ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତାକାଲି ବାଣପୁର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା। ଏଥିନିମନ୍ତେ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସହ। ଗାଁ ଗାଁ ଉତ୍ସବମୁଖର। ସାରା ବାଲୁଗାଁ ବାଣପୁର ଓ ଚିଲିକାବାସୀ ପଞ୍ଚଦୋଳ ଏବଂ ନଈରୀ ଦଶଦୋଳ ଉତ୍ସବକୁ ପାଳନ କରିବା […]
ସୀତାରାମ ଅଗ୍ରୱାଲ ବାଣପୁର:- ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଅନୁରୂପ ଭାବେ ବାଣପୁର ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି। ବିଗତ ଦିନରେ କରୋନା ପାଇଁ ଶିକ୍ଷା ବିଭାଗ ବହୁ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଏନ୍ ସି ସି ସମ୍ବଲପୁର୍ ଗୃପ ହେଡକ୍ୟୁଆଟରର ସହଯୋଗରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଦୁଇଟି ଏନ୍ ସି ସି ୟୁନିଟ୍ ଖୋଲିଛି। ଵାଳକ ବିଭାଗ ୟୁନିଟର ଏନ୍ […]
ରଣପୁର: ରଣପୁର ବ୍ଲକ ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧିକାରିଣୀ ବନଲତା ବେହେରା ଯୋଗ ଦେଇଥିଲେ। ଏଥିରେ ଅବସର ପ୍ରାପ୍ତ […]
ରଣପୁର: ରଣପୁର ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା କୁମାରୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ବରିଷ୍ଠ […]
ସୀତାରାମ ଅଗ୍ରୱାଲ ଗମ୍ଭାରିମୁଣ୍ଡା: ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚ଼ାରଣ […]
ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଖୁବ ଧୁମଧାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ବିନୋଦ […]
ସୀତାରାମ ଅଗ୍ରୱାଲ ବାଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଧାରାରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲ ରହିଲେ ଜୀବନ […]
ସୀତାରାମ ଅଗ୍ରୱାଲ ବାଣପୁର: ଗୁରୁବାର ପୂର୍ବାହ୍ନରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ତଥା ଦେଓଗାଁ ଗ୍ରାମପଞ୍ଚାୟତର ବିଜେପିର ଜଣେ ପ୍ରତିଷ୍ଠିତ ନେତା ଭାବରେ ଜଣାଶୁଣା ବ୍ୟକ୍ତିତ୍ୱ ସୁଶୀଲ କୁମାର ବିଶୋଇଙ୍କର ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିବା […]
ବାଣପୁର: ଫାଲଗୁନ ମାସ ପୂର୍ଣ୍ଣିମାରେ ଓଡିଶାର ପୁରପଲ୍ଲୀରେ ପାଳିତ ହୋଇଥାଏ ଦୋଳ ଉତ୍ସବ। ସେହିପରି ଏହି ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଛି। ଗ୍ରାମର ଠାକୁର ପତିତପାବନଙ୍କ ବିଜେ ପ୍ରତିମା ଏକ ସୁସଜ୍ଜିତ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଏସଡିପିଓ ଓପିଏସ ମାନସ ରଞ୍ଜନ ବାରିକଙ୍କ ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି। ତାଳଚେର ଏସଡ଼ିପିଓ ଭାବେ ତାଙ୍କର ବଦଳି ହୋଇଛି। ହେଲେ ଏ କଥାକୁ ବାଣପୁର-ବାଲୁଗାଁବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଖବର […]
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଠାରେ ଘଟିଥିବା ବାଣ ବିସ୍ଫୋରଣରେ ଅଦ୍ୟାବଧି ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହା ପରେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଅଞ୍ଚଳରେ ବେଆଇନ ବାଣ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ର ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ୨୫ ତାରିଖରେ ଓକିଲ ସଂଘ ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର […]
ବାଲୁଗାଁ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ରଙ୍କ ହସ୍ତକ୍ଷେପ ପରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ମର ଶରୀର ସୁଦୂର ମଧ୍ୟପ୍ରଦେଶ ରୁ ଆସି ପହଁଚିବା ପରେ ଆଜି ସକାଳେ ଅନ୍ତେଷ୍ଟି କ୍ରିୟାକର୍ମ କରାଯାଇଛି। ସୂଚନା ମୁତାବକ ଚିଲିକା ବ୍ଲକ […]
ଭୁବନେଶ୍ୱର: ଭୀମଟାଙ୍ଗିରେ ଦୋଳଯାତ୍ରା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ରାଧାକୃଷ୍ଣ ଓ ଦୋଳ ଗୋବିନ୍ଦଙ୍କ ପ୍ରତିମୂର୍ତିଙ୍କୁ ଭକ୍ତମାନଙ୍କ ଘର ଦ୍ୱାର ନିକଟକୁ ଯାଇ ଭୋଗ ଲାଗି କରାଯାଉଛି। ସୁସଜ୍ଜିତ ବିମାନ ଯୋଗେ ଠାକୁର ଯାତ୍ରା କର ଦୋଳର ଚାର୍ଚେରୀ ଭାଗ ଲାଗି […]
ସୀତାରାମ ଅଗ୍ରୱାଲ ଚିଲିକା: ମାର୍ଚ୍ଚ ପାଞ୍ଚ ତାରିଖ ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ତିଥି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ କ୍ରିଷ୍ଣା କଲ୍ୟାଣ ମଣ୍ଡପ […]
ସିତରାମ ଅଗ୍ରୱାଲ ଚିଲିକା: ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ହେଲେ ଏହାକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି। ଓଡ଼ିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ଏହାକୁ ପାଳନ କରିବା […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ରବିବାର ସନ୍ଧ୍ୟାରେ ୧୬ନଂ ଜାତୀୟ ରାଜପଥ ପାରିକଂସାରି ଓଭର ବ୍ରିଜ ଠାରେ ଏକ ଆଳୁ ବୋଝେଇ ବୋଲେରୋ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଛି। ସୂଚନା ମୁତାବକ ଓଆର ୦୭ ଏଏ ୦୫୫୨ ଏକ ଆଳୁ ବୋଝେଇ […]
ସୀତାରାମ ଅଗ୍ରୱାଲ ବାଣପୁର: ୧୯୬୩ ମସିହାରେ ପ୍ରତିଷ୍ଠିତ ଏବଂ ଓଡିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ରବିବାର ଦିନ ମହାବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ […]
ସୀତାରାମ ଅଗ୍ରୱାଲ ବାଣପୁର: ରବିବାର ଅପରାହ୍ନରେ ବାଣପୁର ମେଡିକାଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବରରୁ ଜଣାଯାଇଛି ଓଡି ୦୨ ବିଡି ୧୫୪୪ ନମ୍ବର ବିଶିଷ୍ଟ ଏକ ଟାଟାନିଅମ କାରରେ ଭୁବନେଶ୍ୱରରୁ ଚାଳକ ତାଙ୍କର ମାଙ୍କୁ ନେଇ ବାଣପୁର […]
ସୀତାରାମ ଅଗ୍ରୱାଲ ବାଣପୁର: ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜନ ସାଧାରଣ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାରା ଓଡ଼ିଶାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ବିତରଣ କେନ୍ଦ୍ର ଖୋଲି ନାଗରିକମାନଙ୍କୁ […]