ନୂଆଦିଲ୍ଲୀ,01/01 : ଦରବୃଦ୍ଧି ପ୍ରଭାବରେ ବ୍ୟତିବ୍ୟସ୍ତ ଜନତାଙ୍କୁ ସରକାରଙ୍କ ଆଉ ଏକ ମହଙ୍ଗା ମାଡର ସମ୍ମୁଖୀନ ହେବାକୁ ପଡିଛି । ପିଆଜ ଏବଂ ଆଳୁର ଦରବୃଦ୍ଧି ପରେ ବର୍ତ୍ତମାନ ଟ୍ରେନ୍ ଯାତ୍ରା ମଧ୍ୟ ମହଙ୍ଗା ହୋଇଛି । ଗତକାଲି ସନ୍ଧ୍ୟାରେ ସରକାରଙ୍କ […]
ନୂଆଦିଲ୍ଲୀ,01/01 : ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । […]
ଇନ୍ଦୋର ,01/01 : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଦୁର୍ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି । ପାଟଲପନୀର ଜନୈକ ବ୍ୟବସାୟୀଙ୍କ ଫାର୍ମ ହାଉସ୍ରେ ଲିଫ୍ଟ ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି । ବ୍ୟବସାୟୀ ପୁନୀତ ଅଗ୍ରଓ୍ବାଲଙ୍କ ଘରେ ଏହି ଦୁର୍ଘଟଣା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,01/01 : ଦେଶବାସୀଙ୍କୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଟ୍ବିଟ୍ଟର ଜରିଆରେ ଏକ ଫଟୋ ସେୟାର କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 2020 ନବବର୍ଷ ପାଇଁ […]
ନୂଆଦିଲ୍ଲୀ,01/01 : ଶେଷ ହୋଇଛି ବର୍ଷ 2019 ଏବଂ 2020 ଆଗମନ କରିଛି । ଇଂରାଜୀ ନବବର୍ଷର ଆଗମନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି […]
କେଦାର ମିଶ୍ର ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ […]
ସମୀକ୍ଷା ବ୍ୟୁରୋ ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ […]
ନୂଆଦିଲ୍ଲୀ,31/12 : ଗେରୁଆ ପୋଷାକକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ସାଂସଦ ସାଧ୍ୱୀ ନିରଞ୍ଜନ ଜ୍ୟୋତି ତାଙ୍କୁ ସମାଲୋଚନା କରିଛନ୍ତି । ଗେରୁଆ ରଙ୍ଗକୁ ସମାଲୋଚନା କରୁଥିବା ପ୍ରିୟଙ୍କା ନିଜ ସାଙ୍ଗିଆରୁ ଗାନ୍ଧୀ ହଟାଇ ଫିରୋଜ ଲେଖିବା ଉଚିତ୍ […]
ପାଟନା,31/12 : ବିହାରରେ ଦୁଇ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି । ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏହି ବାକ୍ଯୁଦ୍ଧ ମଙ୍ଗଳବାର ଆରମ୍ଭ ହୋଇଛି । ଉପ […]
ନୂଆଦିଲ୍ଲୀ,31/12 : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଦିନ 127 କୋଟିର ସମ୍ପତ୍ତି ଜବତ କରାଯାଇଛି । ପିକ୍ସିଅନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁମ୍ବାଇ, କୋଲକାତା ଏବଂ ନୋଇଡା ସ୍ଥିତ ସମ୍ପତ୍ତିକୁ ଜବତ କରାଯାଇଛି । ଏକ 26ଶହ କୋଟିର ବ୍ୟାଙ୍କ […]
ନୂଆଦିଲ୍ଲୀ,31/12 : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିପିନ୍ ରାଓ୍ବତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଙ୍ଗଳବାର ଦିନ ନରାଓ୍ବଣେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର 28ତମ ସ୍ଥଳସେନା […]
ନୂଆଦିଲ୍ଲୀ,31/12 : ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ ସଙ୍ଗଠିତ ହୋଇଛି । ସୋମବାର ରାତି 10.29 ମିନିଟ୍ରୁ 12.40 ମଧ୍ୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.7ରୁ 5.5 ରହିଥିବା ଜଣାପଡିଛି […]
ଗୌହାଟୀ, 31/12 : ଆସନ୍ତା ଜାନୁୟାରୀ 1 ତାରିଖ,2020ରୁ ଆସାମ ସରକାର ଏକ ନୂତନ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଅରୁନ୍ଧତୀ ଯୋଜନା ନାମକ ଏହି ଯୋଜନା ଅନୁସାରେ ବିବାହ କରୁଥିବା କନ୍ୟାଙ୍କୁ 10 ଗ୍ରାମର ସୁନା ପ୍ରଦାନ କରିବେ। ସରକାରଙ୍କ […]
ସମୀକ୍ଷା ବ୍ୟୁରୋ ଆଉ କିଛି ସମୟ ପରେ ଆମଠୁ ବିଦାୟ ନେବ ୨୦୧୯ । ଆଉ ରହିଯିବ କେବଳ ସ୍ମୃତି । ଚଳିତ ବର୍ଷ ଆମଠୁ ବିଦାୟ ନେଇଛନ୍ତି ଅନେକ ଲୋକପ୍ରିୟ ହସ୍ତୀ । ବିଦାୟୀ ବର୍ଷରେ ଆମଠୁ ବିଦାୟ ନେଇଥିବା […]
ନୂଆଦିଲ୍ଲୀ,30/12 : ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଫେରସ୍ତ ଆଣିଛି । ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରେଣୁ ପଲ୍ଙ୍କୁ ଭାରତ ଫେରାଇ ଅଣାଯାଇଛି । ଏକ 15 ଲକ୍ଷ ଟଙ୍କାର ଆପାର୍ଟ ମେଣ୍ଟ ଭଡାରେ ନେଇଥିବାରୁ […]
ଚେନ୍ନାଇ, 30/12: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍ଆରସି) ବିରୋଧରେ ପ୍ରଦର୍ଶନ ଜାରି ରହିଛି । ସୋମବାର ଚେନ୍ନାଇଠାରେ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ ଓ ଡିଏମ୍କେ ସାଂସଦ କାନିମୋଝି ଅଭିନବ ଉପାୟରେ ସିଏଏ ଓ […]
ନୂଆଦିଲ୍ଲୀ,30/12 : ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ବିପିନ୍ ରାଓ୍ବତ୍ଙ୍କୁ ନିଯୁକ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆସନ୍ତା କାଲି ନିଜ ଦାୟିତ୍ବରୁ ରାଓ୍ବତ୍ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ୍ […]
ମୁମ୍ବାଇ,30/12 : ମହାରାଷ୍ଟ୍ର କ୍ୟାବିନେଟ୍ର ପ୍ରଥମ ସମ୍ପ୍ରସାରଣରେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏନ୍ସିପି ନେତା ଅଜିତ୍ ପଓ୍ବାର । ଏହା ସହିତ ଓ୍ବର୍ଲି ଆସନରୁ ବିଜୟୀ ହୋଇଥିବା ଶିବସେନାର ଆଦିତ୍ୟ ଠାକ୍ରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ […]
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରର କ୍ଷମତା ହାତେଇବା ପରେ ଉଦ୍ଧବ ଠାକ୍ରେ ପୁତ୍ର ଆଦିତ୍ୟ ଠାକ୍ରେଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଛନ୍ତି। ଶିବସେନା-କଂଗ୍ରେସ-ଏନ୍ସିପିର ମହାମେଣ୍ଟ ସରକାରେ ଆଦିତ୍ୟ ଠାକ୍ରେଙ୍କୁ କ୍ୟାବିନେଟ୍ ପଦ ମିଳିଛି। ତେବେ ଭାରତୀୟ ରାଜନୀତିରେ ପିତା-ପୁତ୍ରଙ୍କ ପ୍ରଥମ ଯୋଡ଼ି […]
ନୂଆଦିଲ୍ଲୀ, 30/12 : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୁରକ୍ଷା ଅଧିନିୟମ ଭଙ୍ଗ କରିଥିବା ନେଇ ସିଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ବିନା କୌଣସି ସୂଚନାରେ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସିଆରପିଏଫ୍ ନିୟମ ଭଙ୍ଗ କରିଛନ୍ତି ବୋଲି […]
ନୂଆଦିଲ୍ଲୀ,30/12 : ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ […]