ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଠାରେ ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନେଟଫିସ୍ ଓ ଏମ୍ପିଇଡିଏର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଏବଂ କ୍ଷେତ୍ର ସଂଯୋଜକ ଜିତେନ୍ଦ୍ରିୟ ନାୟକଙ୍କ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମାର୍କସ୍ବାଦର ମହାନ୍ ରୂପକାର, କାର୍ଲମାର୍କସ୍ଙ୍କ ସାତ୍ତ୍ୱିକ ବନ୍ଧୁ ଏବଂ ମହନ୍ ଦାର୍ଶନିକ ଫ୍ରେଡ଼୍ରିକ୍ ଏଙ୍ଗେଲସ୍ଙ୍କର ୨୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ସଭା ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍ଲା କମିଟି ତରଫରୁ ବ୍ରହ୍ମପୁର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରୁ ଗଂଜାମ ଜିଲ୍ଲାରେ ବହୁ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସରକାର ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଥିଲେ। ସେଠାରେ ସେମାନଙ୍କ […]
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ମଧ୍ୟରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ୫୦ ଫୁଟ ତଳେ ଏକ ନଦୀ […]
ବାଣପୁର, ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାଣ୍ଡଳ ଗ୍ରାମର ସାମନ୍ତରାୟପୁର ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ମାଛ ଧରିବାକୁ ଯାଇଥିବାବେଳେ ଡ଼ଙ୍ଗାରୁ ଖସିପଡି ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି। ମୃତ ଧୀବର ଜଣକ ହେଲେ ଗଣେଶ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲର ପକ୍ଷରୁ ନିର୍ଦ୍ଦେଶ ତଥା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ୨୪ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବେଆଇନ ମଦ ବିକ୍ରୀ ତଥା ପ୍ରସ୍ତୁତ ହେଉଥିବାବେଳେ ତହସିଲ୍ଦାର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାରେ ଲାଗିଛନ୍ତି। ଏହି ଯୋଗାଣ ଚେନ୍କୁ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବାଣପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନୂତନ ନଗର […]
ଭୁବନେଶ୍ୱର: ଶ୍ରୀଜୟଦେଵଙ୍କ ରଚିତ ଗୀତଗୋବିନ୍ଦ ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶ୍ରୀମନ୍ଦିର ରୀତିନୀତି ମଧ୍ୟରେ ଗୀତଗୋବିନ୍ଦର ପ୍ରଚଳନ ହିଁ ଏହାର ଉଦାହରଣ।ଶବ୍ଦ ସଂଯୋଜନା, ଭାବ ଓ ଭକ୍ତିର ଅପୂର୍ବ ନିଦର୍ଶନ ସ୍ୱରୂପ ଏହାର ପ୍ରଚାର ପ୍ରସାର ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅଂଚଳରେ ଦିନକୁ ଦିନ ଚୋରା କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। କରତ କଳକୁ ଟାଙ୍ଗୀ ଅଂଚଳରେ ବ୍ୟାନ କରାଯାଇଥିବା ବେଳେ ଚୋରା କାଠ ମାଫିଆ ମାନେ ବେଆଇନ ଭାବେ କରତ କଳ ଚଲାଇ […]
କନ୍ଦର୍ପ ବେହେରା ରେଢାଖୋଲ: ଜନୈକା ମହିଳାଙ୍କୁ ଜଣେ ଫରେଷ୍ଟଗାର୍ଡ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍ଓ ଙ୍କ କାର୍ଯ୍ୟାଳୟରେ ପରିବାର ତରଫରୁ ଆଜି ଧାରଣାରେ ବସିଥିଲେ। ପ୍ରକାଶ ଯେ, ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗ୍ରାମର ଜନୈକା ମହିଳାଙ୍କୁ ସେଇ ଗ୍ରାମର […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ ଜଗତସିଂହପୁର ଏକ କୃଷି ପ୍ରଧାନ […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁର ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓର୍ମାସ ଓ ଓଡିଶା ଜୀବିକା ମିଶନ୍ ଆନୁକୂଲ୍ୟରେ ଦୀନଦୟାଲ ଉଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନା (ଡିଡିୟୁଜିକେଓାଇ)ରେ ବିଭିନ୍ନ ଅଂଶିଦାର […]
ସୀତାରାମ ଅଗ୍ରୱାଲ ବାଣପୁର: ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ବିତିଗଲାଣି କିନ୍ତୁ ଆଜି ବି ଏପରି ଗରିବ ଅସହାୟ ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ସରକାରୀ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇ ନିଜ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଖୋର୍ଦ୍ଧା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ନିୟମଗିରି ବଣପାହାଡ ଘେରା ଅଂଚଳରେ ବସବାସ କରୁଥିବା ଜନଜାତି ଆଦିବାସୀ ସଂପ୍ରଦାୟର ଚାଲିଚଳଣି ତଥା ବାଲ୍ୟ ବିବାହ ପ୍ରଥା ଆଦି ସାମାଜିକ ଚଳଣି ସଂପର୍କରେ ପ୍ରକାଶିତ ତଥ୍ୟ ଭିତ୍ତିକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାର ବରିଷ୍ଠ […]
ରମେଶ ମହାନ୍ତି ଜଗତସିଂହପୁର: ଝଙ୍କଡ଼ ଶାରଳା ପୀଠକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ମାଡ ହୋଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ଦର୍ଶନ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା କେରାଣ୍ଡିଆ ପାଟଣା ଗ୍ରାମର […]
ରମେଶ ମହାନ୍ତି ଜଗତସିଂହପୁର: ପ୍ରସିଦ୍ଧ ଝଙ୍କଡ଼ ଶାରଳା ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକକୋଟି ଟଙ୍କା ଅନୁଦାନର କାର୍ଯ୍ୟକାରୀତା ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଆଜି (ରବିବାର ଦିନ) ଜେସିବି ମେସିନ୍ ଦ୍ୱାରା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର/ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମେଡ଼ିକାଲ୍ ଛକ ଠାରୁ ପୁରୁଣାପାଟଣା ଯାଉଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଦୁଇଟି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିଶ୍ୱାସ ରହିଛି “ଅଙ୍ଗ ଦାନ ମହତ ଦାନ‘‘ । ଜଣେବ୍ୟକ୍ତି ମୃତ୍ୟୁ ପରେ ବି ଅମର ରହିବାର ଅନ୍ୟତମ ମହତ ଉପାୟ ହେଉଛି ଅଙ୍ଗଦାନ। ଏହି ଉକ୍ତିର ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଯାଇ ଚଳିତ ମାସ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲିଠାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର ଛଟେଇ କର୍ମଚାରୀଙ୍କ ଧାରଣା ଅହୋରାତ୍ର ଜାରି ରହିଛି। ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। ସୂଚନାଥାଉକି ବ୍ରହ୍ମପୁର […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ଗତ ଦୁଇଦିନ ହେଲା ସଂକ୍ରମିତ ସଂଖ୍ୟା କମ ରହିଥିଲେ ମଧ୍ୟ ଦୁଇଦିନ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ପୁଣିଥରେ କରୋନାର ଦ୍ୱିତୀୟ ପ୍ରବାହ ଆଡ଼କୁ ଲୋକଙ୍କୁ ସଂକିତ କରିଛି। ଗତକାଲି ୩୪୨୯ ନମୁନା ପରୀକ୍ଷା […]