ଜୟପୁର : ଜୟପୁର ସହରରେ କରୋନା ପଜିଟିଭ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର୍। ହୋମ୍ କ୍ବାରେଣ୍ଟିନ୍ରେ ଥିବା ଜଣେ ବ୍ୟକ୍ତିଙ୍କ ସାମ୍ପଲ ପଜିଟିଭ ସୂଚନା। ତେବେ ସମ୍ପୃକ୍ତ ବ୍ୟକ୍ତି ହୋମ୍ କ୍ବାରେଣ୍ଟିନ୍ ନିୟମ ଭାଙ୍ଗି ପଳାଇଥିବା ଚର୍ଚ୍ଚା। କୌଣସି କାମରେ ପରିବାର […]
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 99 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 99 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ 34 […]
ଭୁବନେଶ୍ବର : କାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ନିୟମକୁ ବଦଳାଯାଇଥିବାର ସୂଚନା ରହିଛି। ପ୍ରତିଦିନ ତିନି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥା ବାତିଲ୍ କରାଯାଇଛି । କାଲିଠାରୁ ସକାଳ 10ରୁ ଦିନ 3ଟା ମଧ୍ୟରେ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଏନ୍ଏସିର ଏକ ନମ୍ବର କ୍ବାରେଣ୍ଟାଇନ୍ ସେଣ୍ଟରରେ ଚାଲିଥିବା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ନିମ୍ନମାନର ଖାଦ୍ୟ ନେଇ କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ଅନ୍ତେବାସୀମାନେ ଅନଶନ କରିଛନ୍ତି। ବାଲୁଗାଁ ମହାବିଦ୍ୟାଳୟଠାରେ ଏକ ନମ୍ବର କ୍ବାରେଣ୍ଟାଇନ୍ ସେଣ୍ଟର […]
ରାଉରକେଲା : ଓହ୍ଲାଇ ଦେଲେନି, ଚେନ୍ ଟାଣି ପଳାଇଲେ ପ୍ରବାସୀ ଶ୍ରମିକ । ଝାଡଖଣ୍ଡ ସୀମା ନୂଆଗାଁ ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇଗଲେ ଶ୍ରମିକ । ପ୍ରାୟ ଦୁଇ ଶହ ଶ୍ରମିକ ଓହ୍ଲାଇ ଯାଇଥିବା ବନ୍ଧମୁଣ୍ଡା ଏଆର୍ଏମ୍ ସୂଚନା ଦେଇଛନ୍ତି । […]
ଭୁବନେଶ୍ବର : ବାପ ପୁଅ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ 5 ଆକ୍ରାନ୍ତଙ୍କ ମଧ୍ୟରେ ଏହି ବାପ-ପୁଅ ରହିଛନ୍ତି । ପୁଅର ବୟସ ତିନି ବର୍ଷ ହୋଇଥିବାବେଳେ ବାପାଙ୍କ ବୟସ 41 […]
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା 10 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଚିହ୍ନଟ 10 ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି। 8 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ତାମିଲନାଡୁରୁ ଦୁଇ […]
ଭଦ୍ରକ : ଆଜି ରାଜ୍ୟରେ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଭଦ୍ରକରୁ ଚିହ୍ନଟ ହୋଇଥିବା 8 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି […]
ଭୁବନେଶ୍ବର : ରାଜ୍ୟରେ ଆଉ 103 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେବଗଡ ଜିଲ୍ଲାରୁ ସର୍ବାଧିକ 22 ଜଣ ରହିଥିବାବେଳେ କେନ୍ଦ୍ରାପଡା 15, ଜଗତସିଂହପୁରରୁ 10, ମାଲକାନଗିରିରୁ […]
ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲ୍ରେ ପହଞ୍ଚିଲା କରୋନା । ତିହାର ଜେଲରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାକାର 7 ନମ୍ବର ଜେଲର ଜଣେ ଅଧିକାରୀ କରୋନା ଭାଇରସ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି […]
କଣ୍ଟାବାଞ୍ଜି : ପୁଣି ଟ୍ରେନ୍ ଚେନ୍ ପୁଲ୍ କରି କଣ୍ଟାବାଞ୍ଜି ଷ୍ଟେସନରେ ପ୍ରବାସୀମାନେ ଓହ୍ଲାଇପଡିଥିବାର ସୂଚନା ରହିଛି । ବରଗଡ ଓ ନୂଆପଡା ଜିଲ୍ଲାର ପ୍ରାୟ 320 ଜଣ ପ୍ରବାସୀ ଓହ୍ଲାଇ ପଡିଥିବାର ସୂଚନା ମିଳିଛି । ଗୁଜୁରାଟ ଗାନ୍ଧିଧାମର ନିର୍ଗୁଣ୍ଡି […]
ନୂଆଦିଲ୍ଲୀ/ଭୁବନେଶ୍ବର: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର 4ଟା 45 ମିନିଟ୍ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ […]
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଗଣ୍ଡିକୀପୁର ତରପଡାରେ ଦୁଇ କୁନି କୁନି ନାବାଳିକାଙ୍କୁ ସେହି ଗ୍ରାମର ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ହି ଗ୍ରାମର ଦୁଇ ପରିବାରର ୪ ବର୍ଷର ଓ ୩ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବରରୁ ଛାଡିଛି ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍ । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍ଟି ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରିଛି । ରାଜ୍ୟର 13ଟି ଜିଲ୍ଲାରେ କାମ କରୁଥିବା ଛତିଶଗଡର ପ୍ରବାସୀ […]
ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ପ୍ରବାସୀଙ୍କ ପକ୍ଷରୁ ଚେନ୍ ପୁଲିଂ କରାଯାଇଛି । ଗତକାଲି ଚିଲିକାରେ ଚେନ୍ ପୁଲିଂ କରାଯାଇଥିବା ବେଳେ ଆଜି ଛତ୍ରପୁରରେ ଚେନ୍ ପୁଲିଂ କରି ଟ୍ରେନ୍ରୁ ଡିଆଁ ମାରିଛନ୍ତି ପ୍ରବାସୀ । ଏହି ଘଟଣା ପରେ […]
ଭୁବନେଶ୍ବର : ତତଲା କଡେଇ ଉପରେ ବସିଛି ରାଜ୍ୟ । ରବିବାର ରାଜ୍ୟର 14ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଓଡିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 45.8 ଡିଗ୍ରୀ ରହିଛି […]
ଭୁବନେଶ୍ବର : କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ସନ୍ତାନ ପ୍ରସବ କରିଛନ୍ତି ମହିଳା । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ […]
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ୨ଲକ୍ଷ ୬୮ ହଜାର […]
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ କଳାହାଣ୍ଡି ସିଡିଏମଓ ଏହି ଘୋଷଣା କରିଛନ୍ତି । ଦୁଇ ଆକ୍ରାନ୍ତ ହେଉଛନ୍ତି ମା ଏବଂ […]
ଭୁବନେଶ୍ବର : ଆମ୍ପାନର ପ୍ରକୋପ ଶେଷ ହେବା ପରେ ରାଜ୍ୟ ବର୍ତ୍ତମାନ ତତଲା କଡେଇରେ ରହିଛି । ଉପରକୁ ଉଠିଛି ପାରଦ । ଏ ନେଇ 5 ଟି ସହରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ସୂର୍ୟ୍ୟଙ୍କ […]
ଭୁବନେଶ୍ବର : ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡ୍ଲାଇନ୍ ଅନୁଯାୟୀ ବିଦେଶ ଫେରନ୍ତାଙ୍କୁ ଏକ ଅଣ୍ଡରଟେକିଂ […]