ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀରେ ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଇଟି କଲୋନୀରେ ବନ୍ଦ ଘର ଭିତରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ପଡୋଶୀ ପୋଲିସ୍କୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ ଆଇଇଏସ୍ଟପ୍ପର । ଅଂଶୁମାନ ହେଉଛନ୍ତି ପୂର୍ବ ଚିପ୍ ପୋଷ୍ଟମାଷ୍ଟର ଜେନେରାଲ୍ ସନ୍ତୋଷ କାମିଲାଙ୍କ ପୁଅ । ଅଂଶୁମାନଙ୍କ ମା’ ହେଉଛନ୍ତି ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସର ଗତକାଲି ସନ୍ଧ୍ୟାରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ବହୁ ଦୋକାନକୁ ଭାଙ୍ଗିରୁଜି ଦେଇଥିଲେ। ଏହି ଘଟଣାରେ ପୁଲିସ୍ ୧୮ ଜଣଙ୍କୁ ଗିରଫ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଛ’ଟା ସମୟରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ଥିବା ମାର୍କେଟ ବିଲ୍ଡିଂ କଡ଼ରେ ଉଠାଦୋକାନୀମାନଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ପ୍ରବଳ ମାଡ ମାରିବା ସହିତ ଶହେରୁ ଅଧିକ ଦୋକାନ ଭାଙ୍ଗି ଦେଇଛନ୍ତି। କ୍ୟାପିଟାଲ […]
ସମୀକ୍ଷା ବ୍ୟୁରୋ ଚିଲିକା: ଆଜି ଚିଲିକା ବ୍ଲକ୍ର ବେଗୁନିଆ ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂଯୋଗ ଦେଉଥିବା ସମୟରେ ଜଣେ ଟେକ୍ନିସିଆନ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ଡାହାଣ ହାତଟି କରେଣ୍ଟ ବାଜି ସଂପୂର୍ଣ୍ଣ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ଆଜି ମୋ’ ସରକାରରେ ସାମିଲ୍ ହୋଇଛି ’’ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ। ଲୋକସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ଉତ୍ତମ ପାନୀୟ ଜଳ ଯୋଗାଣ […]
ସଂବିତ ତ୍ରିପାଠୀ ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର […]
ସମୀକ୍ଷାବ୍ୟୁରୋ ଭୁବନେଶ୍ବର : ରାଜ୍ୟସରକାର ଦୁର୍ନୀତି ବିରୋଧରେ ଜିରୋ ଟରେଲନ୍ସ ନୀତି ଆପଣାଉଛନ୍ତି। ନବୀନ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅଭିଯାନ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ: ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତିକରଣ ଓ ଆର୍ଥିକ ସ୍ବାବଲମ୍ବୀଶୀଳ କରିବା ପାଇଁ ବିଭିନ୍ନ ଯୋଜନାର ରୂପାୟନ କରି ଏହାକୁ ସୂଚାରୁରୂପେ ପରିଚାଳନା କରୁଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ବହୁ ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ‘ହୋସ୍ଲା -2019ରେ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ 30ଟି ପଦକ ଜିତି ଜାତୀୟ ଚାମ୍ପିଆନ ହୋଇଛନ୍ତି। ଗତ ଡିସେମ୍ବର ନୂଆଦିଲ୍ଲୀଠାରେ ହୋସ୍ଲା-2019 ଅନୁଷ୍ଠିତ ହୋଇଥିଲା। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ 11 […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗଜପତି ଜିଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟ ଗଠନରେ ପାରଳାଖେମୁଣ୍ଡି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ଯେପରି ପଦୋନ୍ନତି ପାଇପାରିବେ ସେଥିପାଇଁ ଡିସେମ୍ବର ୩୧ ସୁଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ […]
ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋ । କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ୯.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ। ସେ ମଧ୍ୟାହ୍ନ ୧୨ ଟାରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା ଶୁକ୍ରବାର ଓ ଶନିବାର କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ନିମାପଡା ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ଗୁରୁବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି। ଜରୁରୀକାଳୀନ ମରାମତି […]
ସମୀକ୍ଷା ବ୍ୟୁରୋ ଭୁବେନଶ୍ବର : ଖରାଛୁଟିରେ ସ୍କୁଲ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ୍। ପାଠପଢାରେ ଦୁବର୍ଳ ଥିବା ପିଲାମାନଙ୍କୁ ଏକ୍ସଟ୍ରା କ୍ଲାସ ଦିଆଯିବ । ଏନେଇ ସୂଚନା ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ […]
ସମୀକ୍ଷା ବ୍ୟୁରୋ ବାଣପୁର : ରାଜ୍ୟସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ଆଜି ବାଣପୁରର ପ୍ରସିଦ୍ଧ ମା’ ଭଗବତୀଙ୍କ ମନ୍ଦିରଠାରେ ବିଜେଡି ବିଧାୟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡକୁ ଦେଖି ସାଧାରଣରେ ବେଶ୍ ଉତ୍ସାହ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲାରୁ ପୁନର୍ବାର ବ୍ରାଉନସୁଗାର ଜବତ କରାଯାଇଛି । ଜଳେଶ୍ୱରସ୍ଥିତ ଶେଖବାଡରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ୍ 50 ଗ୍ରାମ […]
କୋଣାର୍କ- ଆଜି ବଡି ଭୋରରୁ 5ଟି ସଚିବ ଭି.କେ ପାଣ୍ଡିୟାନ କୋଣାର୍କ ଗସ୍ତରେ ଯାଇ ସେଠାକାର ସୌନ୍ଦର୍ଯ୍ୟ କରଣ ଉପରେ ଅନୁଧ୍ୟାନ କରିଥିଲେ। ପାଣ୍ଡିୟାନଙ୍କ ସହ ପୁର୍ତ୍ତ ସଚିବ କିଶନ କୁମାର ଏବଂ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ମଧ୍ୟ ଉପସ୍ଥିତ […]
ଭୁବନେଶ୍ବର- ସାରା ଓଡିଶାରେ ଭାରତ ବନ୍ଦର ପ୍ରଭାବ ବେଶ୍ ପଡିଛି। ସଂଧ୍ୟା ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନ ଏବଂ କଂଗ୍ରେସ ତରଫରୁ ରାସ୍ତା ରୋକ କରାଯାଇଥିବା ବେଳେ ଦୋକାନ […]