ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲରୁ ସେ ଡିସ୍ଚାର୍ଜ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପ୍ରଥମ ଆକ୍ରାନ୍ତ ଜଣକ […]
ଭୁବନେଶ୍ବର, ବର୍ତ୍ତମାନ ସାରା ବିଶ୍ବରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଘର ମାଲିକମାନେ ବଦାନ୍ୟ ହେବା ଆବଶ୍ୟକ। ଅନ୍ତତଃ ପକ୍ଷେ ତିନି ମାସ ପାଇଁ ଘରଭଡା ନ ମାଗିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]
ସୀତାରାମ ଅଗ୍ରୱାଲ ବାଣପୁର: ସାରା ଦେଶରେ କରୋନା ମହାମାରୀ ରୋକିବା ପାଇଁ ଲକ ଡାଉନ ଚାଲିଥିବା ବେଳେ ଏଥିରେ ଜନଜୀବନ ଓ ଜୀବିକା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହି ସମୟରେ ବହୁ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ମଜୁରିଆ ତଥା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଏମ୍ସି ପକ୍ଷରୁ ତାଙ୍କର ଯାତ୍ରା ଇତିହାସର ତଥ୍ୟ ପ୍ରକାଶ ପାଇଛି । ସଙ୍କ୍ରମିତ ବ୍ୟକ୍ତି ଜଣକ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟ ନଗର […]
ଭୁବନେଶ୍ବର, ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର 4ଟି ସହରର ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ 5ଟି ସହରର ତାପମାତ୍ର 39 ଡିଗ୍ରୀ ରହିଛି। ଆଜି ଯେଉଁ 3ଟି ସହରରେ ସର୍ବାଧିକ 40 ଡିଗ୍ରୀ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଲକଡାଉନ୍ ଯୋଗୁଁ ଗରୀବ ଓ ମୁଲିଆ ଶ୍ରେଣୀର ଲୋକମାନେ ନିଜର ବୃତ୍ତି ହରାଇ ଭୋକ ଉପାସରେ ନାହିଁ ନଥିବା ଅସୁବିଧା ର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଆଜି ବିଏମ୍ସି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କର ପରିଚୟ ପ୍ରଦାନ କରାଯାଇଛି । ବିଏମସି କମିଶନର ପ୍ରେମ୍ଚାନ୍ଦ ଚୌଧୁରୀ ଏକ ପ୍ରେସ୍ମିଟ୍ କରି ଏହି ସୂଚନା […]
ଋଞ୍ଜିତ ପଣ୍ଡା କୁଜଙ୍ଗ : ଲକ୍ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍ଡାଉନ୍କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ […]
ଭୁବନେଶ୍ବର, ଆଜି ରାମନବମୀ। ବେଶ୍ ଧୂମଧାମରେ ସାରା ରାଜ୍ୟରେ ପ୍ରଭୃ ଶ୍ରୀରାମଙ୍କ ଜନ୍ମଦିନ ପାଳନ ହୋଇଥାଆନ୍ତା। ହେଲେ ସବୁ ସାରିଦେଲା କରୋନା ଭାଇରସ। ଦୀର୍ଘ ଦଶ ଦିନ ଧରି ସାରା ଦେଶରେ ଚାଲିଛି ଲକଡାଉନ ଅବସ୍ଥା। କେହି ଘରୁ ବାହାରୁ ନାହାଁନ୍ତି। […]
ସମୀକ୍ଷା ବ୍ୟୁରୋ ଯାଜପୁର : ଯାଜପୁର ଜିଲ୍ଲାରେ ଆଉ ଦୁଇଜଣ ନିଜାମୁଦ୍ଦିନ ଜମାତ ଧର୍ମୀୟ ସଭାରୁ ଫେରନ୍ତା ଚିହ୍ନଟ କରାଯାଇଛି । ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଯାଜପୁର ଜିଲ୍ଲାପାଳ ରଞ୍ଜନ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସାରା ଦେଶରେ କରୋନା ସ୍ଥିତି ବେଶ୍ ଜଟିଳ ରହିଥିବାବେଳେ ରାଜ୍ୟରେ ଏକ ଖୁସି ଖବର ଆସିଛି। ଓଡ଼ିଶାର ଦ୍ବିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଓଡିଶାର ଦ୍ୱିତୀୟ କରୋନା ପଜେଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ସ୍ୱରୁପ ଏବଂ ଜଗତସିଂହପୁରକୁ ତାଲାବନ୍ଦ ଘୋଷଣା କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ଆଦେଶ ଅନୂଯାୟୀ କେତେକ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି […]
ଭୁବନେଶ୍ବର, ଉତ୍କଳ ଦିବସ ତଥା ଲକଡାଉନ ସମୟରେ ଓମଫେଡ ତରଫରୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଏଣିକି ଆପଣ ଫୋନ କଲେ ଆପଣଙ୍କ ଘରେ ଆସି ପହଁଚିବ କ୍ଷୀର ଏବଂ ଦୁଗ୍ଧ ଜାତୀୟ ପଦାର୍ଥ। ଏହି ପଦକ୍ଷେପ ଗ୍ରହଣ କରିଛି ଓଡିଶାର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଅଶୋକାଷ୍ଟମୀ। ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଉତ୍ସବ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତଥର କରୋନା କଟାକଣା ଯୋଗୁଁ ରୁକୁଣା ରଥ ଗଡିବ ନାହିଁ । ସାରା ଦେଶ ଓ ରାଜ୍ୟରେ […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ହାତୀ ଆକ୍ରମଣରେ ଦୁଇଜଣକର ମୃତ୍ୟୁହୋଇଥିବାବେଳେଜ ଜଣେ ଆହତ ହୋଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଯୁଯୁମୁରା ବ୍ଲକ କେଶାପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ, ଯୁଯୁମୁରାବ୍ଲକ୍ କେଶାପାଲି ଗ୍ରାମ ପଞ୍ଚାୟତର କୋଲଗାଁରେ […]
ନୂଆଦିଲ୍ଲୀ, ଦେଶର ବର୍ତ୍ତମାନ କୋଭିଡ-19ର 10ଟି ହଟସ୍ପଟ ରହିଛି। ଏହି ସ୍ପଟ ବା ସ୍ଥାନରେ କୋଭିଡ 19 ଭୂତାଣୁର ଆକ୍ରାନ୍ତ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। କାରଣରେ କୁହାଯାଇଛି ଯେ, ଦେଶର ଏହି 10ଟି […]
ଭୁବନେଶ୍ବର, ଭଦ୍ରକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରନ୍ତ ସପଂର୍କରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ଦେଇଛି ତାହା ଆଶ୍ଚର୍ଯ୍ୟ କରିଦେଇଛି। ବିଭାଗର ରିପୋର୍ଟ ଅନୁସାରେ ଚତୁର୍ଥ ଆକ୍ରାନ୍ତଙ୍କ ଦେହରେ କୌଣସି ଥଣ୍ଡାକାସ ପରି ଲକ୍ଷଣ ନ ଥିଲା। ହେଲେ ସେ ବିଦେଶରୁ […]
ଭୁବନେଶ୍ବର, ପୁଣି ଆଉ ଏକ କରୋନା ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହାର ସଂଖ୍ୟା 4କୁ ବୃଦ୍ଧି ପାଇଛି। 29 ବର୍ଷ ବୟସ୍କ ଭଦ୍ରକର ଏହି ବ୍ୟକ୍ତି ଜଣଙ୍କ ଦୁବାଇରୁ ଆସିଥିଲେ। ବର୍ତ୍ତମାନ ଓଡିଶାରୁ ଚିହ୍ନଟ ହୋଇଥିବା 4 ରୋଗୀଙ୍କ […]