ନୂଆଦିଲ୍ଲୀ : ମାଲେସିଆ ଓପନ୍ ବ୍ୟାଡମିଣ୍ଟନରେ ଭାରତକୁ ମିଶ୍ର ଫଳ ମିଳିଛି । ଭାରତୀୟ ଷ୍ଟାର ସାଇନା ନେହ୍ବାଲ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିବା ବେଳେ କିଦାମ୍ବି ଶ୍ରୀକାନ୍ତ ଏବଂ ସାଇ ପ୍ରଣୀଥ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ବୁଧବାର ଅନୁଷ୍ଠିତ […]
ନୂଆଦିଲ୍ଲୀ : ଭାରତୀୟ ଭାରୋତ୍ତଳିକା ସର୍ବଜିତ୍ କୌର୍ ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ନାଡା ପକ୍ଷରୁ ବୁଧବାର ଏହି ବାସନ୍ଦାଦେଶ ଜାରି କରାଯାଇଛି । ଫେବୃୟାରୀ ମାସରେ ବିଶାଖାପାଟନମ୍ରେ ଅନୁଷ୍ଠିତ 34 ତମ […]
ନୂଆଦିଲ୍ଳୀ : ତୀରନ୍ଦାଜୀରେ ଭାରତ ପାଇଁ ଅଲମ୍ପିକ୍ସ ପଦକ ହାସଲ କରିବା ତାଙ୍କର ଲକ୍ଷ୍ୟ ବୋଲି ହିମାନୀ ମଲିକ୍ ପ୍ରକାଶ କରିଛନ୍ତି । ଦକ୍ଷିଣ ଏସୀୟ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ବିଜୟିନୀ ହିମାନୀ ମଲିକ୍ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରସ୍ତୁତି […]
ବ୍ୟୁନୋସ ଆରିସ୍ : ଇଟାଲୀ ମିଡଫିଲ୍ଡର ଡାନିଏଲ୍ ଡି ରୋସି ଅନ୍ତର୍ଜାତୀୟ ଫୁଟ୍ବଲ୍କୁ ଅଲ୍ବିଦା ଜଣାଇଛନ୍ତି । ମଙ୍ଗଳବାର ନିଜର ଅବସର ନେଇ ରୋସି ଘୋଷଣା କରିଛନ୍ତି । ଆହତ ସମସ୍ୟା ଏବଂ ପରିବାର ସହିତ ସମୟ ବିତାଇବା ପାଇଁ ରୋସି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଅଡିଟୋରିୟମରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁଯୋଗ ଦେଇ କହିଥିଲେ ଯେ, […]
ସିଡ୍ନୀ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍କୁ ହ୍ବାଇଟ୍ ଓ୍ବାସ୍ କରିବା ସହିତ 3-0ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟିମ୍ ପେନ୍ଙ୍କ ଦଳ 3-0 ସିରିଜ୍ ବିଜୟ ସହିତ ଟେଷ୍ଟ ଚାମ୍ପିୟନ୍ସିପ୍ ପଏଣ୍ଟ ଟେବୁଲ୍ରେ ଭାରତ […]
ମୁମ୍ବାଇ,04/01: ଭାରତର ଏକମାତ୍ର ଟି20 ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି । ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଇର୍ଫାନ୍ ଏହି ଘୋଷଣା କରିଛନ୍ତି । 2003 ବର୍ଡର- […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ,୩/୧: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ ୨୪ ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦୁଇଟି ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବିଜୟୀ ହୋଇ ଧର୍ମଶାଳା ଏବଂ ନିମେଇଶାପୁର ଫାଇନାଲରେ ପହଂଚିଛନ୍ତି। ପ୍ରଥମ ସେମିଫାଇନାଲ […]
ସିଡ୍ନୀ,03/01: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ମାର୍ନସ୍ ଲାବୁଶ୍ଚାଞ୍ଜେ ଶତକ ହାସଲ କରିଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଲାବୁଶ୍ଚାଞ୍ଜେଙ୍କ ଶତକ ସହାୟତାରେ 3 ଓ୍ବିକେଟ ହରାଇ […]
ନୂଆଦିଲ୍ଲୀ,01/01 : ଭାରତୀୟ ଅଲମ୍ପିକ ସଂଘ (ଆଇଓସି) ଶେଷରେ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବାର ନିଷ୍ପତ୍ତି ନେଇଛି । ବର୍ମିଂହାମ୍ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀରେ ସୁଟିଂକୁ ବାଦ ଦିଆଯାଇଥିବାରୁ ଭାରତ ରାଜ୍ୟ ଗୋଷ୍ଠୀ କ୍ରୀଡା ବର୍ଜନର ଧମକ ଦେଇଥିଲା […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ,01/01 : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ 24 ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ନେତାଜୀ ଆଥେଲେଟିକ୍ ଆସୋସିଏସନ୍ ଆନୂକୁଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକର ଉଦ୍ଘାଟନୀ ମ୍ୟାଚରେ ମୟୁରଭଞ୍ଜ ଫୁଟବଲ୍ ଦଳକୁ 3-1ଗୋଲ୍ […]
ସମୀକ୍ଷା ବ୍ୟୁରୋ କଟକ, 28/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍ରେ ଓଡିଶା 10 ଓ୍ବିକେଟ୍ରେ ବିଜୟୀ ହୋଇଛି । କ୍ରମାଗତ ତୃତୀୟ ମ୍ୟାଚ୍ରେ ବିଜୟୀ ହେବା ସହିତ ଓଡିଶା 3 ଟି ମ୍ୟାଚ୍ରୁ 21 ପଏଣ୍ଟ […]
ନୂଆଦିଲ୍ଲୀ,28/12 : 6 ଥର ବିଶ୍ବ ଚାମ୍ପିୟନ୍ସିପ୍ ବିଜୟିନୀ ଏମ୍ସି ମେରୀ କମ୍ ଟୋକିଓ 2020 ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 51 କିଗ୍ରା ବର୍ଗରେ ନିଖତ୍ ଜରିନ୍ଙ୍କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ […]
ନୂଆଦିଲ୍ଲୀ,28/12 : ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ଭାରତୀୟ ଭାରୋତ୍ତଳିକା ସୀମାଙ୍କୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ନାଡା ପକ୍ଷରୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । 34 […]
ନୂଆଦିଲ୍ଲୀ,26/12 : ନବମ ଖେଳାଳି ଭାବରେ ଟେଷ୍ଟରେ 150 ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ । ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟ ଖେଳି ଆଣ୍ଡରସନ୍ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି […]
ସମୀକ୍ଷାବ୍ୟୁରୋ ବାଣପୁର, ୨୬/୧୨: ବାଣପୁରର ସୁନୀତା ମାର୍ଥା ରାଜ୍ୟ ମହିଳା ଭଲିବଲ ଦଳ ପାଇଁ ମନୋନୀତ ହୋଇ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ପାଲଟିଛନ୍ତି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ଅଧୁନା ଭୁବନେଶ୍ବରସ୍ଥିତ ଶାରିରୀକ ଶିକ୍ଷା […]
ନୂଆଦିଲ୍ଲୀ,25/12 : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତାବକୁ ପୂର୍ବତନ ପାକିସ୍ତାନୀ କ୍ରିକେଟର ରଶିଦ୍ ଲତିଫ୍ ସମାଲୋଚନା କରିଛନ୍ତି । ଗାଙ୍ଗୁଲିଙ୍କ ପ୍ରସ୍ତାବିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଅନ୍ୟ ଏକ ଶ୍ରେଷ୍ଠ ଦଳ ଭାଗ […]
ସମୀକ୍ଷା ବ୍ୟୁରୋ କଟକ, 25/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ଦୃଢ ସ୍ଥିତିରେ ରହିଛି । ଓଡିଶାର ପେସ୍ ବୋଲର ସମସ୍ତ 10 ଓ୍ବିକେଟ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ ମାତ୍ର 117 ରନ୍ରେ […]
ସମୀକ୍ଷା ବ୍ୟୁରୋ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ହାସଲ କରିଛନ୍ତି। ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଥର ବିଶ୍ବ ଚାମ୍ପିୟନ୍ସିପ୍ ହାସଲ କରିଛନ୍ତି। ଓକୁହାରାଙ୍କୁ ସିଧାସଳଖ ସେଟ୍ ୨୧-୭, […]
ଭାରତରେ କ୍ରିକେଟ୍କୁ ଧର୍ମ ପରି ବିବେଚନା କରାଯାଏ । ମାତ୍ର ଚଳିତ କ୍ରିକେଟ୍ ବିଶ୍ବକପ୍ର ସେମି ଫାଇନାଲ୍ରୁ ଭାରତୀୟ ଦଳ ବିଦାୟ ନେବା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି। ବରିଷ୍ଠ ଖେଳାଳିଙ୍କ ପକ୍ଷରୁ କୋହଲିଙ୍କୁ ଅଧିନାୟକ ପଦବୀରୁ ବହିଷ୍କାର […]
ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ନିମନ୍ତେ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ଅଧିନାୟକ ରହିଥିବା ବେଳେ ଦିନିକିଆ ଏବଂ ଟି-୨୦ରୁ ଯଶ୍ପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ଏବଂ ଟି-୨୦ ଦଳରେ ଖଲିଲ ଅହମ୍ମଦଙ୍କୁ ସାମିଲ କରାଯାଇଛି। […]