ଚାନ୍ଦପୁର: ବୁଲେଟ ମଟରସାଇକେଲ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ପୋଲିସ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର କେଦାର ପରିଡ଼ା ଗତକାଲି ରାତିରେ ଶୋଇଥିବାବେଳେ […]
ବାଲେଶ୍ଵର: ଓଡ଼ିଶା ଉପକୂଳର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଭାରତ ଏକ ନୂତନ ପିଢୀର ପରମାଣୁ ଦକ୍ଷ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପି’ (ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର) ସଫଳତାର ସହ ପରୀକ୍ଷଣ କରିଛି। ଏହା ନୂତନ ପିଢୀର ଅଗ୍ନି-ଶ୍ରେଣୀର କ୍ଷେପଣାସ୍ତ୍ରର ଏକ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୨ ଜଣ ଅଛନ୍ତି। ତେବେ […]
ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ଖୋର୍ଦ୍ଧାର […]
ଭୁବନେଶ୍ଵର: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୯୯ ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦ୍ରୁଷ୍ଟିରେ ରଖି ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ବିଭିନ୍ନ […]
ଭୁବନେଶ୍ବର: ଆଜି ସଂଧ୍ୟାରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ଏହି ଅନୁମାନ କରିଛନ୍ତି। ସେମାନଙ୍କ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଉତ୍ତର ଦିଗରୁ ଥଣ୍ଡା ତଥା ଶୁଷ୍କ ଜଳବାୟୁ ଲଗାତର ପ୍ରବେଶ କରିବାରେ ଲାଗିଛି। […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୩ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: ୨୦୧୫ର ଖଣିଜ ପଦାର୍ଥ (ଖଣିଜ ଉପାଦାନର ପ୍ରମାଣ ଓ ନିର୍ଦ୍ଧାରଣ) ଆଇନ ଓ ନିଲାମ ଆଇନର ସଂଶୋଧନ କରାଯାଇଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ଖଣିଜ ପଦାର୍ଥରେ ଥିବା ଉପାଦାନର ପ୍ରମାଣ ଓ ନିର୍ଦ୍ଧାରଣ ସଂକ୍ରାନ୍ତ ଦ୍ୱିତୀୟ […]
ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଭିତ୍ତି ଭୂମି ପ୍ରୋଜେକ୍ଟର କାର୍ଯ୍ୟ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କର ପଥ ଅବରୋଧ କରି ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅନ୍ୟାୟର ଜବାବ ମାଗିବା […]
ଭୁବନେଶ୍ୱର: ମହାଭାରତରେ ପରୀକ୍ଷିତ ଚରିତ୍ରକୁ ନେଇ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ବ୍ରଜବନ୍ଧୁ ପଣ୍ଡାଙ୍କ ଲିଖିତ ପୁସ୍ତକ ‘ପାଣ୍ଡବ କୁଳଚନ୍ଦ୍ରମା’ ଓ ଓଡ଼ିଶାର କବିମାନଙ୍କ ଜୀବନୀ ଆଧାରିତ ପୁସ୍ତକ ‘ଅମ୍ଲାନଦୀପ୍ତି’ର ଶୁଭ ଲୋକାର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ […]
ସୀତାରାମ ଅଗ୍ରୱାଲ ଚିଲିକା: ବିଗତ ପନ୍ଦର ଦିନ ମଧ୍ୟରେ ବିଶ୍ଵପ୍ରସିଦ୍ଧ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି। ତଥାପି କମୁନି ପକ୍ଷୀଶିକାର। ଆଜି ପୁଣି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ […]
ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ-କର୍ମଚାରୀ ମାରଣ ନୀତି ଜାରି ରଖିଛନ୍ତି। ୬ ବର୍ଷ ଠିକା ଓ ଚୁକ୍ତିରେ ବିଦ୍ୟାଳୟରେ କାର୍ଯ୍ୟ କରାଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ୬ ବର୍ଷ କାଳ ଶିକ୍ଷକମାନଙ୍କୁ କମ୍ ଦରମା ଦେଉଛନ୍ତି। ଦେଶର ପ୍ରାୟ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକାଧିକ ଚୋରି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ କୁହୁଡି ଛକ କଷାକେନ୍ଦୁ ନିକଟରେ ବାଇକ୍ ଚୋରୀ ଅଭିଯୋଗ ହେବାପରେ ପୋଲିସ ତଦନ୍ତ […]
ଭୁବନେଶ୍ବର: ଟିଟିଲାଗଡ ଏବଂ ଥେରୁବାଲୀ ରେଳ ସେକ୍ସନ ରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ (ଏଲଏଚଏସ) ଏବଂ ରେଳ ପୋଲ ମରାମତି ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ତାରଖି 22 ଏବଂ 29 ଡିସେମ୍ବର, 2021 ରେ ଦୁଇଟି […]
ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କ ଅଣ୍ଡା ମାଡର ଶିକାର ହୋଇଛନ୍ତି ଆଉ ଜଣେ ସାଂସଦ। ସାଂସଦ ମୁନ୍ନା ଖାନଙ୍କ ଗାଡିକୁ ବିରୋଧୀ ଅଣ୍ଡାମାଡ କରିଛନ୍ତି। ଏହାସହିତ କଳାପତାକା ଦେଖାଇ ବିରୋଧ ମଧ୍ୟ କରାଯାଇଛି। ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଠାରେ ସାଂସଦ ମୁନ୍ନା ଖାନ […]
ଭୁବନେଶ୍ବର: ରାଜ୍ୟରେ ଆଗାମୀ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଜିଲ୍ଲା ଗୁଡିକୁ ଇଭିଏମ ମେସିନ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୫ ଜଣ ଅଛନ୍ତି। ତେବେ […]
ଭୁବନେଶ୍ୱର: ଭାରତରେ ଗଣତଂତ୍ରର ଐତିହ୍ୟ ଓ ପରମ୍ପରା ବେଶ ପ୍ରାଚୀନ ଏବଂ ଏହାର ଉତ୍ସ ଓ ଆଧାର ହେଉଛି ଆଧ୍ୟାତ୍ମିକତା । ସମଗ୍ର ବିଶ୍ୱକୁ କୁଟୁମ୍ବ ଜ୍ଞାନ କରୁଥିବା ଭାରତ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ନାନ ଦେବା ସହିତ ପ୍ରତ୍ୟେକଙ୍କ ମଧ୍ୟରେ ଏକତା […]
ଭୁବନେଶ୍ବର: ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ […]
ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଏବଂ ଭଞ୍ଜନଗର ବ୍ଲକ୍ର ବିଭିନ୍ନ ଗ୍ରାମପଞ୍ଚାୟତରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି । […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବେଗୁନିଆ ଏବଂ ଟାଉନ ଥାନା ଅଧିନସ୍ଥ ଚୁଡ଼ା, ତଳଟୁଙ୍ଗା, ରାମଚନ୍ଦ୍ରପୁର ଏବଂ ଗୁରୁଜଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। […]