ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍ରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି […]
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ […]
ବେଙ୍ଗାଲୁରୁ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ପୁଅ ନିଖିଲ୍ ଗୌଡା ବିବାହ କରିଛନ୍ତି । ନିଖିଲ୍ଙ୍କ ବିବାହର ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରାଯାଇଥିବା ଜଣାପଡିଛି । କର୍ଣ୍ଣାଟକର ରାମନଗରରେ ଏହି […]
ମୁମ୍ବାଇ : କରୋନା ମୁକାବିଲା ପାଇଁ ବିଭିନ୍ନ ବଲିଉଡ୍ କଳାକାର ଆଗକୁ ଆସୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ । ନିଜ ସ୍ବାମୀ ତଥା ହୋଟେଲିୟର୍ ଫରହାନ୍ ଆଜ୍ମୀଙ୍କକ ସହିତ ମିଶି ଆୟେଶା ନିଜର ଜୁହୁ […]
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସପ୍ତପଦୀ ମନ୍ତ୍ରକୁ ନେଇ ସୁଦର୍ଶନ ବାଲୁକା କଳା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ […]
ହରିୟାଣା: ଭାରତୀୟ ମହିଳା ରେସ୍ଲର୍ ବବିତା ଫୋଗତଙ୍କ ଏକ ଟ୍ବିଟ୍କୁ ନେଇ ବିବାଦ ଦେଖାଦେଇଛି। କରୋନା ସଙ୍କଟ ପାଇଁ ତବଲିଗୀ ଜମାତୀଙ୍କୁ ଦାୟୀ କରି ବବିତା ଏହି ଟ୍ବିଟ୍ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏକାଧିକ ଟ୍ବିଟ୍ଟର […]
ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଗୁଟ୍ଖା ଓ ପାନ୍ ଛେପ ପକାଇଲେ ନିସ୍ତାର ନାହିଁ। ଏନଡିଏମସି ଏନେଇ ଏକ ସ୍ବତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଛେପ ପକାଇଲେ 2000 […]
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ 53ଟି ଦେଶରେ ମୋଟ୍ 3,336ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ 25ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ କୁହାଯାଇଛି । […]
ନୂଆଦିଲ୍ଲୀ : କରୋନା ସଂକଟ ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଆରବିଆଇ ରେପୋ ରେଟ୍କୁ ହ୍ରାସ କରିଛନ୍ତି। 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ 4%ରୁ ହ୍ରାସ ପାଇ 3.75%ରେ ପହଞ୍ଚିଛି। ଏହି ରେପୋ […]
କର୍ଣ୍ଣାଟକ : କରୋନା ଭାଇରସ୍ ସଂକଟ ସମୟରେ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏହା ମଧ୍ୟରେ ଆଜି ବିବାହ କରୁଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍)ର ନେତା ଏଚ୍ଡି କୁମାରୀସ୍ବାମୀଙ୍କ ପୁତ୍ର ନିଖିଲ […]
ନୂଆଦିଲ୍ଲୀ, ସାରା ପୃଥିବୀକୁ କରୋନା ବର୍ତ୍ତମାନ ଅସ୍ତବ୍ୟସ୍ତ କରିଦେଇଛି। ଫଳରେ ଅନେକ ସ୍ଥାନରେ ଅନେକ କଥା ବଦଳିବାରେ ମଧ୍ୟ ଲାଗିଛି। ପୁରା ପୃଥିବୀର ଆଇନି କାନୁନକୁ ମଧ୍ୟ ବଦଳାଇ ଦେଇଛି ଏହି ମହାମାରୀ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସବୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13387ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 437ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ […]
ପରଭଣୀ: ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ ଗୁରୁବାର ଦିନ କରୋନା ଜନିତ ପ୍ରଥମ ମାମଲା ସାମ୍ନାକୁ ଆସିଛି । ପୁଣେରୁ ଚାଲିଚାଲି ପରଭଣୀକୁ ଆସିଥିବା ଜଣେ ଯୁବକଙ୍କ ନିକଟରେ କରୋନା ପଜିଟଭ୍ ମିଳିଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୁଣେରୁ ଚାଲି […]
ଉତ୍ତରପ୍ରଦେଶ : କରୋନା ସଂକଟ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ବଡ ପଦକ୍ଷେପ ଉଠାଇଛନ୍ତି। ପ୍ରଦେଶର ସରକାର ଆବଶ୍ୟକ ସେବାଗୁଡିକ ସହିତ 11 ଟି ଶିଳ୍ପକୁ ସସର୍ତ୍ତ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ସେହି ଶିଳ୍ପୋଦ୍ୟୋଗଗୁଡିକ ମଧ୍ୟରେ ରହିଛି ଷ୍ଟିଲ୍, […]
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥା ସାଇବର ସମନ୍ୱୟ କେନ୍ଦ୍ର (ସାଇକର୍ଡ) ଘରୋଇ ବ୍ୟକ୍ତିବିଶେଷଙ୍କୁ ଜୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ଉପଦେଶିକା ଜାରି କରିଛନ୍ତି । ଏହି ଉପଦେଶିକାରେ କୁହାଯାଇଛି ଯେ ସରକାରୀ ଅଧିକାରୀ/ କର୍ମଚାରୀମାନଙ୍କ ଦ୍ୱାରା ସରକାରୀ […]
ନୂଆଦିଲ୍ଲୀ, କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି। ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଆସିଟିଇକୁ ନିର୍ଦ୍ଦେଶ ଦେଇଛି। ଏହାକୁ […]
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି । ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ବି କରୋନା କେସ୍ ନାହିଁ ବୋଲି ସାମ୍ବାଦିକ […]
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି କରୋନାକୁ ନେଇ ବୟାନ ଦେଇଛନ୍ତି । କରୋନା ସଂକଟକୁ ନେଇ ସରକାରଙ୍କୁ କିଛି ପ୍ରଶ୍ନ କରିବା ସହିତ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ରାହୁଲ୍କହିଛନ୍ତି ଯେ, ଲକ୍ ଡାଉନ […]
ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଉଦ୍ବେଗଜନକ ରହିଥିବାସ୍ଥଳେ ଲକ୍ଡାଉନ୍ ଜାରି ରହିଛି । ତେବେ ଏହି ଲକ୍ ଡାଉନ୍ ସମୟରେ ହୋଟେଲ୍, ରେଷ୍ଟୁରାଣ୍ଟ ବନ୍ଦ ରହିଥିବା ସ୍ଥଳେ ଅନଲାଇନ୍ ମାଧ୍ୟମରେ ଖାଦ୍ୟ ଯୋଗାଣ ରହିଛି । ଲୋକମାନେ ପିଜା ପରି ଅନ୍ୟାନ୍ୟ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ଲଢେଇ ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ସମୟରେ ଦିଲ୍ଲୀ ପୋଲିସ୍ ମାନବତା ଉଦାହରଣ ନିଦର୍ଶନ ପ୍ରସ୍ତୁତ କରିଛନ୍ତି । ପୋଲିସ୍କୁ ସାହାଯ୍ୟ ମାଗିବାରୁ […]
ନୂଆଦିଲ୍ଲୀ : ଭାରତୀୟ ରେଳବାଇ 94 ଲକ୍ଷ ଟିକେଟ୍ ରଦ୍ଦ କରି ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଣ୍ଣୟ ନେଇଛି। ଏଥିପାଇଁ ଭାରତୀୟ ରେଳବାଇ 1490ର ରାଜସ୍ବ କ୍ଷତି ହେବ। ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯିବା ପରେ ରେଳବିଭାଗ ଏହି […]