ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍ର ପରବର୍ତ୍ତୀ ସମୟରେ ସମସ୍ତ ବ୍ୟାଙ୍କ ଗୁଡିକରେ ପର୍ଯ୍ୟାପ୍ତ ଟଙ୍କା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଅର୍ଥ ପଠାଯାଇଥିବା ବେଳେ ଲୋକ ଯେପରି ପଇସା […]
ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ 15ଟି ଏନ୍ଡିଆର୍ଏଫ୍ ଏବଂ 16ଟି ଓଡ୍ରାଫ୍ ଟିମ୍ ପଠାଯାଇଥିବା ବେଳେ 217ଟି ଅଗ୍ନିଶମ […]
ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ଲୋକଙ୍କ ଶିକ୍ଷା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଏଆଇଏସଏଫ୍ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ଏକ ପ୍ରଦର୍ଶନ […]
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍ରେ ପ୍ରଭାବିତ ହେବ ନାହିଁ ମୋବାଇଲ୍ ସେବା । ଏନେଇ ରାଜ୍ୟର ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ସହ ସରକାରଙ୍କ ଆଲୋଚନା ହୋଇଛି । ଡିଜି ସହିତ ସମସ୍ତ କମ୍ପାନୀ ପ୍ରସ୍ତୁତ ଅଛନ୍ତି । […]
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସମୁଦ୍ର ମଧ୍ୟରେ କ୍ରମଶଃ ଦୁର୍ବଳ ହେବା ସହିତ ଏହି ବାତ୍ୟାଟି ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ […]
ଭୁବନେଶ୍ବର : ଭୁବନେଶ୍ବରର ଜଣେ ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । କମିଶନରେଟ୍ ପୋଲିସ୍ର ଜଣେ କର୍ମଚାରୀଙ୍କୁ କରୋନାେ ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ ପୋଲିସ୍ ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି। ଗୁଜରାଟରୁ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି.ରେ ଭବାନୀପାଟଣା […]
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ 30 ଜଣ ସୁସ୍ଥ ହୋଇଥିବାର […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁରର ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ […]
ଭୁବନେଶ୍ବର : ଗତକାଲି କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ବରକୁ ପୁଣି ଥରେ କରୋନା ଫେରିଛି । ଆଜି ରାଜ୍ୟର 102 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂତନ 102 ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭୁବନେଶ୍ବରର ବୋଲି […]
ଭୁବନେଶ୍ବର : ମହାବାତ୍ୟା ଆମ୍ପାନ୍ ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ପାରାଦୀପଠାରୁ 480 କିଲୋମିଟର ଦୂରରେ ରହିଛି ଆମ୍ପାନ୍ । କାଲି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ ହେବ । ଲ୍ୟାଣ୍ଡଫଲ୍ କଲାବେଳେ […]
ଭୁବନେଶ୍ବର : ବାତ୍ୟା ଆମ୍ପାନ୍ ଅପଡେଟ୍ ନେଇ ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ବାତ୍ୟାର ବେଗ ବଢିଛି । ଏବେ ଘଣ୍ଟାକୁ 15 କିମି ବେଗରେ […]
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 102 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 978ରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି : […]
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଲକ୍ ଡାଉନ୍ ପାଇଁ ରାଜ୍ୟରେ ଗାଡି ଚଳାଚଳ ନେଇ କଟକଣା ଜାରି କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ […]
ବାଲେଶ୍ବର : ବାଲେଶ୍ବରର ସଦର ଥାନା ନନ୍ଦା ଗ୍ରାମରେ ଏକ ଅଭାବନୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ବଶୁର ବୋହୂ ମୃତ୍ୟୁବରଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଘରକୁ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସଜାଡୁଥିଲେ ଶ୍ବଶୁର। […]
ଭୁବନେଶ୍ବର : ଆଜି ରାଜ୍ୟରେ ଶହେରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଦିନରେ 101 ରୋଗୀ ଚିହ୍ନଟ ହୋଇଥିବାବେଳେ ପୁଣି ଥରେ ଆଜି ରାଜ୍ୟରେ ଗୋଟିଏ ଦିନରେ 102 ରୋଗୀ ଚିହ୍ନଟ ହୋଇଛନ୍ତି । […]
ଭୁବନେଶ୍ବର : ରାଜ୍ୟରେ କରୋନା ଆଉ ଏକ ମୁଣ୍ଡ ନେଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡିଛି । ମୃତକଙ୍କ ବୟସ 75 ବର୍ଷ ହୋଇଥିବାବେଳେ ସେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । 17 ତାରିଖ ରାତ୍ରିରେ […]
ଭୁବନେଶ୍ବର : ବାତ୍ୟା ‘ଆମ୍ପାନ୍’ ପାଇଁ ପୁଣି ବାତିଲ୍ ହେଲା ମାଟ୍ରିକ୍ ଖାତା ଦେଖା । ଖାତା ଦେଖା ବାତିଲ୍ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । 21 ତାରିଖରୁ ଆରମ୍ଭ ହେବାର ଥିଲା ମାଟ୍ରିକ୍ ଖାତା […]
ଭଦ୍ରକ : କରୋନା ଭୂତାଣୁକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢୁଥିବାବେଳେ କ୍ବାରେଣ୍ଟିନ୍ କେନ୍ଦ୍ରରେ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଭଣ୍ଡାରୀପୋଖରୀ ବୟାବନାପୁରା କ୍ବାରେଣ୍ଟିନ୍ କେନ୍ଦ୍ରରେ ମୃତ୍ୟୁ ହୋଇଛି । କ୍ବାରେଣ୍ଟିନ୍ କେନ୍ଦ୍ରରେ 72 […]
ରେଢାଖୋଲ : ଜଣେ ମା’ ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ ତାର ସନ୍ତାନକୁ। ହେଲେ ବଡ ହେଲା ପରେ ଜନ୍ମିତ ମାକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ଟାଙ୍କୁରି ଉଠେ । […]
ଭଦ୍ରକ:ବାତ୍ୟା ଆମ୍ପାନ୍’କୁ ନେଇ ଧାମରାରେ ହାଇ ଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟରେ ରହିଛି ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ । ପ୍ରବଳ ପବନ ସମ୍ଭାବନା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରିଛି ବୋଲି ଟୁଇଟ୍ ଯୋଗେ ସୂଚନା […]