ମତାମତ

କେଦାର ମିଶ୍ର  ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ…

ଚକ୍ରଧର ବିଶ୍ବଶ୍ରୀ ସାଧାରଣତଃ ଘରଟିଏ ନିର୍ମାଣ କରିବା ପୂର୍ବରୁ ସମସ୍ତେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେବା ଉଚିତ। କାରଣ ବାସ୍ତୁ ଅନୁସାରେ ଘରଟିଏ ନ କଲେ…

କେଦାର ମିଶ୍ର  ଭାବିଦେଖନ୍ତୁ, ଯଦି ମନମୋହନ ସିଂ ଆଜି ପ୍ରଧାନମନ୍ତ୍ରୀ ଥା’ନ୍ତେ ଓ ପେଟ୍ରୋଲ ଉପରେ ଟିକସ ଏକାସାଙ୍ଗରେ ୨ ଟଙ୍କା ୫୨ପଇସା ବଢିଥାନ୍ତା, ଆଜି ସାରା…

ଜ୍ୟୋତି ନନ୍ଦ ଭାରତ ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ଅରବିନ୍ଦ ସୁବ୍ରମଣ୍ୟମ ଆଜି ସଂସଦରେ ବିତ୍ତମନ୍ତ୍ରୀ ଶ୍ରୀଯୁକ୍ତା ସୀତାରମଣ ଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା…

ରଙ୍ଗାଚରଣ ପ୍ରଧାନ ପୁର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଥରେ କହିଥିଲେ ‘ଗରିବ’ ଶବ୍ଦର କୌଣସି ଅର୍ଥ ନାହିଁ, ଯେପର୍ଯ୍ୟନ୍ତ ଏହା ପୁର୍ବରୁ ଏକ ପ୍ରଶ୍ନବାଚକ ଶବ୍ଦ ଲଗାଯାଇ ନାହିଁ।…

କେଦାର ମିଶ୍ର  ୨୦୦୩ ମସିହାର ସୁପରହିଟ ସିନେମା ମୁନ୍ନାଭାଇ ଏମବିବିଏସର ନାୟକ କିଏ, ମୁନ୍ନାଭାଇ ନା ଡାକ୍ତର ଆସ୍ଥାନା? ଡାକ୍ତର ଆସ୍ଥାନା ଚାହୁଁଥିଲା- ଶ୍ରୂଙ୍ଖଳା ହେଲେ ମୁନ୍ନାଭାଇ…

କେଦାର ମିଶ୍ର ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି,…

ଜ୍ୟୋତି ନନ୍ଦ ଥାଇଲାଣ୍ଡ ର ଗୋଟିଏ ଗୁମ୍ଫାରେ ୧୨ ଜଣ ବାଳକ ଅଟକି ରହିଥିଲେ।ଆଉ ସେମାନଙ୍କର ଉଦ୍ଧାର ପାଇଁ ଥାଇଲାଣ୍ଡ ସରକାର କହିବାକୁ ଗଲେ ଆକାଶପାତାଳ ଏକ…

ରଙ୍ଗାଚରଣ ପ୍ରଧାନ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ନମସ୍କାର । ସାର୍ , ଆପଣ ଆମ ନିର୍ବାଚନମଣ୍ଡଳିର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇ ଥିବାରୁ…

କେଦାର ମିଶ୍ର  ଏ ଘଟଣା ମମତା ବାନାର୍ଜୀଙ୍କ ପଶ୍ଚିମ ବଙ୍ଗ ବା ଦ୍ରାବିଡ ରାଜ୍ୟ ତାମିଲନାଡୁରେ ଘଟିନାହିଁ। ସେଠାରେ ହୁଏତ ଘଟିଥିଲେ, ଏ ଘଟଣାକୁ ନେଇ କିଛି…

ସମୀତ ପଣ୍ଡା ଆପଣ ବହୁତ ସମୟରେ ଶୁଣିଥିବେ ଅଲଗା ସ୍ଥାନରେ ଘଟିଥିବା ଦୁଇଟା ସମାନ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନେ ଭିନ୍ନ ପ୍ରକାର ବ୍ୟବହାର କରିଥାନ୍ତି। ଗୋଟିଏ…

କେଦାର ମିଶ୍ର ହଠାତ ସାରାଦେଶକୁ ଜଣେ ଖଳନାୟିକା ମିଳିଯାଇଛନ୍ତି। ସାହିତ୍ୟରେ ଗୋଟେ ଅଘୋଷିତ ନିୟମ ରହିଛି। ଯଦି ଆପଣ ଜଣେ ମହାନାୟକକୁ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ…

କେଦାର ମିଶ୍ର ଆଜିକାଲି ବିଜେପି ଭକ୍ତମାନଙ୍କର ଗୋଟେ ନୂଆ ରୋଗ ବାହାରିଛି। ଯଦି ଆପଣ ବିଜେପି ରାଜନୀତି ବିଷୟରେ କିଛି ଲେଖିବେ, ଭକ୍ତମାନେ ତୁରନ୍ତ ପ୍ରଶ୍ନ କରୁଛନ୍ତି-…

କେଦାର ମିଶ୍ର ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର…

ସମୀକ୍ଷା ବ୍ୟୁରୋ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଦାୟିତ୍ବ ନେବା ପରେ ଓଡିଶାରେ ଉଭୟଙ୍କୁ ସ୍ବାଗତ କରାଯାଇଛି। ସକାଳେ ବିମାନବନ୍ଦରରେ ପହଁଚିବା ପରେ…

ସମୀକ୍ଷା ବ୍ୟୁରୋ ମନ୍ତ୍ରିମଣ୍ଡଳ ଶପଥ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମନ୍ତ୍ରୀଙ୍କର ବିଭାଗ ବଣ୍ଟନ କରାଯାଇଛି। ଏଥିରେ ପୁରୁଣା ମନ୍ତ୍ରୀଙ୍କୁ ତାଙ୍କର ପୁରୁଣା ବିଭାଗ ଦିଆଯାଇଥିବା…

ସମୀକ୍ଷା ବ୍ୟୁରୋ ସାରା ଦେଶରେ ଏନଡିଏ ଯେପରି ସବୁ ବିରୋଧୀ ଦଳକୁ ଧୂଳିସାତ କରିଦେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟ ହେଉଛି…

ସମୀକ୍ଷା ବ୍ୟୁରୋ ଆଜିକାଲି ରାଜନୀତିରେ ବୟାନବାଜି ତଥା ଆଖିଦୃଶିଆ ସଂଳାପ ଏକ ସ୍ବାଭାବିକ ପ୍ରକ୍ରିୟା ପରି ପରିଲକ୍ଷିତ ହେଉଛି। ଭାରତରେ ଚାଲିଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ଏହାର…