ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ସାଂଗଠନିକ କ୍ଷେତ୍ରରେ ଏକ ବଡ ଅଦଳ ବଦଳ କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଇଣ୍ଡିଆନ୍ ହାଉସିଂ ଏବଂ ଅର୍ବାନ୍ ଡ଼େଭଲପ୍ମେଣ୍ଟ ତରଫରୁ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ଘୋଷିତ ହୋଇଛି। ଏହି ବର୍ଗରେ ବ୍ରହ୍ମପୁର ମହାନଗର ନିଗମ ସାରା ଦେଶର ୧ ଲକ୍ଷରୁ ୧୦ ଲକ୍ଷ […]
ପାଇକମାଲ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଅନ୍ତର୍ଗତ ନୃସିଂହନାଥ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଝରଣା ଉପରୁ ଫଟୋ ଉଠାଉଥିବା ସମୟରେ ଦୁଇଜଣ ଯୁବକ ଖସି ପଡିଥିବାର ସୂଚନା ମିଳିଛି। ଉକ୍ତ ଦୁଇ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୭ ଜଣ କରୋନା ଆକ୍ରାନ୍ତ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥର କନ୍ଧ ନୟାଗଡ ଛକ ନିକଟରେ ଆଜି ଗୋଟିଏ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି ଫଳରେ ଘଟଣା ସ୍ଥଳରେ ଟ୍ରକ୍ […]
ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରିପ୍ରସାଦର ପଞ୍ଚାୟତ ର ଜଣେ ବରିଷ୍ଠ ବିଜେପି ନେତା ନିଖୋଜ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶତ୍ରୁଘ୍ନ ସାହୁ। ଶତ୍ରୁଘ୍ନ ନିଳାଦ୍ରିପ୍ରସାଦ ପଞ୍ଚାୟତ […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ବ୍ଲକରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।ବିଧାୟିକା ନିଜସ୍ୱ ଆଞ୍ଚଳିକ ଉର୍ଣ୍ଣୟନ ପାଣ୍ଠିରୁ 15ଟି ପ୍ରକଳ୍ପ ପାଇଁ 31ଲକ୍ଷ ଟଙ୍କା , ସ୍ୱତନ୍ତ୍ର ଉର୍ଣ୍ଣୟନ ପାଣ୍ଠିରୁ 3ଟି […]
ଖୋର୍ଦ୍ଧା : ସାର୍ବଜନନୀ ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଏନେଇ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଥିବାବେଳେ ଏନେଇ […]
ଭୁବନେଶ୍ବର, ପ୍ରତି ବୁଧବାର ସଂଧ୍ୟା ୫ ଟା ସମୟରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରୁ ଅଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁ ଏବଂ ପଣ୍ଡିତ ଅରୁଣ କଶଲକର ଗତ ଦୁଇ ସପ୍ତାହ ପୁର୍ବରୁ ନିଜର […]
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ନୂଆ ସଂପାଦକ ସହିତ ଯୁଗ୍ନ ସଂପାଦକ ତାଲିକା ମଧ୍ୟ ପ୍ରକାଶ କରିଛି। ଏଥିରେ 41 ଜଣ ନେତାଙ୍କୁ ବିଭିନ୍ନ ଦଳୀୟ ସଂଗଠନ ଦାୟିତ୍ବ ଦିଆଯାଇଛି। ଯେଉଁମାନଙ୍କୁ ଏହି ଦାୟିତ୍ବ ମିଳିଲା ସେମାନେ ହେଲେ
ଭୁବନେଶ୍ବର, ବିଜୁ ଜନତା ଦଳ ଆଜି 45 ଜଣ ସଂପାଦକଙ୍କ ନାମ ଘୋଷଣା କରିଛି। ଏଥିସହିତ ଏହି ନେତାମାନେ କେଉଁ କେଉଁ ଦାୟିତ୍ବରେ ରହିବେ ତାହା ମଧ୍ୟ ପ୍ରକାଶ ପାଇଛି। ଜାଣନ୍ତୁ କେଉଁ ନେତାଙ୍କୁ କେଉଁ ଦାୟିତ୍ବ ଦିଆଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେ. ନୂଆଗାଁ ଥାନା ପକ୍ଷରୁ ଜଣେ ନାବାଳକ ସହ ୨ ଜଣ ବାଲିମାଫିଆଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଏକ ଜୀବନ୍ତ ବୋମା, ମୋବାଇଲ୍ ଏବଂ ନଗର ୨୮୦୦ ଟଙ୍କା ଜବତ ହୋଇଛି । […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରୀକ୍ଷା କରାଯାଉଥିବା କୌଣସି ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟର ନେଗେଟଭ୍ କିମ୍ବା ପଜିଟିଭ୍ ରିପୋର୍ଟ ପ୍ରଦାନ କରାଯାଉନାହିଁ। ନିୟମାନୁଯାୟୀ ସ୍ୱାବ୍ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାର […]
ଭୁବନେଶ୍ବର : କରୋନା କବଳରେ ଆଉ ଜଣେ ବିଧାୟକ । ଭୁବନେଶ୍ବରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ବିଧାୟକ ଅନନ୍ତ ନାରାୟଣ ଜେନା । ଟୁଇଟ୍ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ନୀଳକଣ୍ଠନଗର ଶିଶୁବିଦ୍ୟାମନ୍ଦିର ରାଜ୍ୟର ୩ୟ ର୍ୟାଙ୍କ ସହ ରେକର୍ଡ଼ ସଫଳତା ହାସଲ କରିଛି। ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ବୋର୍ଡ଼ ପରୀକ୍ଷାରେ ମହାବିଦ୍ୟାଳୟର ୧୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ […]
ଭୁବନେଶ୍ବର : ସେହିପରି ଆଜି ରାଜ୍ୟରୁ କରୋନା ଯୋଗୁଁ ଆଜି 8 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ […]
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 2ହଜାର 898 ପଜିଟିଭ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 524 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 241, ନୟାଗଡରୁ 232, ଗଞ୍ଜାମରେ 226, ବଲାଙ୍ଗିରରୁ 173, ବାଲେଶ୍ବରରୁ 140, କୋରାପୁଟରୁ 132, […]
ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 898 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1792ଜଣ […]
ଭୁବନେଶ୍ୱର: ବିଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ 17.83 ମିଟର ରହିଛି । ଆଜି ସକାଳ 7ଟା […]
ଭୁବନେଶ୍ବର, ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ବର୍ତ୍ତମାନ ଉପକୂଳ ଓଡିଶାରେ ବର୍ଷାର ଭୟ ନାହିଁ। ହେଲେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ତରଫରୁ 14 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି […]