍ବାରେଣ୍ଟିନ୍ ସେଣ୍ଟରର ଛାତ ଉପରୁ ଡେଇଁ ଜୀବନ ଦେଇଛନ୍ତି । ଯୁବକ ଜଣକ ନୋଏଡାର ଗଲଗୋଟିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରେ କରାଯାଇଥିବା କ୍ବାରେଣ୍ଟିନ୍ ହୋମରେ ରହିଥିଲେ । ଯୁବକ ଜଣକ କରୋନା […]
ବ୍ରିଟେନ୍ : ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କରୋନା ସଂକ୍ରମଣ ହୋଇଛନ୍ତି । ନିକଟରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ […]
ନୋଇଡା : ଦେଶରେ କରୋନା ସଂକ୍ରମଣ ମାମଲା ବେଶ୍ ଦ୍ରୁତ ଗତିରେ ବଢିଚାଲିଛି । ଭାରତରେ ଏପର୍ଯ୍ୟନ୍ତ ମୋଟ୍ 8,356 ସଂକ୍ରମିତ ହୋଇଥିବାବେଳେ 273 ଜଣଙ୍କର ମୃତ୍ୟୁ ହୋଇସାରିଛି। ଏପର୍ଯ୍ୟନ୍ତ ଏହି ରୋଗର କୌଣସି ନିଦାନ ମିଳିପାରିନାହିଁ । କରୋନା ବଞ୍ଚିବା […]
ନୂଆଦିଲ୍ଲୀ : କରୋନା ସଂକଟ କାରଣରୁ ଦେଶରେ 21 ଦିନିଆ ଲକ୍ ଡାଉନ୍ ଜାରିରହିଛି । ଲକ୍ ଡାଉନ୍ ସମୟରେ ସୋସିଆଲ୍ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଲକ୍ ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ […]
ମଧ୍ୟପ୍ରଦେଶ : ଦେଶରେ କରୋନା ସ୍ଥିତି ବେଶ୍ ସଙ୍ଗୀନ ହୋଇପଡିଛି । କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ 21 ଦିନିଆ ଲକ୍ ଡାଉନର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମିତ ବେଶ୍ ବଢିବାରେ ଲାଗିଛି […]
ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ ଗରମ ଅନୁଭୂତ ହୋଇଛି। ଆଜିର ତାପମାତ୍ରା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ। ଆଜି ଟିଟିଲାଗଡର ତାପମାତ୍ରା ରହିଛି 41 ଡିଗ୍ରୀ ସେଲିସିୟସ। ସେହିପରି ଭୁବନେଶ୍ବରର […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଏନ୍ସିଆରରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 3.5 ବୋଲି ଜଣାପଡିଛି । ଲକ୍ ଡାଉନ୍ ସମୟରେ ଦିଲ୍ଲୀଠାରେ ଭୂମିକମ୍ପ୍ର ମୃଦ୍ୟୁ ଝଟ୍କା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ […]
ମାଙ୍ଗଲୋର୍ : କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍ । 21 ଦିନିଆ ଲକ୍ ଡାଉନ୍ ସମୟରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ଘରୁ […]
ମୁମ୍ବାଇ : କରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଏବେ ବେଶ୍ ସଙ୍ଗୀନ୍ । କରୋନା ମୁକାବିଲା ପାଇଁ ଏବେ ମହାରାଷ୍ଟ୍ରକୁ ତିନୋଟି ଜୋନ୍ରେ ବଣ୍ଟାଯାଇଛି । ଦେଶରେ ସର୍ବାଧିକ କରୋନା ରୋଗୀ ଏହି ରାଜ୍ୟରୁ ହିଁ ଚିହ୍ନଟ ହୋଇଛନ୍ତି । ସେହିପରି […]
ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରେସ୍ ମିଟ୍ କରିଛନ୍ତି । ଏହି ବୈଠକରେ ଭାରତରେ କରୋନା ସ୍ଥିତି ଓ ଏହାକୁ ରୋକିବା ନେଇ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ […]
ଋଷିକେଶ : କରୋନା ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ସାରା ଦେଶରେ 14 ଏପ୍ରିଲ୍ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ କଡାକଡି ପାଳନ କରିବା ପାଇଁ ପୋଲିସ୍ ବିଭାଗ ତତ୍ପର ରହିଛି । ଲକ୍ ଡାଉନ୍ […]
ଶ୍ରୀନଗର : ସମଗ୍ର ବିଶ୍ବ କରୋନା ପ୍ରଭାବରେ ଆକ୍ରାନ୍ତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଉଭୟ ରାଷ୍ଟ୍ର କରୋନାରେ ପ୍ରଭାବିତ ହୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ରବିବାର ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । […]
ନୂଆଦିଲ୍ଲୀ : କୋଭିଡ-19 ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଘଟଣା ନଜରକୁ ଆସିବା ପରେ ସେମାନଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ ସମ୍ପୃକ୍ତ […]
ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଦେଶରେ କରୋନା ମହାମାରୀର ମୁକାବିଲା ଲାଗି ସମର ଶିକ୍ଷାର୍ଥୀମାନେ ଏକ୍ସର୍ସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଆସୁଛନ୍ତି। ପ୍ରାୟ ୨ ହଜାର ସମର ଶିକ୍ଷାର୍ଥୀ ଦେଶର ୧୨ଟି ରାଜ୍ୟ […]
ଲକ୍ଷ୍ନୌ: ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର ୫ ଶିଶୁଙ୍କୁ ନଦୀ ମଧ୍ୟକୁ […]
ଭୁବନେଶ୍ବର: ରାଜ୍ୟ ସରକାର ଅଭାବି ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇ ଆସୁଛନ୍ତି। ଠିକ୍ ସେହିପରି ଏହି ଲକଡାଉନ ସମୟରେ ବୁଲା ପଶୁମାନଙ୍କୁ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପଶୁମାନଙ୍କୁ ଖାଦ୍ୟ ଯୋଗାଇ […]
ବାହାରିଚ୍: ବିଭିନ୍ନ ଭିସା ନିୟମର ଉଲ୍ଲଂଘନ ଅଭିଯୋଗରେ ୧୭ ତବଲିଗୀ ଜମାତୀଙ୍କୁ ଗିରଫ କରାଯାଇଛି। ଏହି ୧୭ ଜଣଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଥିବା ବେଳେ ରବିବାର କ୍ବାରାଣ୍ଟାଇନ୍ ଅବଧି ଶେଷ ହୋଇଥିଲା। କ୍ବାରାଣ୍ଟାଇନ୍ ଅବଧି ଶେଷ ହେବା ପରେ ରବିବାର ସମସ୍ତଙ୍କୁ ଗିରଫ […]