ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ […]
ନୂଆଜିଲ୍ଲୀ, ଆମ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଗାମୀ ମ୍ୟାଚ ଓ ଭବିଷ୍ୟତର ପ୍ରୟାସ ପାଇଁ ସେ ଟିମକୁ ଶୁଭେଚ୍ଛା […]
ନୂଆଦିଲ୍ଲୀ: ଆଲେକ୍ସଜାଣ୍ଡାର୍ ହେଣ୍ଡ୍ରିକ୍ସ (୧୯, ୪୯ ତମ, ୫୩ ତମ) ଙ୍କ ଚମତ୍କାର ହ୍ୟାଟ୍ରିକ୍ ଆଧାରରେ ଆଜି ଟୋକିଓ ଅଲିମ୍ପିକ୍ସରେ ଖେଳାଯାଇଥିବା ପୁରୁଷ ହକିର ସେମିଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ୍ ବେଲଜିୟମ ଭାରତକୁ ୫-୨ ଗୋଲରେ ପରାସ୍ତ କରିଛି। ଓଇ […]
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଅଗଷ୍ଟ ୪ ତାରିଖରୁ ଭାରତୀୟ ଦଳକୁ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ […]
ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଯେତେବେଳେ କି ପୁରୁଷ ହକି ଦଳ ୪୯ ବର୍ଷ ପରେ ଏହି ସଫଳତା ହାସଲ କରିଛି। ୨୦୧୮ ମସିହାରୁ ଓଡିଶା ସରକାର ଭାରତର […]
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଟୋକିଓ ଅଲମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ମହିଳା ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ ରେ ପରାସ୍ତ କରି ଭାରତୀୟ ମହିଳା ଦଳ ସେମିଫାଇନାଲରେ ସ୍ଥାନ […]
ନୂଆଦିଲ୍ଲୀ: ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ୩-୧ ଗୋଲରେ ବିଜୟ ହୋଇ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହିପରି ଭାରତର ପଦକ ଆଶା ବହୁତ ବୃଦ୍ଧି ପାଇଛି। ଅଲିମ୍ପିକ୍ସରେ ହକି ଦଳ ଚମତ୍କାର ପ୍ରଦର୍ଶନ କରିଛି ଏବଂ ସେମିଫାଇନାଲରେ […]
ନୂଆଦିଲ୍ଲୀ: ଆଜି ଚୀନ୍ର ଜିଆଓ ହେ ବିଙ୍ଗଙ୍କୁ ପରାସ୍ତ କରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ସୃଷ୍ଟି କରିଛନ୍ତି। ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ସିନ୍ଧୁ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି […]
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ଭାରତର ପୁରୁଷ ହକି ଦଳ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ପୁଲ୍ ଏ ର ଶେଷ ମ୍ୟାଚ୍ ରେ ଜାପାନକୁ ଭାରତୀୟ ଦଳ ୫-୩ ରେ ପରାସ୍ତ କରିଥିଲେ। ଏହା ହେଉଛି ଭାରତର […]
ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ଜାରି ରହିଛି। ମହିଳା ବକ୍ସର ଲଭଲିନା ବୋରଗୋହେନ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନ୍ […]
ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ। ମହିଳା ବକ୍ସର ଲଭଲିନା ବୋରଗୋହେନ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନ୍ ଙ୍କୁ ୪-୧ […]
ନୂଆଦିଲ୍ଲୀ: ଦ୍ୱିତୀୟ ମ୍ୟାଚ୍ରେ ପରାଜୟ ପରେ ଆଜି ଟିମ୍ ଇଣ୍ଡିଆ ପାଇଁ ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଶ୍ରୀଲଙ୍କା ବିରୋଧରେ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ […]
ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଆଜି ଭାରତ ପାଇଁ ଏକ ଭଲ ଦିନ ରହିଛି। ଭାରତୀୟ ଖେଳାଳି ଆଜି ତୀରନ୍ଦାଜ, ହକି, ବ୍ୟାଡମିଣ୍ଟନ ଏବଂ ବକ୍ସିଂରେ ବିଜୟ ଲାଭ କରିଛନ୍ତି। ପୁରୁଷ ତୀରନ୍ଦାଜରେ ଅତନୁ ଦାସ ଅନ୍ତିମ ୮ […]
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ ଟି-୨୦ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚ୍ କୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ବୁଧବାର (ଜୁଲାଇ ୨୮) […]
ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତିନି ଜଣ ଖେଳାଳି ଆହତ ହେବା ପରେ କିଛି ନୂତନ ଖେଳାଳିଙ୍କୁ ସାମିଲ କରାଯାଇଛି। ଶ୍ରୀଲଙ୍କାରେ […]
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ -୨୦୨୦ ରେ ଭାରତ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଭାରତକୁ ପ୍ରଥମ ପଦକ ହାସଲ ହୋଇଥିଲା। ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଶନିବାର ଦିନ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ତେବେ ବିଶ୍ୱ କ୍ୟାଡେଟ୍ […]
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ଏକ ଭଲ ଆରମ୍ଭ କରିଛି। ପୁଲ ଏ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ଭାରତୀୟ ଦଳ ଏହାର ପ୍ରଥମ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ଉପରେ ଭାରତକୁ ଏହି ଅଗ୍ରଣୀ ଦେବା […]
ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଭଲ ଦିନ। କାରଣ ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ସଫଳତା ମିଳିଛି। ଭାରତ ଆଜି ଟୋକିଓ ଅଲମ୍ପିକରେ ପ୍ରଥମ ପଦକ ହାସଲ କରିଛି। ଭାରତୀୟ ଭାରତ୍ତୋଳନ ଖେଳାଳି ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ ହାସଲ […]
ନୂଆଦିଲ୍ଲୀ: ସିରିଜର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଆଜି କଲମ୍ବୋରେ ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଆଜି କ୍ଳିନ ସୁଇପ ଉଦ୍ଦେଶ୍ୟରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଳାଇବ। ଉଭୟ ଓପନିଂ ମ୍ୟାଚ୍ ଜିତି ସିରିଜ୍ ଜିତିଥିବା ଟିମ୍ […]
ନୂଆଦିଲ୍ଲୀ: ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ୧୭ ଜଣିଆ ଦଳ ଘୋଷଣା କରିଛି। ଦଳର ଅଧିନାୟକ ଜୋ ରୁଟ୍ ରହିଥିବା ବେଳେ ପେସର ଓଲି ରବିନସନ […]
ନୂଆଦିଲ୍ଲୀ: ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ୭ ୱିକେଟରେ ଜିତିନେଇଛି। ଟିମ ଇଣ୍ଡିଆର ଏହି ବିଜୟରେ ଅଧିନାୟକ ଶିଖରଙ୍କ ମୁଖ୍ୟ ଭୂମିକା ଥିଲା। ସେ ଏହି ମ୍ୟାଚରେ ୮୬ ରନର ଅପରାଜିତ ପାଳି […]