Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନିଜ ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଲେ ଯୁବକ
ଅପରାଧ

ନିଜ ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଲେ ଯୁବକ

December 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୈଠନଠାରେ ଜଣେ 25 ବର୍ଷୀୟ ଯୁବକ ଏକ ମନ୍ଦିରରେ ନିଜର ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଛି । ଯୁବକ ଜଣ ମନ୍ଦିରରୁ ମୃତ୍ୟୁବସ୍ଥାରେ ମିଳିଛନ୍ତି । ତେବେ ଅଘୋରୀ ପ୍ରଥା ପୂର୍ବକ ଯୁବକ ଜଣକ ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୋଲିସ୍‌ ସନ୍ଦେହ କରିଛି ।

ଯୁବକ ଜଣକ ନନ୍ଦୁ ଘୁଙ୍ଗାସେ ବୋଲି ପରିଚୟ ମିଳିଛି । ନନ୍ଦୁ କହାରଓ୍ବାଡ ଗ୍ରାମର ଜଣେ ମତ୍ସ୍ୟଜୀବୀ ବୋଲି ସୂଚନା ରହିଛି । ଏପରି ଘଟଣାକୁ ଚାରିଜଣ ଲୋକେ ଦେଖିଥିବାର ସୂଚନା ରହିଛି ।

ପୈଠନ୍‌ ସହରର ଗଗଭଟ୍ଟ ଚୌକ୍‌ଠାରେ ଥିବା ସିଦ୍ଧି ଅଲ୍ଲୀ ଦର୍‌ଗା ନିକଟରେ ଏକ ଶିବ ମନ୍ଦିରରେ ଏହି ଘଟଣାଟି ଘଟିଛି । ବିହାରୀ ପରଦେଶୀ ନାମକ ଜଣେ ବ୍ୟକ୍ତି ପୂଜା କରିବାକୁ ଯିବା ସମୟରେ ମନ୍ଦିରରେ ଉକ୍ତ ଯୁବକକୁ ଦେଖିଥିଲେ । ଏହାପରେ ସେ ପୋଲିସ୍‌କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ୍‌ ତତକ୍ଷଣାତ୍‌ ମନ୍ଦିରରେ ପହଞ୍ଚି ଯୁବକଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉକ୍ତ ଯୁବକ ଜଣକ ମନ୍ଦିରରେ ନିଜର ଗଳା କାଟି ଶିବ ଲିଙ୍ଗରେ ନିଜ ରକ୍ତ ଚଢାଇଥିଲେ । ତେବେ ତାଙ୍କୁ କେହି ଅଟକାଇବାକୁ ସାହସ କରିନଥିଲେ । (ଏଜେନ୍ସି)

died
Share. Facebook Twitter LinkedIn Email WhatsApp Copy Link

Related Posts

ଢାବାରେ ନିଆଁ : ୩ ଗୁରୁତର

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026
Latest News

ଢାବାରେ ନିଆଁ : ୩ ଗୁରୁତର

June 17, 2026

ଆମେରିକା ଆକ୍ରମଣରେ ତିନି ଭାରତୀୟଙ୍କ ମୃତ୍ୟୁ ପ୍ରସଙ୍ଗ: ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

June 17, 2026

‘ଡାଲିରେ ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଉପରେ ବିଶେଷ ଗୁରୁତ୍ୱାରୋପ

June 17, 2026

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.