ନୂଆଦିଲ୍ଲୀ : ଭୟଙ୍କର ରୂପ ନେଉଛି କରୋନା । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ପ୍ରଭାବରେ 2 ହଜାରରୁ ଅଧିକ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 11 ହଜାର ଅତିକ୍ରମ କରିଛି । ବିଗତ 24 […]
ଲଦାଖ : ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏବଂ 43 ଜଣ ଚୀନ୍ ଯବାନ ନିହତ ହୋଇଛନ୍ତି । […]
ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାରେ ଗିରଫ ହୋଇଥିବା 11 ଜଣ ଅଭିଯୁକ୍ତ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ପାଲଗଡ ଜେଲରେ ମରାମତି କାମ ଚାଲିଥିବା କାରଣରୁ 17 […]
ଭେଲୋର୍ : ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅଟି ଗାଧୋଇବା ସମୟର ଭିଡିଓ ଲିକ୍ ହେବାରୁ ନାବାଳିକା ଜଣକ ଏହି ରାସ୍ତା ଆପଣାଇଥିଲେ । 15 ବର୍ଷୀୟା ଝିଅଟି ଗାଧୋଉଥିବା ସମୟର ଭିଡିଓ […]
ନୂଆଦିଲ୍ଲୀ : ଗୁଜରାଟରେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଗୁଜରାଟ ବିଜେପିକୁ ଆକ୍ରମଣ କରିଛନ୍ତି ରାହୁଲ । ଦେଶରେ ଗୁଜରାଟ ମଡେଲକୁ ଉପସ୍ଥାପନ କରୁଥିବା ଲୋକ ରୋଗ […]
ଲଦାଖ : ଲଦାଖ ସୀମାରେ ଚୀନ୍ ସେନା ସହିତ ମୁକାବିଲାରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସୋମବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା । ଲଦାଖର ଗଲଓ୍ବାଁ ଉପତ୍ୟାକାରେ ଉଭୟ ପକ୍ଷଙ୍କ ମଧ୍ୟରେ […]
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଉଥରେ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ 3.30ରେ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ଆଲୋଚନା କରିବୋ । ଆଜି ଏବଂ ଆସନ୍ତା […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 10667 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9900 ଅତିକ୍ରମ କରିଛି । ବିଗତ […]
ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ସୋପିଆଁରେ ମଙ୍ଗଳବାର ଘଟିଥିବା ଏହି ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳୁ ସୋପିଆଁର ତୁର୍କଓ୍ବାଙ୍ଗାନ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନ୍କାଉଣ୍ଟର ଘଟିଥିବା ନେଇ ରିପୋର୍ଟ […]
ମୁମ୍ବାଇ : ଦେଶବ୍ୟାପୀ କରୋନା ସଙ୍କଟ ଯୋଗୁଁ ଚାକିରୀରୁ ଛଟେଇ ଦେଖିବାକୁ ମିଳୁଥିବା ବେଳେ ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ବେତନ ବଢାଇଛି । ସାହାରା ଗ୍ରୁପ୍ ପକ୍ଷରୁ ସୋମବାର ଦିନ ଏହିପରି ଏକ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ […]
ନୂଆଦିଲ୍ଲୀ/ଇସଲାମାବାଦ : ପାକିସ୍ତାନରୁ ନିଖୋଜ ହୋଇଥିବା ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏକ ହିଟ୍ ଆଣ୍ଡ ରନ୍ ମାମଲାରେ ଉଭୟ ଅଧିକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଉଭୟ ଅଧିକାରୀଙ୍କୁ ମୁକ୍ତ […]
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗତକାଲି ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ଶେଷକୃତ୍ୟ ଆଜି ଭିଲେ ପାର୍ଲେ ସ୍ଥିତ ଶ୍ମସାନରେ ଅନୁଷ୍ଠିତ ହୋଇଛି । ସୋମବାର ଭିଲେପାର୍ଲେରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର […]
କୋଲକାତା : ରବିବାର କୋଲକାତାରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡି ବିବାଦକୁ ନେଇ ଦୁଇ ଶିଶୁଙ୍କୁ 4 ମହଲାରୁ ତଳକୁ ଫିଙ୍ଗି ଦେଇଥିଲା ଜନୈକ 55 ବର୍ଷୀୟ ବ୍ୟକ୍ତି । ଘଟଣା ସ୍ଥଳରେ ଦୁଇ ବର୍ଷର ଶିଶୁ ପ୍ରାଣ […]
ନୂଆଦିଲ୍ଲୀ : ପାକିସ୍ତାନରୁ ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତ ନିଖୋଜ ହୋଇ ଯାଇଛନ୍ତି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଉଚ୍ଚାୟୁକ୍ତ ନିଖୋଜ ହୋଇଯାଇଛନ୍ତି । ଦୁଇ ଅଧିକାରୀ ଇସଲାମାବାଦରୁ କିଛି ଘଣ୍ଟା ଧରି ନିଖୋଜ ହୋଇଥିବା ଜଣାପଡିଛି […]
ନୂଆଦିଲ୍ଲୀ : ଦେଶରେ କରୋନା ହୁ ହୁ ହୋଇ ବଢିଚାଲିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 11 ହଜାର 502 ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 325ଜଣଙ୍କର ମୃତ୍ୟୁ […]
ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଡାକ୍ତରଙ୍କର ପାଇପ୍ରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଯୁବ ଡାକ୍ତର ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ […]
ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ରହିଛି। କେବଳ ମହାରାଷ୍ଟ୍ରରେ ଏକ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ଲୋକମାନେ ଲକ୍ଡାଉନ୍ ନିୟମ ଭାଙ୍ଗୁଥିବାରୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଲକ୍ଡାଉନ୍ ନିୟମ ନମାନି ବ୍ୟାଣ୍ଡ ବାଜାସହିତ […]
ମଧ୍ୟପ୍ରଦେଶ : ଦେଶରେ ଅନଲକ୍ ୧.୦ ରେ କିଛି କଟକଣାକୁ କୋହଳ କରାଯାଇଛି। ଜୁନ୍ ୮ ତାରିଖରୁ ଭାରତର ବିଭିନ୍ନ ଅଞ୍ଚଳରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ଗତକାଲିଠାରୁ ଭୋପାଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲାଯିବା ନେଇ ନିର୍ଦ୍ଦେଶ […]
ଭୁବନେଶ୍ବର : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୋକପ୍ରକାଶ କରିଛନ୍ତି । ଜଣେ ସଫଳ ଯୁବ ଅଭିନେତା ଏତେ ଶୀଘ୍ର ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଟେଲିଭିନ ଓ ଫିଲ୍ମରେ […]
ରାଜସ୍ଥାନ : ରାଜସ୍ଥାନରେ ସବାଈ ମାଧୋପୁରର ଏକ ବିବାହ ପରି ଖୁସି ଉତ୍ସବଟି ଦୁଃଖରେ ପରିଣତ ହୋଇଛି । ନବବିବାହିତା ବଧୂ ଜଣକ ରାସ୍ତାରେ ଗାଡି ଅଟକାଇ ନଦୀ ଭିତରକୁ ଡେଇଁପଡିଛନ୍ତି । ଏହା ଦେଖି ବର ସମେତ ବରର ଘର […]