ନୂଆଦିଲ୍ଲୀ, 7/1: ଜେଏନ୍ୟୁରେ ଘଟିଥିବା ହିଂସାକାଣ୍ଡ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, […]
ନୂଆଦିଲ୍ଲୀ : ଜେଏନ୍ୟୁରେ ଆକ୍ରମଣର ଦୁଇ ଦିନ ପରେ ଏହାର ପ୍ରତିବାଦରେ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି ପ୍ରଫେସର ସିପି ଚନ୍ଦ୍ରଶେଖର । ବିଶ୍ବବିଦ୍ୟାଳୟର ଅର୍ଥନୀତି ଉପରେ ରିପୋର୍ଟ ପ୍ରଦାନ ପାଇଁ ଏହି ପରିସଂଖ୍ୟାନ କମିଟି ଗଠିତ ହୋଇଥିଲା […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମଣିପୁରୀରେ ଏକ କୋର୍ଟରେ ଜନୈକ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି । ସୋମବାର ଘଟିଥିବା ଏହି ଘଟଣା ପାଇଁ 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ନିଜ ପରିବାରର ତିନି ଜଣଙ୍କୁ ହତ୍ୟା ମାମଲାରେ […]
ମୁମ୍ବାଇ : ନୂଆଦିଲ୍ଲୀ ଜଓ୍ବାହାର ଲାଲ ନେହେରୁ ୟୁନଭର୍ସିଟି (ଜେଏନ୍ୟୁ)ରେ ଛାତ୍ର ଏବଂ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ମୁମ୍ବାଇର ଇଣ୍ଡିଆ ଗେଟ୍ରେ ଶତାଧିକ ବିକ୍ଷୋଭକାରୀ ଜମା ହୋଇଥିଲେ । ମାତ୍ର ଟ୍ରାଫିକ୍ ସମସ୍ୟା ଦେଖା ଦେବାରୁ ପୋଲିସ୍ ବିକ୍ଷୋଭକାରୀଙ୍କୁ […]
ନୂଆଦିଲ୍ଲୀ : ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍ କଲ୍ ଆସିଛି ବୋଲି ଅମିତ ଶାହା […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଏକମାସ ସମୟ ରହିଥିବା ବେଳେ ନିର୍ବାଚନରେ ବିଜୟୀ ହେବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି । ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦଳର ବିଜୟ ନେଇ […]
ଅହମ୍ମଦାବାଦ : ଗୁଜୁରାଟରେ ଜନୈକ 13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସ୍ 7 ଜଣଙ୍କୁ ଗିରଫ କରିଛି । ବିଗତ ତିନି ମାସ ମଧ୍ୟରେ ନାବାଳିକା ଜଣଙ୍କୁ ଏକାଧିକ ଧର ଗଣଦୁଷ୍କର୍ମ କରାଯାଇଛି । ସୁରଟରେ ଘଟିଥିବା ଏହି ଘଟଣାରେ […]
ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃୟାରୀ 8 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ନିର୍ବାଚନ କାମ ଆଧାରରେ ହେବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ […]
ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍ର କାର୍ଯ୍ୟ ବେଶ୍ ସନ୍ଦେହଜନକ ରହୁଥିବାର ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ […]
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ 8 ତାରିଖରେ […]
ମୁମ୍ବାଇ, ଜେଏନ୍ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ଚାଲିଥିବା ରାଜନୈତିକ ବାକ୍ବିତଣ୍ଡାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ନିଜର ମତ ରଖିଛନ୍ତି। ଉଦ୍ଧବ ଏହି ଆକ୍ରମଣକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି। ଉଦ୍ଧବ କହିଛନ୍ତି […]
ମୁମ୍ବାଇ : ଜେଏନ୍ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଗଲାଣି । ଏହି ଘଟଣାରେ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ଶିବସେନା ନେତା ସଂଜୟ ରାଉତ। ଛାତ୍ର ଆଜି ନିଜ ଦେଶରେ ସୁରକ୍ଷିତ ନଥିବାବେଳେ ମୋଦି ସରକାର […]
ନୂଆଦିଲ୍ଲୀ,06/01: ଆଜି ଘୋଷଣା ହେବ ଦିଲ୍ଲୀର ନିର୍ବାଚନ ତାରିଖ । ଅପରାହ୍ନ 3.30 ମିନିଟ୍ରେ ଦିଲ୍ଲୀ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଚଳିତ ସରକାରଙ୍କ କାର୍ଯ୍ୟକାଳ ଫେବୃୟାରୀ 22ରେ ଶେଷ ହେବାକୁ ଯାଉଛି […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଜବାହରଲାଲ୍ ନେହେରୁ ୟୁନିଭରସିଟି (ଜେଏନ୍ୟୁ)ରେ ମୁଖାପିନ୍ଧା ଦୁବୃର୍ତ୍ତମାନେ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଏହି ହିଂସା ଆକ୍ରମଣକୁ ନେଇ ବିଜେପି ଓ […]
ନୂଆଦିଲ୍ଲୀ,06/01: ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ହିଂସାକୁ ନେଇ ନିଜର ମତ ରଖିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ବିଶ୍ବ ବିଦ୍ୟାଳୟକୁ ରାଜନୈତିକ ପରୀକ୍ଷାଗାର ଭାବରେ ବ୍ୟବହାର କରାନଯାଉ ଏବଂ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ମୋହରା ବନାନଯାଉ ବୋଲି ବିଜେପି କେନ୍ଦ୍ରମନ୍ତ୍ରୀ […]
ନୂଆଦିଲ୍ଲୀ, 6/ 1: ଜେଏନ୍ୟୁରେ ହିଂସା ଆକ୍ରମଣ ପରେ ଏବେ ସେଠାରେ ରହୁଥିବା ଛାତ୍ରଛାତ୍ରୀମାନେ ଭୟର ତ୍ରସ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଛାଡି ଯାଉଥିବାର ଜଣାଯାଇଛି। ଏବେ ବିଶ୍ବବିଦ୍ୟାଳୟ ପରିସରକୁ ନେଇ ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ରହିଛନ୍ତି। ସ୍ଥିତି ସାମାନ୍ୟ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 6/1: ଗତକାଲି ରାତ୍ରିରେ ଜେନେୟୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଚାଲିଛି। ଶିକ୍ଷାନୁଷ୍ଠାନରେ ଏଭଳି କାଣ୍ଡକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି […]
ନୂଆଦିଲ୍ଲୀ, 6/1: ଦେଶର ପ୍ରତିଷ୍ଠିତ ଜବାହରଲାଲ୍ ୟୁନିଭରସିଟିରେ ରବିବାର ରାତିରେ କିଛି ଆକ୍ରମଣକାରୀମାନେ କ୍ୟାମ୍ପସ୍ ଭିତରେ ପଶି ଛାତ୍ରଙ୍କ ସମେତ ଅଧ୍ୟାପକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ 30ଜଣ ଛାତ୍ର ଆହତ ହୋଇଛନ୍ତି। ଜେଏନୟୁରେ ହୋଇଥିବା ହିଂସା ଘଟଣାକୁ […]
ନୂଆଦିଲ୍ଲୀ, 5/1: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ଗତକାଲି ରାତିରେ ବଡଧରଣର ହିଂସା ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ଆକ୍ରମଣକାରୀମାନେ ଛାତ୍ରଙ୍କ ସମେତ ଶିକ୍ଷକମାନଙ୍କୁ ଆକ୍ରମଣ କରିଛନ୍ତି। ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି। ତାଙ୍କର ମୁଣ୍ଡରେ […]
ନୂଆଦିଲ୍ଲୀ, 5/1: ନାଗରିକତା ସଂଶୋଧନ ଆଇନକୁ ନେଇ ଏନ୍ଆରସି, ଏନ୍ପିଆରକୁ ନେଇ ଦେଶବ୍ୟାପୀ ତର୍କ ଓ ରାଜନୈତିକ ଚର୍ଚ୍ଚା ଚାଲିଥିବାବେଳେ ଏହା ଏବେ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହା ବେଶ୍ […]
ଉତ୍ତରପ୍ରଦେଶ, 5/1: ନୂତନ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିରୋଧ ପ୍ରଦର୍ଶନ ଜାରି ରହିଛି। ଏବେ ଏହି ବିଷୟକୁ ନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। […]