ଜାତୀୟ ଖବର

ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ବାହା ଘରରେ ଯୋଗ ଦେଇଛନ୍ତି। ସାଧାରଣତଃ ପୁଅଝିଅ ବାହାଘରରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ସମ୍ଭବ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ନୂଆଦିଲ୍ଳୀ : ପ୍ରକାଶିତ ଏକ ଗବେଷଣା ନିବନ୍ଧକୁ ଭିତ୍ତିକରି ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଗଣମାଧ୍ୟମରେ କେତେକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି…

ନୂଆଦିଲ୍ଲୀ: ନୂଆ କରୋନା ସଂକ୍ରାମଣ ହ୍ରାସକୁ ଦୃଷ୍ଟିରେ ରଖି କୋଭିଡ କଟକଣାରେ କୋହଳ କରିବାକୁ ରାଜ୍ୟଗୁଡିକ କେନ୍ଦ୍ର ସରକାର ଚିଠି ଲେଖି ଜଣାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ…

ନୂଆଦିଲ୍ଲୀ: ରେଳ ଯାତ୍ରା ପାଇଁ ଯାତ୍ରା ବୀମା କିଣିବା ପାଇଁ କିଏ ଧ୍ୟାନ ଦିଏ? ଅନେକ ଲୋକ ଜାଣିନାହାନ୍ତି ଯେ, ରେଳ ଦୁର୍ଘଟଣା ଏବଂ ଡକାୟତ ଭଳି…

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସର ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସି ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (ଜେଏମ) ରେ କାମ କରିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି।…

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆମ୍ ଆଦମୀ ଦଳର ପୂର୍ବତନ ନେତା ତଥା କବି କୁମାର…

ହାଇଦ୍ରାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଯୋଗୁଁ ହାଇଦ୍ରାବାଦ ପୋଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ମାମଲା ରୁଜୁ କରିଛି।…

ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀଦଳର ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବାପା ଓ ପୁଅ ଜେଲ ଯିବେ ବୋଲି ଶିବସେନା ନେତା ସଞ୍ଜୟ…

ନୂଆଦିଲ୍ଲୀ: ଗତକାଲି ଦେଶରେ ୨୭ ହଜାର ୪୦୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩୦ ହଜାର ୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ସଂଯୁକ୍ତ ମୋର୍ଚ୍ଚା ଗଠନ ପାଇଁ ପ୍ରୟାସ ଜାରି ରହିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା…

ଚଣ୍ଡିଗଡ: ଫେବୃଆରୀ ୨୦ ତାରିଖରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ୟୁପିଏ ସରକାରରେ ଆଇନ ମନ୍ତ୍ରୀ ଥିବା…

ମୁମ୍ବାଇ: ପଳାତକ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛି।…

ନୂଆଦିଲ୍ଲୀ: ଗତକାଲି ଦେଶରେ ୩୪ ହଜାର ୧୧୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨୭ ହଜାର ୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି…

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ ଟି ଆସନ ଏବଂ ଉତ୍ତରାଖଣ୍ଡ-ଗୋଆର ସମସ୍ତ ଆସନରେ ମତଦାନ ଅନୁଷ୍ଠିତ ହୋଇଛି। ଗୋଆରେ ୬୦ ଟି ବିଧାନସଭା…

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ…

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏଭଳି ପରିସ୍ଥିତିରେ ବହୁଜନ ସମାଜ ପାର୍ଟି ପାଇଁ ଏକ ଖରାପ ଖବର…

ନୂଆଦିଲ୍ଲୀ: ଗତକାଲି ଦେଶରେ ୪୪ ହଜାର ୮୭୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩୪ ହଜାର ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି…

ନୂଆଦିଲ୍ଲୀ: ବିଜେପି ଅଭିଯୋଗର ଜବାବରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପ୍ରତିକ୍ରିୟା ରଖିଛନ୍ତି। ଆଜି ସେ କହିଛନ୍ତି ଯେ, ମୋ ଭାଇ ପାଇଁ ମୁଁ ଜୀବନ…

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନିନଗର ବିଧାନସଭା ଆସନରୁ ପୂର୍ବତନ ଭାରତୀୟ ପୋଲିସ ସେବା ଅଧିକାରୀ ରାଜେଶ୍ୱର ସିଂ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ସେ ଜୋରସୋରରେ…