ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ଆରବିଆଇ ପକ୍ଷରୁ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ଯୋଜନା ଘୋଷଣା କରାଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ୟେସ୍ ବ୍ୟାଙ୍କରେ ନିବେଶ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ନେଇ ଆରବିଆଇ […]
ମଦୁରାଇ : ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଦ୍ବାରା ସରକାରଙ୍କ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ସରକାରଙ୍କ ପକ୍ଷରୁ ବେଟୀ ବଚାଓ ବେଟ ପଢାଓର ନାରା […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ର ସଂକ୍ରମିତଙ୍କ ସଂଖ୍ୟା ଏବେ 31କୁ ବୃଦ୍ଧି ପାଇଛି। କରୋନାକୁ ନେଇ ଦେଶ ଏବେ ଆଲର୍ଟ ରହିଛି । କରୋନା ଭାଇରସ୍ର ଯାଞ୍ଚ ପାଇଁ ସରକାର 31ଟି ଲାବ୍ରୋଟେରୀ ପ୍ରସ୍ତୁତ କରିଛନ୍ତି । ପୂର୍ବରୁ 13ଟି […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ମୁକେଶ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ନୂତନ କ୍ୟୁରେଟିଭ୍ ଯାଚିକା ଏବଂ ରାଜକ୍ଷମା ଆବେଦନ କରିବାର ଆବେଦନ କରିଛି । ମୁକେଶ ସିଂର […]
ଆଜମଗଡ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନୈକ ମୁସଲିମ ଶ୍ରଦ୍ଧାଳୁ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଆଜମଗଡର ସୟଦ୍ ମହମ୍ମଦ ଇସଲାମ ଅଷ୍ଟଧାତୁରେ ନିର୍ମିତ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ […]
ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ମୁଖପାତ୍ର ରବୀଶ୍ କୁମାରଙ୍କ ସ୍ଥାନ ନେବେ ଅନୁରାଗ ଶ୍ରୀବାସ୍ତବ। 1999 ବ୍ୟାଚ୍ର ଆଇଏଫଏସ୍ ଅଧିକାରୀ ଥିବା ଅନୁରାଗ ଶ୍ରୀବାସ୍ତବ ବର୍ତ୍ତମାନ ଇଥୋଓପିଆ ଓ ଆଫ୍ରିକା ସଂଘର ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି । ରାଜଦୂତ […]
ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କରେ ସଙ୍କଟ ଦେଖାଦେବା ପରେ ୟେସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ପରେ ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି । ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ […]
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋର ଓ ଭୋପାଳରେ ହେବାକୁ ଥିବା ଅନ୍ତର୍ରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଅକାଦେମୀ ପୁରସ୍କାର (ଆଇଫା ଆଓ୍ବାର୍ଡସ୍)କୁ ସ୍ଥଗିତ ରଖାଯାଇଛି। ଆଇଫା ଆଓ୍ବାର୍ଡ ଉତ୍ସବ ଚଳିତ ମାସ 19-20 […]
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ଆତଙ୍କ ବଢି ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି । ଶୁକ୍ରବାର ସପ୍ତାହର ଅନ୍ତିମ ଟ୍ରେଡିଂରେ ୟେସ୍ ବ୍ୟାଙ୍କ ଅଂଶଧନ ମୂଲ୍ୟରେ 80 ପ୍ରତିଶତ ହ୍ରାସ ଘଟିବା ସହିତ […]
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ସରକାରର ଅର୍ଥମନ୍ତ୍ରୀ ଅଜିତ୍ ପାଓ୍ବାର୍ ଚଳିତ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନା କରିଛନ୍ତି। ଏହି ଅବସରରେ ରାଜ୍ୟର 2 ଲକ୍ଷ ଚାଷୀଙ୍କ 2ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବା ନେଇ ଘୋଷଣା […]
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟି 13 ଜଣଙ୍କର ମୃତ୍ୟୁ ଘଟିଛି । ମାଙ୍ଗାଲୁରୁ-ବେଙ୍ଗାଲୁରୁର 75 ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଏସ୍ୟୁଭି ମଧ୍ୟରେ ଦୁର୍ଘଟଣା ଘଟିବାରୁ 13 ଜଣଙ୍କର […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ଗୁରୁବାର ବିଳମ୍ବିତ ରାତ୍ରିରେ କଂଗ୍ରେସର ମନ୍ଦସୌର୍ ଜିଲ୍ଲାର ସୁବାସରାରୁ ବିଧାୟକ ହରଦୀପ ସିଂ ଡାଙ୍ଗ୍ ବିଧାନସଭା ସଦସ୍ୟତାରୁ […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସ୍ ପ୍ରଭାବ ବେଶ୍ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଗତକାଲି 2,241 ନୂତନ ମାମଲା ସାମ୍ନାକୁ ଆସିଛି। ମୋଟ ଉପରେ ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 95,333 ହୋଇଥିବାର ସୂଚନା ମିଳିଛି। ଗତକାଲି ଏହି ଭାଇରସ୍ […]
ଜମ୍ମୁ : ଗତ କିଛି ମାସ ଧରି ଜମ୍ମୁ କାଶ୍ମୀରରେ ନୂଆ ରାଜନୀତି ମଞ୍ଚ ପ୍ରସ୍ତୁତି କରିବାରେ ଲାଗିଥିବା ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଅଲତାଫ୍ ବୁଖାରୀ ମାର୍ଚ୍ଚ 8 ତାରିଖରେ ନିଜର ନୂତନ ଦଳ ଘୋଷଣା […]
ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି। ଏହି ରୋଗର ନିରାକରଣ ପାଇଁ କୌଣସି ଔଷଧ ନ ଥିବାରୁ […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବେଲିଜିୟମ୍ ଗସ୍ତ ବାତିଲ କରିଛନ୍ତି । ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡୋ-ୟୁରୋପିଆନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଯାଇଥାନ୍ତେ । ମାତ୍ର […]
ନୂଆଦିଲ୍ଲୀ : 7 କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦରେ ଅଶୋଭନୀୟ ଆଚରଣ ପାଇଁ 7 କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଟି ଏନ୍ ପ୍ରତାପନ୍, ଡିନ୍ କୁରିଆକୋସ୍, ଆର୍ ଉନ୍ନିଥନ୍, […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆପ୍ ନେତା ତାହିର୍ ହୁସେନ୍ଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ମାମଲାରେ ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଗୁରୁବାର ଦିଲ୍ଳୀ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30 ମିନିଟ୍ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା […]
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବା ପାଇଁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ହୋଲି ସମୟରେ ସୁପ୍ରିମକୋର୍ଟ 7 ଦିନ ପାଇଁ ଛୁଟି ରହିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି […]