ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 2/1: ୩୩ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଅହିଂସା ମହାତ୍ମା ଗାନ୍ଧିଙ୍କ ବିଶ୍ବକୁ ଶ୍ରେଷ୍ଠ ଦାନ। ଅହିଂସା ମାଧ୍ୟମରେ ହିଁ ବିଶ୍ବର ବିଭିନ୍ନ ସମସ୍ୟାର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 2/1: କମିଶନରେଟ୍ ପୋଲିସ୍ର ଦ୍ବାଦଶ ପ୍ରତିଷ୍ଠା ଦିବସ ଅବସରରେ କମିଶନରେଟ ପୋଲିସ୍ ମୁଖ୍ୟାଳୟର ନାମ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି। ଏବେ ଏହି ମୁଖ୍ୟାଳୟର ନାମ ‘ପୋଲିସ୍ ସେବା ଭବନ’ ନାମରେ ନାମିତ ହେବ। କମିଶନରେଟ୍ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,02/01 : ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ସଚିବ ସ୍ତରରେ ଅଦଳବଦଳ କରାଯାଇଛି । କୃଷି ଉତ୍ପାଦନ କମିଶନର ରହିଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । 1998 ବ୍ୟାଚ୍ର ଆଇଏଏସ୍ ଶ୍ରୀ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 2/1: ପୋଲିସ୍ କମିଶନରେଟ୍ ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ କରାଯାଇଛି ଏସପିଓ ଟିମ୍। ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଟିମ୍ରେ ୨୫୦ରୁ […]
ସମୀକ୍ଷା ବ୍ୟୁରୋ ନାଚୁଣୀ, ୨/୧: ନାଚୁଣୀ ନିକଟସ୍ଥ କହ୍ନେଇପୁର ଛକଠାରେ ଗତକାଲି ଜାତୀୟ ରାଜପଥଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଇକ୍ ଓ କାର୍ ଉଭୟ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିବାର ସୂଚନା ମିଳିଛି। ତେବେ ଭାରସାମ୍ୟ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,02/01 : ରାଜ୍ୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଫଳରେ ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଜଣାପଡିଛି । […]
ସମୀକ୍ଷା ବ୍ୟୁରୋ ବାଣପୁର, ୨/୧: ନବବର୍ଷକୁ ପ୍ରାୟ ସମେସ୍ତ ଭୋଜିଭାତ, ନାଚଗୀତ ଆଉ ମଜାମସ୍ତିରେ ପାଳନ କରୁଥିବାବେଳେ ଏହାକୁ ଏକ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ସ୍ଥାନୀୟ ଯୁବକ ସଂଘ। ସାନହନ୍ତୁଆଡର ଅରୁଣିମା ଯୁବକସଂଘର ସଦସ୍ୟମାନେ ଭୋଜିଭାତରେ ମସଗୁଲ୍ ନହୋଇ ଏକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 2/1: ଏଣିକି ଭତ୍ତା ପାଇଁ ଆଧାର ବାଧ୍ୟତାମୂଳକ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ସରକାର ଏଥିପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ। କିନ୍ତୁ ଆଧାର ଲିଙ୍କ୍ ଶତ […]
ସମୀକ୍ଷା ବ୍ୟୁରୋ ବାଣପୁର, ୨/୧: ଅଭିନବ ଉପାୟରେ ନବବର୍ଷକୁ ପାଳିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଶ୍ରୀ ଜଗଦ୍ଦେବ ନେହୁରୁ ସେବାସଂଘରେ ନବବର୍ଷକୁ ପାଳନ କରିଛନ୍ତି। ନେହୁରୁ ସେବା ସଂଘର ଶିଶୁମାନଙ୍କ ସହ କେକ୍ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 1/1: ମୋ’ ସରକାରରେ ସାମିଲ୍ ହେବ ଗ୍ରାମୀଣ ବିକାଶ ବିଭାଗ। ଶିକ୍ଷା କୃଷି ପରେ ଏବେ ମୋ ସରକାର ଅଧିନକୁ ଯିବ ଗ୍ରାମୀଣ ବିକାଶ ବିଭାଗ। ଫେବ୍ରୁଆରୀ ପହିଲାରୁ ଗ୍ରାମୀଣ ବିକାଶ ବିଭାଗ ମୋ ସରକାରରେ ସାମିଲ […]
ସମୀକ୍ଷା ବ୍ୟୁରୋ ପୁରୀ,01/01 : ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଦେଇଛି । ନବବର୍ଷ ଅବସରରେ ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ବାର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ନୂଆବର୍ଷ […]
ସମୀକ୍ଷା ବ୍ୟୁରୋ କଳାହାଣ୍ଡି,01/01 : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ବିଜମରାରଏକ ଅଘଟଣ ଘଟିଯାଇଛି। ନିଜ ସ୍ତ୍ରୀର ଶାଢୀ ସହିତ ଜଣେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମିନି ଷ୍ଟାଡିୟମ୍ ନିକଟରେ ଥିବା ମଶାଣି ନିକଟରେ ଜଣେ ଯୁବକ […]
ସମୀକ୍ଷା ବ୍ୟୁରୋ ଗଞ୍ଜାମ,01/01 : ଥାନା ଅଧିକାରୀଙ୍କୁ ମାଡ ଅଭିଯୋଗରେ ଗଞ୍ଜାମର ପାଟପୁର ଥାନା ଏସ୍ଆଇ ପ୍ରିତୀମଞ୍ଜରୀ ଗଡନାୟକଙ୍କୁ ନିଲମ୍ବନ କରାଯାଇଛି । ଥାନା ଅଧିକାରୀ ଅଜୟ ବାରିକଙ୍କୁ ମାଡ ମାରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । […]
ସମୀକ୍ଷା ବ୍ୟୁରୋ ଘଟଗାଁ: ଆଜି ହଠାତ ଓଡିଶାକୁ ଆସିଥିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ତେବେ ସେ ଭୁବନେଶ୍ବର ଆସି ନ ଥିଲେ। ଆସିଥିଲେ କେଉଁଝର। ତେବେ କାରଣ ଥିଲା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଏବଂ ନୂଆ ବର୍ଷ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ଆଜି ରାଜ୍ୟ ସରକାର ଆଇପିଏସ୍ଙ୍କୁ ପଦୋନ୍ନତି ଦେଇଛନ୍ତି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ବ ମିଳିଥିବବେଳେ ଆଇପିଏସ୍ ଏସ୍.କେ. ଉପାଧ୍ୟାୟଙ୍କୁ ଜେଲ୍ ବିଭାଗ ଡିଜି ଭାବେ ପଦୋନ୍ନତି ମିଳିଛି। ସୌମେନ୍ଦ୍ରଙ୍କୁ ଅତିରିକ୍ତ ଡିଜି ଲ’ ଆଣ୍ଡ […]
ସମୀକ୍ଷା ବ୍ୟୁରୋ ବଲାଙ୍ଗୀର, ୩୧/୧୨: ବଲାଙ୍ଗୀର ରାଜେନ୍ଦ୍ର ପ୍ଲାଟିନମ ଜୁବିଲି ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସମାରୋହରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,31/12 : ଭୁବନେଶ୍ବର ଟ୍ରାଫିକ୍ କମିଶନରେଟ ପକ୍ଷରୁ ବିଜେଡି କର୍ମୀଙ୍କୁ 25 ହଜାର ଟଙ୍କା ଜରିମାନା କରାଯାଇଛି । ବିଜୁ ଜନତା ଦଳର 23 ତମ ପ୍ରତିଷ୍ଠା ଦିବସରେ ବିନା ହେଲମେଟ୍ରେ 25 ଜଣ ଲୋକ ଶୋଭାଯାତ୍ରା କରୁଥିଲେ […]
ସମୀକ୍ଷା ବ୍ୟୁରୋ ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ଶିବଶକ୍ତି ମହାସଂଘ ନାମକ ଏକ ମହିଳା ସଙ୍ଗଠନର ମହିଳାମାନେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀଙ୍କ ଉପରେ ମାନସିକ ଶାରିରୀକ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। ବାଲୁଗାଁ ବିଜ୍ଞାପିତ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ। ତାଙ୍କ ବଡ଼ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶକ ଓ ସମ୍ପାଦକ ସୋନି ମେହେଟ୍ଟାଙ୍କର ଗତକାଲି ରାତିରେ ନ୍ୟୁୟର୍କରେ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତାକାଲି ନବବର୍ଷ ପାଳନ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,31/12 : ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି। 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ […]
ସମୀକ୍ଷା ବ୍ୟୁରୋ କଳାହାଣ୍ଡି,31/12 : ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୋମବାର ଭିଜିଲାନ୍ସ ପକ୍ଷରୁ ହରପ୍ରସାଦଙ୍କ ତିନୋଟି ଘରରେ ଏକକାଳୀନ ଚଢାଉ କରାଯାଇଥିଲା । […]