ଭୁବନେଶ୍ବର: ଆଜିର ତାରିଖରେ ରହିଛି ଏକ ବିରଳ ସଂଯୋଗ। କାରଣ ଆଜି ହେଉଛି ୧୧ ନଭେମ୍ବର ୨୨ । ଯାହାକୁ ଅଙ୍କରେ ଲେଖିଲେ ହେବ ୧୧/୧୧/୨୨। ପ୍ରଥମ ତାରିଖ ହେଉଛି ଡବଲ ଏକ, ମାସ ହେଉଛି ଡବଲ ଏକ ଏବଂ ମସିହା […]
ଅକ୍ଷୟ ଓଝା ଶାଗୁଆ ରଙ୍ଗର ଧାନ କ୍ଷେତ ଭିତରେ ଅନନ୍ତ ଦୂରକୁ ଲମ୍ଭିଯାଇଥିବା କାକର ଧୁଆଁ ହିଡରେ ବାଟ ଚଲା ଆନନ୍ଦ କେତେବେଳେ ବୋଉ ସାଥୀରେ ମାମୁଁ ଘର ତ କେତେବେଳେ ଚଗଲା ସାଙ୍ଗମାନଙ୍କ ସହିତ ପଦ୍ମ ପୋଖରୀ ପର୍ଯ୍ୟନ୍ତ ପହଞ୍ଚିବାର […]
କୃଷ୍ଣ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନ। ଏହି ଗ୍ରାମରେ ରହିଛି ଏକ ପାଠାଗାର, ଯାହାର ବୟସ ଆଜିକୁ ପୁରିଲା ୧୧୦ ବର୍ଷ। କୁମାର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିବା ଏହି ପାଠାଗାରର ନାମ ହେଉଛି ‘କୁମାର ପାଠାଗାର’। […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେଉଁ ଅଭିଭାଷଣ ଦେଇଥିଲେ ତାହାର ଅବିକଳ ଓଡିଆ ଅନୁବାଦ ହେଲା.. ଜୁହାର! ନମସ୍କାର ! ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ […]
କୃଷ୍ଣ ମହାପାତ୍ର ଆମ ଗାଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନର ୧୦୯ ବର୍ଷ ପୁରୁଣା ପାଠାଗାରର ଆଜି ହେଉଛି ଜନ୍ମଦିନ। ନାଁ ଟା କୁମାର ପାଠାଗାର । ଆମ ଗାଆଁରେ କୁମାରୋତ୍ସଵରେ ଅନ୍ୟ ଅଞ୍ଚଳ ଭଳି ଚାନ୍ଦ ପୂଜା […]
ଭୁବନେଶ୍ବର: ସବୁବେଳେ ସାଧାରଣରେ ପ୍ରଶ୍ନ ଉଠେ ଯେ, ଚଳଚ୍ଚିତ୍ର ଅଭିନେତା ବା ଅଭିନେତ୍ରୀମାନେ ଏମିତି କ’ଣ କରନ୍ତି ଯେ ଏକ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ ୫୦ କୋଟି କିମ୍ବା ୧୦୦ କୋଟି ଟଙ୍କା ପାଇଥାନ୍ତି ? ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ […]
ନୂଆଦିଲ୍ଲୀ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଖୁବ ଶିଘ୍ର ଉତ୍ତରପ୍ରଦେଶ ସରକାରରେ ସାମିଲ ହେବେ। ଏ ନେଇ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଯୋଗୀ […]
ବିପିନ ଚନ୍ଦ୍ର ମହାପାତ୍ର କଣ ଲାଭ ହେଲା ଏତେ ପରମାଣୁ ବୋମା ଓ ଏତେ ହାଇଡ୍ରୋଜେନ ବୋମା ତିଆରି କରି? ଆମେରିକାର ବି-ଷ୍ଟେଲଥ୍ ବୋଇଂ ବିମାନ କୁଆଡେ ଆଲପିନର ଅଗରେ ଅନେକ କିଲୋମିଟର ଉଚ୍ଚରୁ ବୋମା ପକାଇ ପାରେ। ରୁଷିଆର S […]
ନୂଆଦିଲ୍ଲୀ, ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବିସ୍ତୁତ କଥା ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ମତରେ […]
ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟ ପ୍ରତିଷ୍ଠିତ ମିଡିଆ ହାଉସ ଓ ଟିଭି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ହଜମ କରି ପାରୁ ନାହାନ୍ତି। ବିରୋଧୀଙ୍କ ଭାଷାରେ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଦୋଷୀଙ୍କ ବିରୋଧରେ ସରକାର […]
ଭୁବନେଶ୍ବର, ସମୟ ଥିଲା ଯେତେବେଳେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡିକର ଖବର ଉପରେ ଦର୍ଶକଙ୍କର ପ୍ରଗାଢ ବିଶ୍ବାସ ରହିଥିଲା। କାରଣ ହେଲା ସେତେବେଳେ ଦର୍ଶକଙ୍କ ସାମନାକୁ ଏକ ଖବର ଆଣିବାକୁ ହେଲେ ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରସାରଣ କରାଯାଉଥିଲା। ଫଳରେ ଭାରତୀୟ […]
କେଦାର ମିଶ୍ର ଗଲାୱାନ ନଦୀ ଉପତ୍ୟକାରେ ଯାହା ଘଟିଲା, ତାହା କେବଳ ଦୁଃଖଦ ବା ଦୁର୍ଭାଗ୍ୟଜନକ ନୁହେଁ, ଏହା ଅନେକାଂଶରେ ଦାନବୀୟ। ୨୦ ରୁ ଅଧିକ ଭାରତୀୟ ସୈନିକଙ୍କୁ ଯେଉଁ ଢଙ୍ଗରେ ଚୀନର ସୈନିକମାନେ ହତ୍ୟା କଲେ ତାହା ସେନା ସୁଲଭ […]
କେଦାର ମିଶ୍ର ସାରାଜୀବନ “ମଝି ପାହାଚ”ରେ ଅଟକିଯିବା ହିଁ ହୋଇପାରେ ଗୋଟେ ଅବଧାରିତ ଭାଗ୍ୟ। ଆଉ ସେ ଭାଗ୍ୟରୁ ମୁକ୍ତି ନାହିଁ। ଗୋବିନ୍ଦ ଦାସଙ୍କର ପ୍ରସିଦ୍ଧ ଉପନ୍ୟାସ “ଅମାବାସ୍ୟାର ଚନ୍ଦ୍ର”ରେ ମୁଖ୍ୟନାୟକ କାଉଲ, ସେଥିଲାଗି ବାରମ୍ବାର କହୁଥାଏ- “ସତରେ ଭାଗ୍ୟ ବୋଲି […]
କେଦାର ମିଶ୍ର ଆଜି ନୁହେଁ, ଗତ ପାଞ୍ଚବର୍ଷ ହେଲା ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଉପରେ ଭାରତର ଶାସକ ଦଳ ଓ ତାର ଛାମୁଆ ସଙ୍ଗଠନ ଗୁଡିକ ନିରନ୍ତର ଆକ୍ରମଣ କରି ଆସୁଛନ୍ତି। ହେଲେ ଗତକାଲି ସନ୍ଧ୍ୟାରେ […]
କେଦାର ମିଶ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି, ଆମେ ଦେଶବାସୀ ପାକିସ୍ତାନ ବିଷୟରେ ଅଧିକ ଚର୍ଚ୍ଚା କରୁ। ଆମେ ଗତ ସତୁରୀ ବର୍ଷ ଭିତରେ ପାକିସ୍ତାନ ସଙ୍ଖ୍ୟାଲଘୁଙ୍କ ଉପରେ କଣ କରିଛି ତାକୁ ନେଇ ଚର୍ଚ୍ଚା କାହିଁକି କରୁନାହୁଁ ବୋଲି […]
କେଦାର ମିଶ୍ର ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ […]
କେଦାର ମିଶ୍ର ନିର୍ବାଚନ ସମୟରେ ବିଜେପିର ଆଇଟି ସେଲ ବିଭିନ୍ନ ମାଧ୍ୟମରେ ଆମକୁ କହିବାକୁ ଚେଷ୍ଟା କରିଥିଲା ଯେ ବିଦେଶରେ ଥିବା ସବୁତକ କଳାଧନ ଫେରେଇ ଅଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ବୁଲି ବୁଲି କହୁଥିଲେ, ବିଦେଶରେ ଏତେ […]
କେଦାର ମିଶ୍ର ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ […]
କେଦାର ମିଶ୍ର ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା। ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ ବୋଲି ଆମେ ଆଶା କରୁଥିଲୁ। ତେବେ ଗତ ସତୁରୀ ବର୍ଷ ଭିତରେ ଏମିତି […]
ସମୀକ୍ଷା ବ୍ୟୁରୋ ଗତ ସପ୍ତାହେ ହେଲା ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ଥିଲା ତାହା ଆଜି ଉଗ୍ର ରୂପ ଧାରଣ କରିଛି। ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ର ରାଜମହଲ ଛକରେ ଆଜି ଉତ୍ତ୍ୟକ୍ତ ଜନତା ପୋଲିସକୁ ଖୋଲାଖୋଲି ସାମ୍ନା କରିଛନ୍ତି। ରାଜରାସ୍ତାରେ ଆଜି […]
କେଦାର ମିଶ୍ର ନୂଆ ଭାରତର ଏକ ନିର୍ଦ୍ଦିଷ୍ଟ ବର୍ଗ ଆଜିକାଲି ନିଜର ଭାବ ପ୍ରବଣତାକୁ ପ୍ରକଟ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରୁନାହାନ୍ତି। ସେମାନଙ୍କ ଲାଗି ସବୁକିଛି କେବଳ ରାଜନୀତି। ଏପରିକି ମହାକାଶ ବିଜ୍ଞାନ ମଧ୍ୟ। ଯେତେବେଳେ ଭାରତ […]