ଜୟପୁର,04/01: କୋଟାରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଶୁକ୍ରବାର 106ରେ ପହଞ୍ଚିଛି । ଏହି ଘଟଣାରେ ହସ୍ପିଟାଲକୁ ଦୋଷାରୋପ କରିଛନ୍ତି କଂଗ୍ରେସ ବିଧାୟକ ତଥା କୋଟା ଦାୟିତ୍ବରେ ରହିଥିବା ମନ୍ତ୍ରୀ ପ୍ରତାପ ସିଂ । କୋଟା ଜିଲ୍ଲା ଦାୟିତ୍ବରେ ରହିଥିବା କଂଗ୍ରେସ […]
ଶ୍ରୀନଗର, 04/01: ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଏବାର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଶନିବାର ସକାଳୁ ଶ୍ରୀନଗରରୁ 23 ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ନିସାର ଅହମ୍ମଦ ଦରକୁ ଗିରଫ କରାଯାଇଛି। ଦର 2016ରେ 7ଟି ଏବଂ […]
ନୂଆଦିଲ୍ଳୀ,03/01 : କଂଗ୍ରେସ ପୁସ୍ତିକାରେ ବୀର ସଭାରକରଙ୍କୁ ସମଲିଙ୍ଗୀ ଭାବରେ ଅଭିହିତ କରାଯିବା ପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଚକ୍ରପାଣି ରାହୁଲଙ୍କୁ ଆକ୍ରମଣ କରିଛନ୍ତି । ଚକ୍ରପାଣି ରାହୁଲ ଗାନ୍ଧୀଙ୍କୁ ଜଣେ ସମଲିଙ୍ଗୀ ବୋଲି ଅଭିହିତ କରିଛନ୍ତି […]
ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା […]
ଆନ୍ଧ୍ରପ୍ରଦେଶ, 3/1: ହାଇଦ୍ରାବାଦଠାରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ର ପ୍ରଣୟନ କରିଛନ୍ତି । ତେବେ ଏହି ଆଇନ୍ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁଛି ନାହିଁ, ଏନେଇ ତଦାରଖ କରିବା ପାଇଁ […]
ନୂଆଦିଲ୍ଲୀ, 03/01: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୃତ ଅଗ୍ନିଶମ କର୍ମଚାରୀଙ୍କ ପାଇଁ 1 କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ପରିବାରର ଜଣଙ୍କୁ ସରକାରୀ ପ୍ରଦାନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । […]
କୋଲକତା, 3/1: ନାଗରିତା ସଂଶୋଧନ ଆଇନ (ସିଏଏ)କୁ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସେ ସର୍ବଦା ଆମ ଦେଶ ସହିତ ପାକିସ୍ତାନର ତୁଳନା କରୁଛନ୍ତି। […]
ନୂଆଦିଲ୍ଳୀ,03/01: ବିଗତ ଦୁଇ ମାସ ମଧ୍ୟରେ 445 ବାଂଲାଦେଶୀ ନାଗରିକଙ୍କୁ ପ୍ରତ୍ୟର୍ପଣ କରାଯାଇଛି । ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଦେଶରେ ଏନ୍ଆରସି ଲାଗୁ କରିବା ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା କାରଣରୁ […]
ବେଙ୍ଗାଲୁରୁ, 03/01 : ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ଭାରତ ନିର୍ମାଣରେ ବିଜ୍ଞାନର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମୋଦି କହିଛନ୍ତି । ନୂତନ ଉଦ୍ଭାବନ କରିବା ସହିତ […]
ଭୋପାଳ, 3/1: ମଧ୍ୟପ୍ରଦେଶର କଂଗ୍ରେସ ସେବାଦଳ ଦ୍ବାରା ବଣ୍ଟାଯାଇଥିବା ଏକ ବୁକଲେଟ୍ ବିବାଦକୁ ଆସିଛି। ଏହି ବୁକଲେଟ୍ଟି ବୀର୍ ସଭରକର୍ଙ୍କ ଉପରେ ଆଧାରିତ। ଏହାର ଶୀର୍ଷକ ‘କେତେ ବୀର ଥିଲେ ସଭର୍କର୍’ ରହିଥିବାବେଳେ ଏଥିରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସ୍ ଓ […]
ରାଜସ୍ଥାନ, 3/1: କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶେଷ ଟିମ୍ ଶିଶୁ ମୃତ୍ୟୁ ସମ୍ପର୍କିତ ସୀମକ୍ଷା ପାଇଁ ରାଜସ୍ଥାନ କୋଟାସ୍ଥିତ ଜେ.କେଲୋନ୍ ହସ୍ପିଟାଲ୍ ଗସ୍ତ କରିବେ । ରାଜସ୍ଥାନର କୋଟାର ଏକ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଛି। ବର୍ଷର […]
ପାଣାଜୀ,02/01 : 50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍ ଏବଂ 200 ଗ୍ରାମର ଏମ୍ଡିଏମ୍ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ […]
ପାଣାଜୀ,02/01 : ନାଗରିକତ୍ବ ସଂଶୋଧନ ଆଇନ୍ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ […]
ନୂଆଦିଲ୍ଲୀ, 02/01 : ରାଜସ୍ଥାନର କୋଟାରେ 100ରୁ ଅଧିକ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ କୋଟା ପରିଦର୍ଶନ ପାଇଁ ପ୍ରିୟଙ୍କା […]
ପାଟନା ,02/01 : ସ୍କୁଲରେ ଭଗବଦ ଗୀତା ଶିକ୍ଷା ପ୍ରଦାନ କରାଯିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ବେଗୁସରାଇରୁ ବିଜେପିର ସାଂସଦ ରହିଥିବା ଗିରିରାଜ ଏହି ମତ ଦେଇଛନ୍ତି । ମିଶନାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, 2/1: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ଯୋଡ଼ି ହୋଇ ରହିଥିବା ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରର ‘ଶ୍ରମ ବିରୋଧୀ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ କରିବ। ଆସନ୍ତା କାଲି ଅର୍ଥାତ୍ […]
ମୁମ୍ବାଇ, 2/1: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିବା କାରଣରୁ ତାଙ୍କର ପରଲୋକ ଘଟିଛି। ଉତ୍ତର ପ୍ରଦେଶର ସୁଲତାନପୁରରେ […]
ନୂଆଦିଲ୍ଲୀ, 2/1: ଦିଲ୍ଲୀର ଉଦ୍ୟୋଗ ନଗରର ପୀରାଗଡି ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ଆଜି ସକାଳ 4ଟାରେ ଏହି ନିଆଁ ଲାଗିଥିବାର ସୂଚନା ରହିଛି। ନିଆଁ ଲିଭାଇବା ପାଇଁ ସେଠାରେ 7ଟି ଦମକଳ ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭାଇବା ସମୟରେ […]
ନୂଆଦିଲ୍ଲୀ, 2/1: ନରେନ୍ଦ୍ର ମୋଦି ଆଜି ଦେଶର 6 କୋଟି ଚାଷୀଙ୍କୁ ନବବର୍ଷର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ପିଏମ୍-କିଶାନ ସମ୍ମାନ ନିଧି ଅନ୍ତର୍ଗତ ଡିସେମ୍ବର ମାସର କିସ୍ତି ସ୍ବରୂପ 12,000 କୋଟି ଦେବେ । ମୋଦି କର୍ଣ୍ଣାଟକ ଗସ୍ତ […]
ନୂଆଦିଲ୍ଲୀ, 1/1: ଲୋକପ୍ରିୟ ଭିଡିଓ ଆପ୍ ଟିକ୍ଟକ୍କୁ ଆମେରିକା ସେନା ନିଷିଦ୍ଧ କରିଛି। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍ଟକ୍କୁ ସାଇବର ଥ୍ରେଟ୍ […]
ଶ୍ରୀନଗର, 01/01 : ଜମ୍ମୁ କାଶ୍ମୀରର ନୌସେରା ନିୟନ୍ତ୍ରଣରେଖାରେ 2 ଯବାନ ଶହିଦ ହୋଇଛନ୍ତି । ନୌଶୋରାର ରଜୌରୀ ଅଞ୍ଚଳରେ ବୁଧବାର ଏହି ଏନକାଉଣ୍ଟର ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ ହୋଇଥିବା ବେଳେ ବୁଧବାର ସକାଳୁ ଦୁଇ ଯବାନଙ୍କ […]