ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରୁ ଚିହ୍ନଟ ନୂଆ ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ମାନେ ଭୁବନେଶ୍ବର […]
ଭୁବନେଶ୍ବର : ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ 73 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ […]
ଭୁବନେଶ୍ବର: ରାଜ୍ୟରେ ପୁଣି 73 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଏବେ […]
ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 15ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି […]
ଭୁବନେଶ୍ବର : ଘରୋଇ ହସ୍ପିଟାଲ ବା ନର୍ସିଂହୋମ୍ମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଅନ୍ୟତ୍ର ରେଫର୍ କରାଯାଇଥିବାରୁ ତାଗିଦ୍ କଲା ସ୍ବାସ୍ଥ୍ୟ ବିଭାଗ । ଅନ୍ୟତ୍ର ରେଫର କରିବା ପୂର୍ବରୁ ଉପଲବ୍ଧ ଚିକିତ୍ସା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଏମକେସିଜି ବଡ଼ମେଡିକାଲରେ ଆଜି ସକାଳୁ ସିତଲାପଲ୍ଲୀ କୋଭିଡ 19 ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଂଜାମ ଜିଲ୍ଲାର ଜଣେ 32 ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର […]
ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ବଦଳି କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କ ବଦଳି କରାଯାଇ ତାଙ୍କୁ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି […]
ଭୁବନେଶ୍ବର : ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ବର ବିମାନ ଆସିବ। ଭୁବନେଶ୍ବରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ୍ ଯା‘ଆସ ହୋଇଛି। ସ୍ବତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଲକ୍ଡାଉନ୍ରେ ଫସି ରହିଥିବା 38 ପ୍ରବାସୀ ଶିଶୁଙ୍କୁ ଉଦ୍ଧାର କରିଛି ଗଞ୍ଜାମର କ୍ବିକ୍ ରେସ୍ପନ୍ସ ଟିମ୍ । 1098ର ହେଲ୍ପଲାଇନ୍କୁ ଏକ କଲ୍ ଆସିବା ପରେ କ୍ବିକ୍ ରେସ୍ପନ୍ସ ଟିମ୍ର ନିର୍ଦ୍ଦେଶକ ସୁଧୀର ସାବତ, […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ […]
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । 16 […]
ଭୁବନେଶ୍ବର: ଆଜି ଓଡିଶାରେ ଆଉ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତ କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ହୋଇଛି। ବାଲେଶ୍ଵର ରେ ୯ ଜଣ , ଭୁବନେଶ୍ବର […]
ଭୁବନେଶ୍ବର : ଲକ୍ଡାଉନ୍ରେ ଫସି ରହିଥିବା ଜନୈକ ନିର୍ମାଣ ଶ୍ରମିକ ଆଜି ଆତ୍ମହତ୍ୟା କରିଛନ୍ତି । ପ୍ରବାସୀ ଓଡିଆ ମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଥିଲେ ମଧ୍ୟ ଏହା ବିଫଳ ହୋଇଛି । ସୋସିଆଲ ମିଡିଆ ଜରିଆରେ […]
ଭୁବନେଶ୍ବର : କରୋନା ସଂକ୍ରମଣ ସହ ଲଢେଇ ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହି ଲକ୍ ଡାଉନ୍ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଲକ୍ ଡାଉନ୍ ଯୋଗୁଁ ହାଇଦ୍ରାବାଦରୁ ଓଡ଼ିଶା ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ […]
ଭୁବନେଶ୍ବର : ଗ୍ରୀନ୍ ଜୋନ୍ରେ ସରକାରୀ ବସ୍ ଗଡିବ ବୋଲି ସୂଚନା ରହିଛି । ଗ୍ରୀନ୍ ଜୋନ୍ରେ ଓଏସ୍ଆରଟିସି ବସ୍ ଚଳାଚଳ କରିବ। ଘରୋଇ ବସ୍ ମାଲିକ ରାଜି ନ ହେବାରୁ ଗ୍ରୀନ୍ ଜୋନ୍ରେ ସରକାରୀ ବସ୍ ଚାଳିବା ନେଇ ସରକାର […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଥିବା ସମସ୍ତ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଗ୍ରାହକଙ୍କ ଠିକଣା ନ ରଖିଲେ ହଜାରଟଙ୍କାର ଫାଇନ୍ ଗଣିବା ନେଇ ନିର୍ଦ୍ଦେଶ […]
ଭୁବନେଶ୍ବର : କଟକରୁ ଭୁବେନଶ୍ବର ଗଡିଲା ଓଏସ୍ଆର୍ଟିସିର ଗୋଟିଏ ବସ୍। ସିଡିଏ-9 ଛକରୁ ବାହାରି ସତୀଚୌରା ବାଦାମବାଡି ଦେଇ ବସ୍ଟି ଗଡିଛି । ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ 9 ତାଲାରେ ବସ୍ଟି ଲାଗିବ । ସରକାରୀ ଚାକିରିଆଙ୍କ ସୁବିଧା […]
ଭୁବନେଶ୍ବର : ରାଜ୍ୟରେ ପୁଣି 101 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଗଞ୍ଜାମରୁ ସର୍ବାଧିକ 52, ବାଲେଶ୍ବରରୁ 33, ଯାଜପୁରରୁ 7, ସୁନ୍ଦରଗଡରୁ 7, କେନ୍ଦୁଝରର 2ଜଣ ଆକ୍ରାନ୍ତ […]
ଭୁବନେଶ୍ବର : ଲକଡାଉନ୍ କଟକଣା ଭିତରେ ଆଜିଠୁ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଟ୍ରେନ୍ ଚାଲିବ। ଆଜି ସକାଳ 10ଟାରୁ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ ହେବ। କାଲି 10ଟା 45ରେ ଏହି ଟ୍ରେନ୍ ନୂଆଦିଲ୍ଲୀରେ ପହଞ୍ଚିବ। ସେହିପରି ଆସନ୍ତାକାଲି ସନ୍ଧ୍ୟା 5ଟା 5ରେ ନୂଆଦିଲ୍ଲୀ […]
ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତି ଗ୍ରହଣ କରିଛି। ବର୍ତ୍ତମାନ ଏହି ଭୟାବହ ପରିସ୍ଥିତିରେ କରୋନା ସହ ଲଢିବାରେ ସରକାରଙ୍କୁ ସହଯୋଗ କରୁଥିବା ସମସ୍ତ କର୍ମଚାରୀ […]
ଜଳେଶ୍ବର : ଜଳେଶ୍ବରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରିବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ସମୁଦ୍ର କୂଳରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲିଆପାଳ ବ୍ଲକ ଡଗରା ବେଳାଭୂମିରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। […]