ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଘର ଉପରେ ନିଗମ ପକ୍ଷରୁ ଲଗାଯାଇଥିବା ହୋଲ୍ଡ଼ିଂ ଟ୍ୟାକସ୍ ଛାଡ଼ ସହ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଆଜି ସାଧାରଣ ଜନତା ପାଇଁ ଲଢ଼ୁଥିବା ପିପୁଲ୍ସ ଫର୍ ଦି ପବ୍ଲିକ୍ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ଆଜି ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଚାରିଦିନ ମଧ୍ୟରେ ୧୩ ଜଣଙ୍କ ମୁଣ୍ଡ ନେଲାଣି କରୋନା। କେବେ ଏହି ମୃତ୍ୟୁରେ ବ୍ରେକ୍ ଲାଗିବ ତାହା ଜଣାପଡ଼ୁନି। […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆପାତକାଳିନ ରେସପନ୍ସ ସେଣ୍ଟର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ କହିଲେ ପାରାଦ୍ବୀପ ଶିଳ୍ପାଞ୍ଚଳରେ ରାସାୟନିକ ଦୁର୍ଘଟଣାର ଶିକାର […]
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମରୁ ଚାରି ଜଣ ଏବଂ ସିଙ୍ଗେଶ୍ୱର […]
ରମେଶ ମହାନ୍ତି ଜଗତସିଂହପୁର: ମଙ୍ଗଳବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବନ୍ୟା କ୍ଷତିଗ୍ରସ୍ତ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୫ଟି ପଞ୍ଚାୟତର ୧୫ଟି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କୁ ଭେଟିଥିଲେ ।ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡାସାହିରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକ ର ବନ୍ୟାଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସାନଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଷ୍ଟୋର ହାଉସ ପାଲଟିଛି । କାହାରି ପାଦ ପଡୁନଥିବାରୁ ଏହା ଏବେ ଭୂତକୋଠି ପ୍ରାୟ ହୋଇଯାଇଛି । କୋଭିଡ୧୯ ଏବଂ ବର୍ଷା ଯୋଗୁଁ ଗ୍ରାମାଞ୍ଚଳରେ ରାସ୍ତା […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ସମୀକ୍ଷା ନିୟୁଜ ରେ ବାଣପୁର ଥାନା ସମ୍ମୁଖରେ ହଜାର ହଜାର ଲିଟର ପିଇବା ପାଣି ଅପଚୟ ହେଉଥିବାର ଖବର ପ୍ରସାରଣ କରାଯାଇଥିଲା। ହେଲେ ଉକ୍ତ ଘଟଣାର ଚବିଶ ଘଣ୍ଟା ନପୂରୁଣୁ ସମସ୍ୟାର ସମାଧାନ ହୋଇଅଛି। ଆଜି […]
ଭୁବନେଶ୍ବର, ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧ ଟି ସ୍ଥାନରେ ୩୫.୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବୋଚ୍ଚ ତାପମାତ୍ରା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏହି ଏଗାରଟି […]
ଭୂବନେଶ୍ବରର, ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋଚ୍ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଏବଂ ହୀରିମୂଳ ଗ୍ରାମରେ ପାଖାପାଖି ୩୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଗଲା। ଶୁଖିଲା ଖାଦ୍ୟରେ ବନ୍ୟା ପୀଡ଼ିତଙ୍କ ପାଇଁ ଚୁଡ଼ା, ଚିନି, ବିସ୍କୁଟ […]
ବାରିପଦା, ଏଆଇସିିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ । ଏହି ଟିମ୍ରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ […]
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋରୋନା ଭୂତାଣୁ ଦ୍ଵାରା କୋରୋନା ଯୋଦ୍ଧା, ବିଧାୟକ, ସାଂସଦମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସେହିଭଳି ଏହି ମହାମାରୀ କବଳରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ […]
ରମେଶ ମହାନ୍ତି ଜଗତସିଂହପୁର : ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ ସ୍ଥିତ ନୁଆଗାଦି ପୀଠରେ ବିଜୁ ଜନତାଦଳ ଆଇଟି ସେଲ୍ ର ବନ୍ଧୁମିଳନ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଯୁବସଂଗଠକ ତାପସ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାମ୍ନାରେ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି। ଥାନା ସାମ୍ନାରେ ଥିବା ରୋଡର ଭୂତଳରେ ବିଛାଯାଇଥିବା ଏକ ସପ୍ଲାଇ ପାଣି ପାଇପ ଫାଟିଯାଇଥିବାରୁ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୧୦୮ ହୋଇଛି। ତେବେ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ବଳବତ୍ତର ରହିଥିବାବେଳେ ଆଜି ୪ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପ୍ରଶାସନ ପକ୍ଷରୁ ପରୀକ୍ଷା ସଂଖ୍ୟା ଦିନକୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଲ୍ଲାଏନସ୍ କ୍ଳବ୍ ରୟାଲ ପକ୍ଷରୁ ଆଙ୍କୁଲି ଶିଳ୍ପାଞ୍ଚଳ ମୁଖ୍ୟରାସ୍ତାରେ ରବିବାର କରୋନାର ପ୍ରତିଷେଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା। କ୍ଳବ୍ର ଅଧ୍ୟକ୍ଷ ଏ.ଟି. ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିପିଏମ୍ ନେତା ତଥା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ମୃତ୍ୟୁସଂଖ୍ୟା ପିଛା ଛାଡ଼ୁନି। ଆକ୍ଟିଭ୍ ମାମଲା କମ୍ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ଉଚ୍ଚ ରହିଛି। ସାରା ରାଜ୍ୟର ପ୍ରାୟ ଅଧା ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାରେ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ବେଣୀ ପଥର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ଜୁଆଡ଼ି ମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ବେଣୀ ପଥର […]
ଭୁବନେଶ୍ବର, ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପ୍ରସଂଗରେ ଶେଷରେ ମୁଁହ ଖୋଲିଲେ ଅନୁଭବ। ସେ କହିଛନ୍ତି ଯେ, ବର୍ଷାକୁ ମୁଁ ବହୁତ ଭଲ ପାଉଥିବାରୁ ବିବାହ କରିଥିଲି। ହେଲେ ବିବାହର ବହୁ ବର୍ଷ ପରେ ବର୍ଷାର ବ୍ୟବହାରିକ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ସଂକ୍ରମଣ ସଂଖ୍ୟା ଶହେ ତଳକୁ ଥିବାବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ପାଇ ୧୦୨ ହୋଇଛି। ଆଜି ମଧ୍ୟ ଜଣକର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତକାଲି ସମୁଦାୟ ୬୬୪୬ଟି ନମୁନା […]