ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସର ଆତଙ୍କ ବଢି ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ରବିବାର ଅରୁଣାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଅରୁଣାଚଳ […]
ଚଣ୍ଡୀଗଡ : ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟକୁ ସିଲ୍ କରି ଦିଆଯାଇଛି । ହରିୟାଣାର କର୍ଣ୍ଣାଲରେ ରହିଥିବା ଧର୍ମେନ୍ଦ୍ରଙ୍କ ଏହି ହୋଟେଲ୍କୁ ଶନିବାର ସିଲ୍ କରି ଦିଆଯାଇଛି । ହୋଟେଲ କୋଠା ନିର୍ମାଣରେ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି […]
ଥିରୁଅନନ୍ତପୁରମ୍ : କେରଳରେ 5 ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ 5 ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା 5 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ […]
ନୋଇଡା : ଟିକ୍ଟକ୍ରେ ଲୋକପ୍ରିୟତା ପାଇଁ ଲୋକ ମାନେ କିଛିବି କରୁଛନ୍ତି । ନୋଇଡାରେ ଟିକ୍ଟକ୍ କରୁଥିବା ସମୟରେ ଜଣେ ଯୁବକ ଗୁଳି ଫୁଟାଇଛନ୍ତି । 32 ବର୍ଷୀୟ ଏହି ଯୁବକଙ୍କ ନାମ ହେଉଛି ପୁନୀତ ସିସୋଦିଆ । ପୁନିତ ନିଜ […]
ପୁରୀ, ମହିଳା ଦିବସ ଉପଲକ୍ଷେ ମହିଳାମାନେ କିପରି ସକ୍ଷମ ସେ ନେଇ ବିଭିନ୍ନ ସ୍ତରରେ ପ୍ରତିଯୋଗୀତା ସହିତ ପ୍ରସାର ଆରମ୍ଭ ହୋଇଛି। କ୍ରୀଡା, ଦୁଃସାହାସିକ କ୍ରୀଡା, ଉଚ୍ଚ ଗବେଷଣା, ବୈଜ୍ଞାନିକ, ସାହିତ୍ୟିକ, ସାମ୍ବାଦିକ ଏବଂ କଳା କ୍ଷେତ୍ରରେ ମହିଳାଙ୍କ ଦକ୍ଷତା ପ୍ରତିପାଦନ […]
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ […]
ଭୁବନେଶ୍ବର, ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ […]
ନୂଆଦିଲ୍ଲୀ : ଭାରତରେ କୋରୋନା ଭାଇରସ୍ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଶନିବାର ଲଦାଖରେ ଦୁଇ ଜଣ ଏବଂ ତାମିଲନାଡୁରେ ଜଣେ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତିନି ନୂତନ ଆକ୍ରାନ୍ତଙ୍କ ସହିତ ସମଗ୍ର ଦେଶରେ କୋରୋନା […]
ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ନାଗରିକ ମହିଳାଙ୍କୁ ସମ୍ମାନ କରିବା ଉଚିତ୍ ଏବଂ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି । ଆସନ୍ତା କାଲି ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଷ୍ଟ୍ରପତି ଏହି […]
ଭୁବନେଶ୍ବର,ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କଣ ପାଇଁ ଖେଳିବେ ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ କରୋନା ଭାଇରସ ଯେପରି ଭାବେ ସାରା ଦେଶରେ ଏକ […]
ନୂଆଦିଲ୍ଲୀ : ଦେଶରେ ମୁସଲମାନ୍ ହେବା ଆଜିର ସମୟରେ ବଡ ଅପରାଧ ବୋଲି ଆପ୍ ବିଧାୟକ ଅମାନତଉଲ୍ଲା ଖାନ୍ ମତ ଦେଇଛନ୍ତି । ଶନିବାର ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅମାନତଉଲ୍ଲା ଖାନ୍ ଏହି ବିବାଦୀୟ ମତ ଦେଇଛନ୍ତି । […]
ନୂଆଦିଲ୍ଳୀ : ଦେବାଳିଆ ସ୍ଥିତି ମଧ୍ୟରେ ଗତି କରୁଥିବା ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଆରବିଆଇ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ନିବେଶ କରିବା […]
ଇଣ୍ଡୋନେସିଆ : ବୟସ ସମ୍ପର୍କର ମାପକାଠି ନୁହେଁ, ଏହା କେବଳ ଏକ ନମ୍ବର । ସମୟ ବଦଳିବା ସହ ବିବାହର ବୟସ ଓ ସମ୍ପର୍କ ମଧ୍ୟ ବଦଳିବାରେ ଲାଗିଛି । କେତେବେଳେ କନ୍ୟା ବରଠାରୁ ବଡ ହେଲାଣି ତ କେତେବେଳେ ସାନ […]
ମୁମ୍ବାଇ : ମହିଳା ଏବଂ ଶିଶୁଙ୍କ ପାଇଁ ଦେଶ ସୁରକ୍ଷିତ ନୁହେଁ । ଦ୍ବିତୀୟ ଭଗବାନ ଭାବରେ ପରିଚିତ ଡାକ୍ତର ମଧ୍ୟ ଏହି ଧାରାରୁ ବାଦ ପଡିନାହାନ୍ତି । ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଜଣେ 14 ବର୍ଷୀୟା […]
ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାର 1 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଅଯୋଧ୍ୟା ଗସ୍ତରେ ରହିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଶନିବାର ଏହି ଘୋଷଣା କରିଛନ୍ତି । ଅଯୋଧ୍ୟା ଗସ୍ତରେ […]
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଏଏସ୍ଆଇ ଅଧୀନରେ ରହିଥିବା କୌଣସି ପର୍ଯ୍ୟଟନ ସ୍ଥଳକୁ ରବିବାର ମହିଳା ମାନେ […]
ପୁଣେ : ମା’ ହେଉଛି ଦୁନିଆର ସବୁଠୁ ବଡ଼ ଯୋଦ୍ଧା । ସନ୍ତାନ ପାଇଁ ସେ ସବୁକିଛି ତ୍ୟାଗ କରିପାରେ । ସେଥିପାଇଁ ସେ ଅନନ୍ୟ । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କିନ୍ତୁ ଆମେ ଏବେ ଜଣେ […]
ରାମପୁର/ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବିଜେପି ନେତ୍ରୀ ଏବଂ ଭେଟେରାନ୍ ଅଭିନେତ୍ରୀ ଜୟା ପ୍ରଦାଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି । ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଜୟା […]
ନୂଆଦିଲ୍ଲୀ : ଘରେ କେହି ଅଜଣା ଲୋକଙ୍କୁ ଘରର କାର୍ଯ୍ୟ ପାଇଁ ରଖିବା ପୂର୍ବରୁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଗୁରୁଗ୍ରାମଠାରେ ଦିନ ଦ୍ବିପ୍ରହରରେ ଜଣେ ଚାକର ଦ୍ବାରା ଲୁଟର ଶିକାର ହୋଇଛନ୍ତି ଘର ମାଲିକ। ଗୁରୁଗ୍ରାମ ସେକ୍ଟର 45ରେ ଜଣେ ଚାକର […]
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଛି। ଡିଏଚଏଫଲ ଦୁର୍ନୀତିକୁ ମାମଲାକୁ ନେଇ ଏହି ଚଢାଉ କରାଯାଇଛି। ଏହା ବ୍ୟତୀତ ରାଣାଙ୍କ ବିରୋଧରେ ଅନ୍ୟ କେତେକ ଅନିୟମିତତା ମଧ୍ୟ ଇଡି ନଜରକୁ […]
କୋଏମ୍ବାଟୁର : ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର 80 ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କର୍କଟ ପୀଡ଼ିତାଙ୍କ ପାଇଁ ସେମାନେ ଏହି କେଶ ଦାନ କରିଛନ୍ତି ।ଏହି କେଶରେ କ୍ୟାନସର୍ ପୀଡ଼ିତାଙ୍କ ପାଇଁ ଓ୍ବିଗ୍ ପ୍ରସ୍ତୁତ ହେବ। […]