ନୟାଗଡ : ଖଣ୍ଡପଡା ଢୋଲମରା ପଞ୍ଚାୟତ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ସରପଞ୍ଚ ସୁଶାନ୍ତ ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି। ପୂର୍ବ ଶତ୍ରୁତାରୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ହତ୍ୟା କରିଥିବା ଅଭିଯୋଗ ରହିଛି। ପଞ୍ଚାୟତ ଅଫିସ୍ରୁ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର କୁଜଙ୍ଗ ଶାଖା ପକ୍ଷରୁ ଆଜି କୁଜଙ୍ଗଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନା ଭାଇରସ ଯୋଗୁ ଶିକ୍ଷାକ୍ଷେତ୍ରରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରୀଛାତ୍ରୀମାନଙ୍କୁ ପାଠ୍ୟ ଉପରକରଣ ବିନା ଦେୟରେ ପ୍ରଦାନ କରିବା, […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମହାମାରୀ ସମୟରେ ନିଜ ଗ୍ରାମକୁ ସୁରକ୍ଷିତ ରଖିବାର ଏକ ଅନନ୍ୟ ପ୍ରୟାସ କରିଛନ୍ତି ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଗ୍ରାମର କିଛି ଯୁବକ। ପ୍ରଶାସନ ପକ୍ଷରୁ ଗ୍ରାମକୁ ସାନିଟାଇଜ୍ କରାଯାଉନଥିବା ବେଳେ ୧୨ ନମ୍ବର ଓ୍ବାର୍ଡର […]
ରମେଶ ମହାନ୍ତି ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା କରିଥିଲେ। ଆସନ୍ତା ୨୦ତାରିଖରେ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଅଧିକ ସଂଖ୍ୟକ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଜଗତସିଂହପୁର ସ୍ଥିତ ଏସ୍.ଭି.ଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟ୍ରାନଜିଟ୍ ପଏଣ୍ଟ […]
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: କୋଭିଡ-୧୯ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଟି ଯାକ ବ୍ଲକ ଏବଂ ଭବାନୀପାଟଣା ମ୍ୟୁନିସିପାଲିଟି, ଜୁନାଗଡ, ଧର୍ମଗଡ ଓ କେସିଙ୍ଗା ଏନଏସି ରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମୋଟ ୬୬୦୩୬ ଜଣ ବ୍ୟକ୍ତି ନିଜ ନିଜ […]
ହେମାଙ୍ଗ ରାଉଳ ବ୍ରହ୍ମପୁର : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲୁଥିବା ତାଲାବନ୍ଦ ଫଳରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନ ମଜୁରିଆ, ରିକ୍ସା ଚାଳକ, ଅଟୋଚାଳକ, ଅନ୍ୟ ଘରେ କାର୍ଯ୍ୟ କରୁଥିବା ମହିଳା, ରାଜ୍ୟ ଓ ଜିଲ୍ଲା ବାହାରୁ […]
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା : ଆଜି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ନିକଟସ୍ଥ ଜଗତେଶ୍ଵର ମନ୍ଦିର ରାସ୍ତାରେ ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । […]
ରଞ୍ଜିତ ପଣ୍ଡା କୁଜଙ୍ଗ : ବ୍ରାହ୍ମଣ ସୁରକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ମହ୍ଲାସାହି ସ୍ଥିତ ଗ୍ରାମଦେବତୀ ମା କେନ୍ଦୁଳାଇ ମନ୍ଦିର ପରିସର ମଧ୍ୟରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନ ସଚେତନତା କାର୍ଯ୍ୟକ୍ରମ ସହିତ […]
ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 15ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଏମକେସିଜି ବଡ଼ମେଡିକାଲରେ ଆଜି ସକାଳୁ ସିତଲାପଲ୍ଲୀ କୋଭିଡ 19 ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଂଜାମ ଜିଲ୍ଲାର ଜଣେ 32 ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର […]
ରମେଶ ମହାନ୍ତି ଜଗତସିଂହପୁର: ବିଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାକୁ ୨୮୪ ଜଣ ପ୍ରବାସୀ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ ୧୨୪୬ ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି। ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ସମସ୍ତ ପ୍ରବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ […]
ରଞ୍ଜିତ ପଣ୍ଡା କୁଜଙ୍ଗ : ଆଜି କୁଜଙ୍ଗ-ପାରାଦ୍ଵୀପ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ମୁ୍ଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ସମିତିର ଆବାହକ ରଘୁନାଥ ସାହୁଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ପାରାଦ୍ବୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି […]
ରଞ୍ଜିତ ପଣ୍ଡା କୁଜଙ୍ଗ : ଦିନ ମଜୁରିଆ ଓ ଶ୍ରମିକ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ଲକ୍ ଡାଉନ । ବନ୍ଦର ନଗରୀ ପାରାଦ୍ବୀପରେ ରହୁଥିବା ଦିନ ମଜୁରିଆ ଏବେ ଭୋକ ଉପାସରେ । ନା ମିଳିପାରୁଛି ମଜୁରୀ, ନା ପାଖରେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜି ବିରିଜାଈ ନିକଟସ୍ଥ କଟୁଆଳ ଗ୍ରାମ ବରବରା ପଞ୍ଚାୟତ ଓ ନିଳାଦ୍ରି ପଞ୍ଚାୟତରେ ସକାଳ 8 ଘଟିକା ସମୟରେ ପୋଲିସ୍ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଜବତ କରି […]
ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତି ଗ୍ରହଣ କରିଛି। ବର୍ତ୍ତମାନ ଏହି ଭୟାବହ ପରିସ୍ଥିତିରେ କରୋନା ସହ ଲଢିବାରେ ସରକାରଙ୍କୁ ସହଯୋଗ କରୁଥିବା ସମସ୍ତ କର୍ମଚାରୀ […]
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: ଓଡିଶାରୁ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଯାଏ ଲମ୍ବିଥିବା ଏକ ବିରାଟ ଆନ୍ତରାଜ୍ୟ ବାଇକ ଚୋରୀ ରାକେଟର ଠାବ କରିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଥାନା ପୋଲିସ। ଦୀର୍ଘ ଚାରିମାସର ଅପରେସନ ପରେ ଲାଂଜିଗଡ ପୋଲିସକୁ ସଫଳତା ମିଳିଛି। […]
ଜଳେଶ୍ବର : ଜଳେଶ୍ବରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରିବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ସମୁଦ୍ର କୂଳରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲିଆପାଳ ବ୍ଲକ ଡଗରା ବେଳାଭୂମିରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। […]
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ରାତି ୮ଟା ସୁଦ୍ଧା ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୬୯୧ଜଣ ପ୍ରବାସୀ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି। ସୂଚନାନୁଯାୟୀ ଗତ ୮ତାରିଖ ଦିନ ସଂଗୃହୀତ ହୋଇଥିବା ୧୨୪ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ରହିଥିବା ଜିଲ୍ଲାପାଳ ପ୍ରକାଶ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ଓଡିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ପିଏମ୍ କେୟାର ଫଣ୍ଡକୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିଳାପୁତ୍ରର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ବରିଷ୍ଠ କଳାକାର ସଂଘ । ମେ 11 ତାରିଖ ରାତି 10ଟା ସମୟରେ […]