ସୁବାସ କୁମାର ତାରଣିଆଁ ଗତ ଜୁନ୍ ମାସରେ ଶେଷ ହୋଇଛି ଦେଶର ଅଷ୍ଟାଦଶ ଲୋକସଭା ନିର୍ବାଚନ ସହିତ ଚାରୋଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ। ୫୪୩ଟି ଲୋକସଭା ଆସନ ପାଇଁ ଏପ୍ରିଲ ମାସ […]
ନୂଆଦିଲ୍ଲୀ: ସାରା ଭାରତ ବର୍ଷରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଦାବି ପୁରୁଣା ପେନସନକୁ ସାକାର କରିବା ନେଇ ରାଷ୍ଟ୍ରୀୟ ପୁରୁଣା ପେନସନ ଅଭିଯାନ ସଂଗଠନ ନୂଆଦିଲ୍ଲୀ ସ୍ଥିତ ସୁରଜିତ ଭବନ ଠାରେ କେନ୍ଦ୍ରୀୟ ଏକଜ୍ୟୁଟିଭ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମସ୍ତ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ରେନରେ ଗସ୍ତ କରିଛନ୍ତି। ସେ ବ୍ରହ୍ମପୁର ଷ୍ଟେସନରୁ ଟ୍ରେନରେ ଚଢି ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇଥିଲେ। ତେବେ ସେ ଟ୍ରେନଟି ଥିଲା ବନ୍ଦେ ଭାରତ ଟ୍ରେନ। ଯିବାର କାରଣ ହେଲା ଯେ, ସେ ବ୍ରହ୍ମପୁର […]
ଖୋର୍ଦ୍ଧା: ଆଜି ପୁର୍ବାହ୍ନ ୮ ଘଟିକା ସମୟରେ ତ୍ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ର ଖୋର୍ଦ୍ଧା ବ୍ଲକ ସ୍ତରୀୟ ବିଶାଳ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଜୟିରାଜଗୁରୁ ଟାଉନ ହଲ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏହି ଶୋଭାଯାତ୍ରାରେ ଖୋର୍ଦ୍ଧା ବିଧାୟକ […]
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ଟାଟା ନଗର ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ କରିଛନ୍ତି। ଏ ନେଇ ବ୍ରହ୍ମପୁରର ଷ୍ଟେସନରେ ଏକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି […]
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଛି ବଡ ଖବର। ତାହା ହେଲା ହିତାଧିକାରୀ ବା ମହିଳାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା। ତେବେ ଦଶ ହଜାର ନୁହେଁ। ପରୀକ୍ଷା ମୂଳକଭାବେ ସରକାର ହିତାଧିକାରୀ ଆକାଉଣ୍ଟକୁ ୧ ଟଙ୍କା ପଠାଇଛନ୍ତି। ଯେଉଁମାନେ ୧୭ ତାରିଖରେ […]
ଭୁବନେଶ୍ବର: ସଂଗୀତ ମହାବିଦ୍ୟାଳୟ ର ମାସିକ ନାଟ୍ୟାୟନ କାର୍ଯ୍ୟକ୍ରମରେ ଗିରୀଶ କନ୍ନଡ଼ ଙ୍କ ନାଟକ,’ଅଗ୍ନି ଓ ବର୍ଷା’ ନାଟକ ବିଭାଗ ଦ୍ବାରା ସଫଳ ମଞ୍ଚାୟନ ହୋଇଛି। ନାଟ୍ୟ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ ଜେନା ଙ୍କ ସହିତ ଉପସ୍ଥିତ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଡାଇମଣ୍ଡ ଟ୍ୟାଙ୍କ ରୋଡ଼ ଶିଶୁ ମନ୍ଦିର ନିକଟରେ ଜଣେ ଯୁବକ ସ୍କୁଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ୨ ଜଣ ଯୁବକ ବାଇକରେ ଆସି ମାରଣାସ୍ତ୍ରରେ […]
କଳାହାଣ୍ଡି: ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ରେଡ ମଡ ପଣ୍ଡ ଭୁଷିଡି ପଡିଛି। ଫଳରେ ସେହି ଅଞ୍ଚଳରେ ଥିବା ଶହଶହ ଏକର ଜମିରେ ନାଲିପାଣି ମାଡିଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ମୁଖ୍ୟତଃ ବେଦାନ୍ତ କଂପାନୀର ରେଡ ମଡ […]
ବିଶ୍ୱକର୍ମା ପୂଜା ୨୦୨୪: ବିଶ୍ୱକର୍ମା ପୂଜା ୧୭ ସେପ୍ଟେମ୍ବର ମଙ୍ଗଳବାରେ ସାରା ଦେଶରେ ପାଳନ କରାଯିବ। ବ୍ରହ୍ମାଣ୍ଡର ସର୍ବୋତ୍ତମ ସ୍ଥପତି ବିଶ୍ୱକର୍ମାଙ୍କୁ ଏକ ଶୁଭ ସମୟରେ ପୂଜା କଲେ ନିଶ୍ଚିତ ଶୁଭ ଫଳ ମିଳିଥାଏ। ତେବେ ଏଥର ବିଶ୍ବକର୍ମା ପୂଜାରେ ଭଦ୍ରା […]
ଭୁବନେଶ୍ୱର: ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ (cornea) ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ […]
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସେ ଲୋକସେବା ଭବନ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ତାହା କୌଣସି ରାଜନୈତିକ ସାକ୍ଷାତ ନ ଥିଲା। ବଂର ଅପରାଜିତା […]
ଭୁବନେଶ୍ଵର: ଓଡିଶା ସହିତ ସବୁ ରାଜ୍ୟ ଏନ. ପି. ଏସ (ନ୍ୟାସନାଲ ପେନସନ ସ୍କିମ) କୁ ବିରୋଧ କରି ଆନ୍ଦୋଳନ ମାଧ୍ୟମରେ ଗତ ବର୍ଷ ଦିଲ୍ଲୀ ଠାରେ ସବୁ ରାଜ୍ୟର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଯୋଗ ଦେଇ ପୁରୁଣା ପେନସନ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ସମୃଦ୍ଧ କରିବାକୁ ଯାଉଛି। ଏଥିରେ ସାମୁଦ୍ରିକ ଜୈବ-ସମ୍ବଳ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାର ସଠିକ ଉପଯୋଗ କରିବା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଛି ବୋଲି ବିଜ୍ଞାନ ଓ ବୈଷୟିକ ବିଭାଗର […]
ଭୁବନେଶ୍ଵର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୁଇଜରଲ୍ୟାଣ୍ଡରୁ ଆସିଥିବା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି କରନ ପଟେଲ, ଇଂଲଣ୍ଡରୁ ହିତେନ ସାଂଘବି ଏବଂ ମୁମ୍ବାଇର ବିଜୟ ରାଣା, ଏସଏଏଫଏ ଫାଉଣ୍ଡେସନର ହରେନ୍ଦ୍ର ମହାପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ […]
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି […]
ଖୋର୍ଦ୍ଧା: ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଖୋର୍ଦ୍ଧା ଓସ୍ବାନ କକ୍ଷରେ ରାଜ୍ୟ ସରକାରଙ୍କ ଫଳପ୍ରସୂ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ସମାବେଶ ଆୟୋଜନ ସମ୍ପର୍କରେ ଆଭାସି ଯୋଗେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ଅଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ […]
ଭୁବନେଶ୍ଵର: ୨୧ ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ପରିବର୍ତ୍ତନଶୀଳ ସାମାଜିକ ସୁରକ୍ଷା ପଦକ୍ଷେପ ସ୍ୱରୂପ ଓଡିଶା ସରକାର “ସୁଭଦ୍ରା” ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ପାଞ୍ଚ ବର୍ଷରେ ୫୦୦୦୦ […]
ଭୁବନେଶ୍ଵର: ରେଳବାଇର ସମସ୍ତ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପବ୍ଲିକ୍ ସେକ୍ଟର ସଂସ୍ଥା ଗୁଡିକ ସ୍ୱଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ ଏବଂ କେବଳ ରେଳ ଷ୍ଟେସନରେ ନୁହେଁ, ଟ୍ରେନ୍, ରେଳ କଲୋନୀ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକରେ ମଧ୍ୟ […]
ଭୁବନେଶ୍ବର: ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଭାରତ ସରକାରଙ୍କ […]