ବାଲେଶ୍ବର : ଆପଣମାନେ କେବେ ହଳଦୀ ରଙ୍ଗର କଇଁଛ ଦେଖିଛନ୍ତି କି । ସାଧାରଣତଃ କଇଁଛମାନେ ମାଟିଆ ରଙ୍ଗର ହୋଇଥିବାବେଳେ ନିକଟରେ ସାମ୍ନାକୁ ଆସିଛି ହଦଳୀ ରଙ୍ଗର କଇଁଛ । ବାଲେଶ୍ବର ଜିଲ୍ଲା ସୋରର ସାଜନପୁର ଗ୍ରାମରେ ବିରଳ କଇଁଚ ଦେଖିବାକୁ ମିଳିଛି। […]
ଭୁବନେଶ୍ବର : ରାଜ୍ୟରୁ ଆଜି 6ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ […]
ଭୁବନେଶ୍ବର : ଆଜି ରାଜ୍ୟରେ ମୋଟ୍ 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 673 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 239 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଓ […]
ଭୁବନେଶ୍ବର : ରାଜ୍ୟରେ ଆଜି 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 446ଜଣ ଚିହ୍ନଟ ହୋଇଥିବାବେଳେ […]
ନବରଙ୍ଗପୁର : ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ପାଲଟି ଯାଉଛି । ସାମାନ୍ୟ ଜମିବାଡି ବିବାଦକୁ ନେଇ ସାବତ ମା’କୁ ହତ୍ୟା କରିଛି ପୁଅ । ଏହିପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଗାଦବଗୁଡା ସାହିରେ ଘଟିଛି । […]
ଯାଜପୁର : ଯାଜପୁରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଡବଲ୍ ମର୍ଡର୍ ଏବେ ଚର୍ଚ୍ଚାକୁ ଆସିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ଡବଲ ମର୍ଡରକୁ ନେଇ କଳିଙ୍ଗନଗର ନିମପଲ୍ଲୀ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । […]
ଝାରସୁଗୁଡା : କ୍ବାରେଣ୍ଟାଇନ୍ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ହୋଇଛି । ରଘୁନାଥପାଲି କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗତ 12 ତାରିଖରୁ ମହିଳା ଜଣକ କ୍ବାରେଣ୍ଟିନ୍ ସେଣ୍ଟରରେ ଥିବାବେଳେ କାଲି ବିଳମ୍ବିତ ରାତ୍ରିରେ ତାଙ୍କ […]
ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟ ବଦଳିଲା । ଆସନ୍ତାକାଲିଠୁ 31 ଜୁଲାଇ ପର୍ଯ୍ୟନ୍ତ ଲକ୍ଡାଉନ୍ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା, […]
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ଦୁଇ କନେଷ୍ଟବଳଙ୍କୁ କରୋନା । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକ ଘର କେନ୍ଦ୍ରାପଡାରେ ହୋଇଥିବାବେଳେ ଆଉ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୦ ପଜିଟିଭ୍ ବାହାରିବା ସହିତ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୯ ଜଣ ଥିବାବେଳେ ତିର୍ତ୍ତୋଲ ବ୍ଲକରୁ ୧୬ ଜଣ କୁଜଙ୍ଗରୁ ୩ ଜଣ, ଜଗତସିଂହପୁରରୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ […]
ରମେଶ ମହାନ୍ତି ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର ଦୁଇଟି କଲୋନୀ ଅଭୟଚନ୍ଦ୍ରପୁର ଓ ବଗଡିଆରେ 144 ଧାରା ଜାରି କରିଛନ୍ତି। ଏଲ […]
ଭୁବନେଶ୍ବର, ଲଗାତର ଦୁଇ ତିନି ଦିନ ହୁ ହୁ ହୋଇ ବଢିବା ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ କମିଛି। ଦିନକରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ଆଉ 52 ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି […]
ଗଞ୍ଜାମ : କରୋନା ଭୟ ଆମକୁ କେବଳ ଭୟାଳୁ ନୁହେଁ ଅସଭ୍ୟ ମଧ୍ୟ କରିଦେଉଛି ଏହାର ଏକ ନଗ୍ନ ଉଦାହରଣ ଆମକୁ ଗଞ୍ଜାମ ଜିଲ୍ଲାରୁ ଦେଖିବାକୁ ମିଳିଛି । କରୋନା ଭୟରେ ଜଣେ ମହିଳାଙ୍କ ଶବକୁ କେହି ନ ଛୁଇଁବାରୁ ଗାଁ […]
କଟକ : କଟକ ସହରରୁ ଆଜି ନୂତନ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସିଏମସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଏହି 16 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ […]
ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲ 48 ଘଣ୍ଟା ପାଇଁ ସଟ୍ଡାଉନ୍ କରାଇଛି । 48 ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଡାକ୍ତରଙ୍କ ସ୍ବାବ୍ ଟେଷ୍ଟ ପାଇଁ ଯିବା ପରେ ସଟ୍ଡାଉନ୍ ଘୋଷଣା । ଚିକିତ୍ସାଧୀନ […]
ଭୁବନେଶ୍ବର : ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପୀ । 6 ଗୁରୁତର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 4ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି । ଏହି ଚାରି ଗୁରୁତର ଆକ୍ରାନ୍ତ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍ଚାର୍ଜ ହେବେ ବୋଲି ସୂଚନା ରହିଛି । […]
ଗଜପତି : ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲକ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। 20 ତାରିଖ ସକାଳ 5ରୁ 31 ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ପାଇଁ ଲାଗୁ ହେବ ଲକ୍ଡାଉନ୍ କଟକଣା । […]
ଭଦ୍ରକ : ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍ଏସି ଲକ୍ଡାଉନ୍ । ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 31 ଯାଏଁ ସପ୍ତାହାନ୍ତ ସଟ୍ଡାଉନ୍ ସହ ଲାଗୁ ହେବ 5 ଦିନିଆ ଲକ୍ଡାଉନ୍ । […]
ଭୁବନେଶ୍ବର : ଆଜି ରାଜ୍ୟରୁ 5ଟି ମୁଣ୍ଡ ନେଇଛି କରୋନା । ଆଜି ପାଞ୍ଚ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]
ଭୁବନେଶ୍ବର : ଆଜି ରାଜ୍ୟରେ 736 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 25ଟି ଜିଲ୍ଲାରୁ ମୋଟ୍ 736 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 247 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 107, କୋରାପୁଟରୁ 45, ଜଗତସିଂହପୁର […]