ଜାତୀୟ ଖବର

ନୂଆଦିଲ୍ଲୀ: ଦାମ୍ ହ୍ରାସ ହେବାରୁ ସୁନା ଦୋକାନରେ ବହୁ ସଂଖ୍ୟାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ଗୁଜୁରାଟ ସୂରଥର ଏକ ଦୁକାନରେ ସୁନା କିଣିବା ପାଇଁ ଲୋକଙ୍କ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ…

ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଛୋଟ ସମସ୍ୟା ଥାଇପାରେ, ଯାହା ମନକୁ ବିବ୍ରତ କରିପାରେ, କିନ୍ତୁ ଆପଣଙ୍କ ଉଦ୍ୟମ ଦ୍ୱାରା କାର୍ଯ୍ୟରେ…

ନୂଆଦିଲ୍ଲୀ: ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ନବୀକରଣ (ରିନୱାଲ)ନକରିବା ପାଇଁ କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି।…

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ…

ନୂଆଦିଲ୍ଲୀ: ଗତକାଲି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ଠାରୁ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା।…

କଲିକତା: ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ତଥା ବାଜପାୟୀ ସରକାରରେ ମନ୍ତ୍ରୀ ରହିଥିବା ଯଶବନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୪ ହଜାର ୮୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ…

ନୂଆଦିଲ୍ଲୀ, ଆଜିଠାରୁ 4 ଦିନ ପାଇଁ ବ୍ୟାଙ୍କଗୁଡିକ ବନ୍ଦ ରହିବ। କାରଣ ହେଲା ଆଜି ହେଉଛି ଚଳିତ ମାସର ଦ୍ବିତୀୟ ଶନିବାର। ସେଥିପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ…

ଭୁବନେଶ୍ୱର, ରାଜ୍ୟରେ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ପାଇଁ ଚଳିତ ବର୍ଷର, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ…

ଭୁବନେଶ୍ବର, ଶନିବାର ଦିନ ପଡୁଥିବା ଅମାବାସ୍ୟାକୁ ଶନି ଅମାବାସ୍ୟା କୁହାଯାଏ। ଶନି ଅମାବାସ୍ୟା ଅବସରରେ ସୂର୍ଯ୍ୟ ଏବଂ ତାଙ୍କ ପୁଅ ଶନିଙ୍କ ମିଳନ ହୋଇଥାଏ । ଶନିବାର…

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।…

ନୂଆଦିଲ୍ଲୀ, ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ତାଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବଣ ଦେଉଳରେ…

ପାଟଣା: ବିହାରର ରାଜନୀତିରେ ଲଗାତର ହଲଚଲ ଦେଖିବାକୁ ମିଳୁଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମିଶ୍ରଣ ନିତୀଶ କୁମାରଙ୍କ ଜନତା ଦଳ(ୟୁ) ସହିତ ହେବା ନେଇ ଅଟକଳ…

ଭୁବନେଶ୍ବର, ପିପିଲି ବିଧାନସଭା ଆସନ ଖାଲି ପଡିବାର 6 ମାସରୁ ଅଧିକ ସମୟ ବିତିଗଲାଣି। କାରଣ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ…

ନୂଆଦିଲ୍ଲୀ: ବିଗତ ତିନି ମାସରୁ ଉର୍ଦ୍ଧ୍ଵ ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହା ଭିତରେ ପଞ୍ଜାବରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ପଞ୍ଜାବର…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୩ ହଜାର ୨୮୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ…

କେଦାର ମିଶ୍ର ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ଦୁଇ ମାସ ଧରି ଗୋଟେ ରାଜ୍ୟର ବିଧାନସଭା ନିର୍ବାଚନ ହେବା, ଗୋଟେ ବିରଳ…

ଭୁବନେଶ୍ୱର, ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଧାନସଭାର ଚଳିତ ଷଷ୍ଠ ଅଦିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅର୍ଥମନ୍ତ୍ରୀଙ୍କ ବଡେଟ୍…

ଅହମ୍ମଦାବାଦ: ଆସନ୍ତାକାଲିଠାରୁ  ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟିର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ଏକ ଚିଠି…