ମଣିପୁର : ମଣିପୁର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଅବଧିକୁ ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି । ପୂର୍ବରୁ ରାଜ୍ୟରେ ଅଗଷ୍ଟ 15 […]
ଦୁବାଇ : ଆଜି 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ସାରା ଭାରତରେ ଏହାକୁ ହର୍ଷୋଲ୍ଲାସରେ ପାଳନ କରାଯାଉଥିବାବେଳେ ଭାରତ ବାହାରେ ଥିବା ଆମ ଭାରତୀୟ ଭାଇ ଭଉଣୀମାନେ ମଧ୍ୟ ଏହି ଦିବସଟିକୁ ପାଳନ କରିଛନ୍ତି । ସ୍ବାଧୀନତା ଦିବସ […]
ନୂଆଦିଲ୍ଲୀ : ସମଗ୍ର ଦେଶ ସ୍ୱାଧୀନତା ଦିବସ ମନାଉଥିବା ବେଳେ ଏହାର ଅବ୍ୟବହତି ପୂର୍ବରୁ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ଜାତୀୟ ରାଜଧାନୀରେ ଏହି ଲଜ୍ଜାଜନକ ଘଟଣା ଗୁରୁବାର ରାତିରେ ଘଟିଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ଜେଜେ କଲୋନୀ […]
ନୂଆଦିଲ୍ଲୀ : ଆଜି ଦେଶରେ 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧି ‘ଧରୋହର’ ଶୀର୍ଷକ ଏକ ସିରିଜର ପ୍ରମୋ ଜାରି କରିଛି । ଏହି ପ୍ରମୋରେ କଂଗ୍ରେସର ସମସ୍ତ ନେତାଙ୍କ ସହିତ […]
ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ପାଳିତ ହେଉଛି 74ତମ ସ୍ବାଧୀନତା ଦିବସ । ଏହି ଅବସରରେ ଗୁଗୁଲ୍ ପ୍ରତ୍ୟେକ ବର୍ଷ ପରି ମଧ୍ୟ ଚଳିତ ବର୍ଷ ସ୍ବତନ୍ତ୍ର ଡୁଡୁଲ୍ ଜରିଆରେ ସ୍ବାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିଛି । ଗୁଗୁଲ୍ ସ୍ବାଧୀନତା […]
ନୂଆଦିଲ୍ଲୀ: ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆଇଟିବିପିର ଯବାନ। ଲଦାଖ ସୀମାରେ ୧୭ ହଜାର ଫୁଟ ଉପରେ ରହିଥିବା ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ପକ୍ଷରୁ ଶନିବାର ଦିନ ଜାତୀୟ ପତାକା ଉତ୍ତୋଳନ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ବିଗତ 24 ଘଣ୍ଟା ମଧ୍ୟରେ 65 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶ ବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 25 ଲକ୍ଷ ଅତିକ୍ରମ […]
ଭୁବନେଶ୍ୱର: ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ […]
ପୁରୀ, ଆଜି 74 ତମ ସ୍ବାଧୀନତା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଏଥର କୋରନା ମହାମାରୀରେ ସାରା ବିଶ୍ବ ଆକ୍ରାନ୍ତ ହୋଇପଡିଥିବାରୁ ଭାରତରେ ଅଗଷ୍ଟ 15 କାଣ୍ଟଛାଣ୍ଟ ଭାବେ […]
ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ସାରା ଭାରତରେ ପାଳିତ ହୋଇଛି ସ୍ବାଧୀନତା ଦିବସ। 74 ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ସପ୍ତମ ଥର ପାଇଁ ପତାକା ଉତ୍ତେଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। […]
ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ମୂଳରୁ କାଯ୍ୟ କରି ଆସୁଛନ୍ତି। ସେଥିପାଇଁ ଦେଶବ୍ୟାପୀ ମେଡିକାଲ ଭିତ୍ତିଭୂମିର ଉନ୍ନତି ସହ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ନିୟମିତ ଭାବେ ନିଆଯାଉଛି। ବୈଶ୍ଵିକ ମହାମାରୀ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭବ୍ୟ ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ସାରା ଦେଶର ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତୋଳନ କରିବା ସହିତ ଏହି ଐତିହାସିକ ଅଟ୍ଟାଳିକାର ପ୍ରାଚୀରରୁ ସମଗ୍ର […]
ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେଲେ ଅମିତ୍ ଶାହା ।କରୋନାରେ ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୃହମନ୍ତ୍ରୀ ଅମିତ୍ ଶାହା ସୁସ୍ଥ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ନିଜେ ଶାହା ଟୁଇଟ୍ କରି ସୂଚନା […]
ଥିରୁଅନନ୍ତପୁରମ : କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତରେ ନିୟୋଜିତ ରହିଥିବା 22 ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ତଥା ତଦନ୍ତରେ ନିୟୋଜିତ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ଆଜି 22 ଜଣଙ୍କ ରିପୋର୍ଟ […]
ବାଂଲାଦେଶ : ବାଂଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷଟଙ୍କା। ଏହା […]
ଅମରାବତୀ : କରୋନାରେ ଏବେ ରାଜନୈତିକ ଦଳର ବହୁ ବଡ ବଡ ହସ୍ତୀମାନେ ଶିକାର ହେଉଛନ୍ତି । ବହୁ ସାଂସଦ, ବିଧାୟକ, କେନ୍ଦ୍ରୀୟ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ପରିବାରବର୍ଗ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଅମରାବତୀର […]
କାସରଗୋଡ : ବଦଳୁଥିବା ପରିସ୍ଥିତରେ ସମ୍ପର୍କର ସମୀକରଣ ମଧ୍ୟ ବଦଳିଗଲାଣି। ଜଣେ ଯୁବକ ଏକାକୀ ରହିବାକୁ ଯାଇ ନିଜ ଉଉଣୀକୁ ଆଇସକ୍ରିମ୍ରେ ବିଷ ଦେଇ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ଏହିପରି ଏକ ଅଭାବନୀୟ ଘଟଣା କାସରଗୋଡରେ ଘଟିଛି […]
ଭୁବନେଶ୍ବର : ଓଡ଼ିଶାର 14 ଜଣଙ୍କୁ ମିଳିବ ପୋଲିସ୍ ମେଡାଲ୍ । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ୍ ପଦକ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍ ପଦକ ଘୋଷଣା କରାଯାଇଛି ।ବିଶିଷ୍ଟ ସେବା ପାଇଁ ଓଡ଼ିଶାର 2 […]
ନୂଆଦିଲ୍ଲୀ, କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର ସଫଳ […]
ରାଜସ୍ଥାନ : ବାଲ୍ୟ ବିବାହର 7 ବର୍ଷ ପରେ ସ୍ତ୍ରୀଙ୍କୁ ଶାଶୁଘର ଆସିବାକୁ ସ୍ବାମୀ ଚାପ ପ୍ରୟୋଗ କରିବାରୁ ସ୍ତ୍ରୀ ଜଣକ ବର୍ବରତାର ସୀମା ଟପିଯାଇଛନ୍ତି । ପୁରୁଷଙ୍କ ଘୃଣା କରୁଥିବା ଏହି ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ଧୋକ୍କାରେ ମାରି […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କୀ ମାନେ ସୁରକ୍ଷାବଳ ଉପରକୁ ହମଲା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି। ଶୁକ୍ରବାର ସକାଳେ ପୋଲିସର ପ୍ୟାଟ୍ରୋଲିଂ ଟିମ୍ ଉପରକୁ ଏହି ଆକ୍ରମଣ କରାଯାଇଥିଲା […]