ଜାତୀୟ ଖବର

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ଗରମ ହୋଇଛି। ୨୨ ଜଣ କଂଗ୍ରେସ ବିଧାୟକ ନିଜ ଦଳର ମନ୍ତ୍ରୀ ତଥା ରାଜ୍ୟ ନେତୃତ୍ୱ ଉପରେ ଆସନ୍ତୋଷ ଅଛନ୍ତି। ଏବଂ ସୋନିଆ…

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଏହି ପ୍ରତିବାଦରେ ଦିଲ୍ଲୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସର କହିବାନୁସାରେ, ଏହି…

ପାଣାଜୀ: ଗୋଆର କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଦାଇତ୍ଵ ଗ୍ରହଣ କରିଛନ୍ତି। ସେ ତାଙ୍କର ଦ୍ଵିତୀୟ ପାଳିରେ ରାଜ୍ୟବାସୀଙ୍କ ପାଇଁ ବଡ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦ ପଇସା ବୃଦ୍ଧି ପଞ୍ଜିକୃତ…

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି। ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ 21 ଜୁନ୍ 2022…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ୧…

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ କାଶ୍ମୀର ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବିବୃତ୍ତି ବିରୋଧରେ ବିଜେପି ଆଜି ବିରୋଧ କରୁଛି। ଏହି ସମୟ ମଧ୍ୟରେ ଦିଲ୍ଲୀ…

ନୂଆଦିଲ୍ଲୀ: ଦେଶରେ ଇନ୍ଧନ ଦର ବୃଦ୍ଧି ପାଉଛି ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଏହି ସମୟରେ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ…

କଲିକତା: ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ ଆୟୋଗ ଟିଏମସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ଉପ-ନିର୍ବାଚନରେ ସାଧାରଣ ସଭା,…

ଶ୍ରୀନଗର: ଆଜି ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଏକ ଏନକାଉଣ୍ଟରରେ ୨ ଜଣ ଲଶ୍କର-ଏ-ତୋଇବା ନିହତ ହୋଇଛନ୍ତି। ମୃତକ ଆତଙ୍କବଦୀଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଏକ ମିଡିଆ ପରିଚୟ…

ମୁମ୍ବାଇ: ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ଗତକାଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଡେବ୍ୟୁ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚରେ ଜିଟି ଲକ୍ଷ୍ନୌକୁ…

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗଠନ ପରେ ପୁଣି ଥରେ ମାଫିଆ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ପ୍ରୟାଗରାଜରେ ପୂର୍ବତନ ସାଂସଦ ବାହୁବଲୀ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ପୁଣି ଥରେ ନେତାଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ଖୋଲାଖୋଲି ଭାବେ ଦେଖାଯିବା ଆରମ୍ଭ କରିଛି। ବର୍ତ୍ତମାନ ଗଣମାଧ୍ୟମରେ…

ନୂଆଦିଲ୍ଲୀ: ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ ସୁପର କମ୍ପ୍ୟୁଟର ପରମ ଶକ୍ତିକୁ ଦେଶକୁ ସମର୍ପିତ କରାଯାଇଛି। ଏହା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା…

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାରେ ଦୁଇ ଜଣ ଲସ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ…

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ପକ୍ଷରୁ ୨୫୯ ଟଙ୍କିଆ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି ଯାହା କ୍ୟାଲେଣ୍ଡର ମାସର ବୈଧତା ସହ ଆସିଥିବା ବେଳେ…

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଗୁଜୁରାଟ ଟାଇଟାନ୍ସ ମୁହାଁମୁହିଁ ହେବ। ଏହା ଉଭୟ ଦଳର ପଦାର୍ପଣ ମ୍ୟାଚ୍ ହେବ। ଉଭୟ…

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାଧୀ ପ୍ରକ୍ରିୟା (ପରିଚୟ) ବିଧେୟକ, ୨୦୨୨ ଆଗତ କରାଯାଇଛି। ଏହି ବିଲ୍ ଅଧୀନରେ ପୋଲିସ ସ୍ୱତନ୍ତ୍ର କ୍ଷମତା…

କଲିକତା: ପଶ୍ଚିମବଙ୍ଗରେ ବୀରଭୂମ ହିଂସାକୁ ନେଇ ହଟ୍ଟଗୋଳ ଜାରି ରହିଛି। ଆଜି ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ବିଧାନସଭାରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ବିଜେପି ବିଧାୟକମାନଙ୍କ…