ଭୁବନେଶ୍ବର: ଗତ ନଭେମ୍ବର ମାସ ଶେଷ ସପ୍ତାହରେ ଭାରତୀୟ ରେଳବାଇ “ଭାରତ ଗୌରବ ଟ୍ରେନ୍” ନୀତି ପ୍ରାରମ୍ଭ କରିଛି। “ଭାରତ ଗୌରବ ଟ୍ରେନ୍” ନାମକ ବିଷୟବସ୍ତୁ ଆଧାରିତ ଟୁରିଷ୍ଟ ସର୍କିଟ୍ ଟ୍ରେନ୍ ଚଳାଇ ଭାରତର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ଭବ୍ୟ […]
ଭୁବନେଶ୍ବର: ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (VL-SRSAM) କୁ ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଓଡିଶା ଉପକୂଳରେ କରାଯାଇଛି। ଏହି […]
ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା […]
ଭୁବନେଶ୍ୱର: ଓଡିଶା ବିଜେପି ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ବିଜେଡି […]
ଭୁବନେଶ୍ବର: ୨୦୨୧-୨୨ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ ରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୫୦୦୦ ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା […]
ଭୁବନେଶ୍ୱର: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଦୀର୍ଘ ୨୨ବର୍ଷ ଧରି ପ୍ରଦାନ କରାଯାଉଥିବା ଗୁରୁପ୍ରଣାମ ସମ୍ମାନ, ୨୦୨୨ ବର୍ଷ ପାଇଁ ବିଶିଷ୍ଟ ଶିକ୍ଷା ସଂଗଠକ ତଥା ଶିକ୍ଷାବିତ୍ ରୋଟାରିଆନ ଶାନ୍ତନୁ କୁମାର […]
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବା ପରେ, ପୂର୍ବ ତଟ ରେଳପଥ ମଧ୍ୟରେ ନିମ୍ନଲିଖିତ ଷ୍ଟେସନରେ ପ୍ରଦତ୍ତ ଟ୍ରେନ୍ ଗୁଡିକ ଅତିରିକ୍ତ ରହଣି କରିବ। ଏହା ବ୍ୟତୀତ, କେନ୍ଦ୍ରୀୟ ରେଳପଥ ପରିସୀମା […]
ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନ ଏପରି ଏକ ଦଲିଲରେ ପରିଣତ ହୋଇଛି, ଯାହା ବିନା ସାଧାରଣ ଜନତାଙ୍କ ଅନେକ କାର୍ଯ୍ୟ ଅଟକି ଯାଉଛି ଏବଂ ସରକାରୀ ଯୋଜନାର ଫାଇଦା ନେବାରେ ଏକ ଅସୁବିଧା ଅଛି। ଏହି କାରଣରୁ, ଲୋକମାନେ ଆଧାର କାର୍ଡ […]
ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ, ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି […]
କନ୍ଦର୍ପ ବେହେରା ରେଢାଖୋଲ: ବାମରା ବନ୍ୟପ୍ରାଣୀ ବନଖଣ୍ଡର କିସିଣ୍ଡା ଥାନା ଅଂଚଳର ବିଭିନ୍ନ ଗ୍ରାମ ଜଙ୍ଗଲ ମାନଙ୍କରେ ଅବାଧରେ ଜନ୍ତୁ ଶିକାର ହେଉଥିବା ବେଳେ ଜଣେ ପରେ ଜଣେ ଶିକାରୀ ବନବିଭାଗ ହାତରେ ଧରାପଡି ଜେଲ୍ ଯାଉଥିବା ଜଣା ପଡିଛି। ଦିନକୁ […]
ଭୁବନେଶ୍ବର: ଚାଟଶାଳୀରେ ପିଲାଙ୍କୁ ପଢାଇ ଚର୍ଚ୍ଚିତ ଥିବା ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଦିଲ୍ଲୀ ଫେରିବାର କିଛି ଦିନ ପରେ ସେ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଶୀତଦିନ ଜାରି ରହିଥିବା ବେଳେ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି। ବନ୍ୟପ୍ରାଣୀ ବିଭାଗ ମଧ୍ୟ ପାଟ୍ରୋଲିଂ ଜାରି ରଖିଥିବା ବେଳେ ଏକାଧିକ ଶିକାରୀଙ୍କୁ ଗିରଫ କରୁଥୁବାର ଦେଖାଯାଉଛି। ଅନୁରୂପ ଭାବେ ଆଜି ପକ୍ଷୀ ଶୀକାର […]
ଭୁବନେଶ୍ୱର: ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ୩୫.୮ ମିମି ବୃଷ୍ଟିପାତ ହୋଇଛି। ଜଗତସିଂହପୁରରେ ୧୯୨.୦ମିମି, କେନ୍ଦ୍ରାପଡ଼ାରେ ୧୩୩.୯ ମିମି ଏବଂ ପୁରୀରେ ୧୧୩.୫ ମିମି ବର୍ଷା ହୋଇଛି। ଅର୍ଥାତ୍ ଏହି ତିନୋଟି ଜିଲ୍ଲାରେ ୧୦୦ […]
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ ଅଟେ। କିନ୍ତୁ କ୍ରମାଗତ ଷଷ୍ଠ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଧାନସଭାର ସମସ୍ତ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ଆଜି ଅପରାହ୍ନ ୪ ଟା ଯାଏଁ […]
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ କୋଟି ଟଙ୍କା ପଠାଣି ସାମନ୍ତ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକ ପଦୋନ୍ନତି ପାଇଥିବାବେଳେ ଲେବୁଲ୍-୪ରେ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୨ ଜଣ ଅଛନ୍ତି। ତେବେ […]
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ଓଡ଼ିଶା କୃଷକ ସଭା ତରଫରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆମ ରାଜ୍ୟ ଓଡ଼ିଶାରେ ଏକମାସ ମଧ୍ୟରେ ଦୁଇଥର ଲଘୁଚାପ ଜନିତ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉତ୍କର୍ଷ ଲାଭ କରିଥିବା ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆ ଦିଲ୍ଲୀ ସ୍ଥିତ ନରୱେ […]
ଭୁବନେଶ୍ୱର: ଓଡ଼ିଶା ବିଜେପିର ଅଭ୍ୟାସ ଭଳି ସମୀର ମହାନ୍ତି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ମାମଲାଟି ବିଚାରାଧୀନ ରହିଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା […]
ଭୁବନେଶ୍ୱର: ସମ୍ବିଧାନ ପ୍ରଣେତା, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ ନ୍ୟାୟର କର୍ଣ୍ଣଧାର, ଭାରତର ପୂର୍ବତନ ଆଇନ୍ମନ୍ତ୍ରୀ, ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପାର୍ଟିର […]