ଜାତୀୟ ଖବର

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି…

ନୂଆଦିଲ୍ଲୀ, ଭାରତ ତିଆରି କରୋନା ଟିକାକୁ ଶେଷରେ ଅନୁମତି ମିଳିଛି। ବହୁ ପରିଶ୍ରମ ପରେ ବର୍ତ୍ତମାନ ଲୋକମାନଙ୍କୁ ଟିକାକରଣ ଆରମ୍ଭ କରାଯିବ। ସେଥିପାଇଁ ଦେଶ ତରଫରୁ ସେରମ…

ନୂଆଦିଲ୍ଲୀ/ଭୁବନେଶ୍ବର, ଭାରତରେ ଦୁଇଟି ସଂସ୍ଥାର କରୋନା ଟୀକା ବ୍ୟବହାର କରିବା ପାଇଁ ଜରୁରୀକାଳିନ ଅନୁମତି ପ୍ରଦାନ କରାଯାଇଛି। ସେହି ସଂସ୍ଥା ଦୁଇଟି ହେଲେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ନୂଆଦିଲ୍ଲୀ, ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଶେଷରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି…

ଜୟପୁର: ରାଜସ୍ଥାନର ୧୩ ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି। ସନ୍ଧ୍ୟା ୮ରୁ ସକାଳ ୬ ଟା  ପର୍ଯ୍ୟନ୍ତ  ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାଜସ୍ଥାନରେ ଗତକାଲି…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୧୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ…

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଭକ୍ତିଙ୍କ ପାଇଁ ଖୋଲା ଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ…

ଭୁବନେଶ୍ବର, ଆପଣ କଟକ ଯାଉଛନ୍ତି କି ? ଯଦି ହଁ ତେବେ ସାବଧାନରେ ଯାଆନ୍ତୁ। କାରଣ ନୂଆବର୍ଷ ପାହାଳ ନିକଟରେ ଭଳିକି ଭଳି ଏସବୁ ଜଗିକି ବସିଛନ୍ତି।…

ଭୁବନେଶ୍ବର, ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର। ନୂଆ ବର୍ଷରେ ସେମାନଙ୍କୁ ମିଳିଲା ନୂଆ ପୋଷାକ। ତାହା ହେଉଛି ଅଗ୍ନି ନିରୋଧ ପୋଷକ। ଯେଉଁ…

ନୂଆଦିଲ୍ଲୀ: ଭାରତରେ ନୂଆବର୍ଷର ଦ୍ଵିତୀୟ ଦିନରେ କ୍ରମାଗତ ଦୁଇଟି କରୋନା ଟିକା ଅନୁମତି ମିଳିଛି। ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଭାରତରେ ଦ୍ଵିତୀୟ…

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ…

ଭୁବନେଶ୍ବର, ଆସନ୍ତାକାଲି ତିନି ତାରିଖଠାରୁ ରାଜ୍ୟର ଛଅଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି। ଏହି କୁହୁଡିର ଆସ୍ତରଣ ଏତେ କଠିନ ହେବ ଯେ ରାସ୍ତା ଘାଟ ଦେଖାଯିବ…

ମେଲବର୍ଣ୍ଣ: ଜାନୁଆରୀ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ଏହା ଭିତରେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ସମସ୍ୟା ବଢିଯାଇଛି। ୫…

ଭୁବନେଶ୍ବର, ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଗତାକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ବରର ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ ଏକା…

ମୁମ୍ବାଇ: ବାସଭବନ ପରିସରରେ ବେଆଇନ ନିର୍ମାଣ କରୁଥିବା ମାମଲାରେ ଅଭିନେତ୍ରୀ କଙ୍ଗନା ରଣୱତଙ୍କୁ ଝଟ୍‌କା ଲାଗିଛି। ଆଜି ମୁମ୍ବାଇର ଦିଣ୍ଡୋଶୀ ସିଭିଲ କୋର୍ଟରେ ମାମଲାର ଶୁଣାଣି କରି…

କୋଲକୋତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି। ସେ କୋଲକୋତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ…

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ…

ନୂଆ ଦିଲ୍ଲୀ: ରାଜସ୍ଥାନର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବୁଟା ସିଂଙ୍କ ପରଲୋକ ହୋଇଯାଇଛି। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଦୀର୍ଘ ଦିନ…

ନୂଆଦିଲ୍ଲୀ: ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ଘୋଷଣା କରାଯାଇଛି। ୨୦୨୦ ବର୍ଷର ଶ୍ରେଷ୍ଠ ସାଂସଦ ରୂପେ ଶ୍ରୀମତୀ ଷଡ଼ଙ୍ଗୀ ବିବେଚିତ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ…

ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ରୁ ପୁନର୍ବାର…