Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଧାନମଣ୍ଡିରେ ଅଘଟଣ: ପଂଚାୟତ ଗେଟ୍ ରେ ଚାପି ହୋଇ ଶ୍ରମିକ ମୃତ
ଅପରାଧ

ଧାନମଣ୍ଡିରେ ଅଘଟଣ: ପଂଚାୟତ ଗେଟ୍ ରେ ଚାପି ହୋଇ ଶ୍ରମିକ ମୃତ

January 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଘୋଷରାମାଳ ଧାନ ମଣ୍ଡିରେ ଏକ ଧାନ ଟ୍ରକ୍ ପଂଚାୟତ ଗେଟ୍ ରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଧାନ ମଣ୍ଡିରେ ଧାନ କ୍ରୟ କରି ଟ୍ରକ୍‌ରେ (ଓଡି ୧୫ଡି ୬୧୭୭ ନମ୍ବରରେ) ଧାନ ଲୋଡ୍ ହୋଇ ପଂଚାୟତ ଭିତରୁ ବାହାରକୁ ବାହାରୁଥିବା ବେଳେ ଟ୍ରକ୍ ଉପରେ ବସିଥିବା ଶ୍ରମିକ ଡଇଁଚା ଗ୍ରାମର ରଞ୍ଜନ କୁମାର ପ୍ରଧାନ ଚାପି (୨୯)ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଡ୍ରାଇଭରର ଅସାବଧାନତା ହେଉ ବା ଶ୍ରମିକର ଖାମଖିଆଲି ଯୋଗୁଁ ହେଉ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଡାକ୍ତରଖାନାକୁ ନେବା ବାଟରେ ଶ୍ରମିକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର୍ ଥିବା ଜଣା ପଡିଛି।

ରେଢାଖୋଲ ଥାନା କେସ୍ ନଂ ୭/୨୨ ୟୁ/ଏସ୍ ୨୭୯/୩୦୪ (ଏ) ଆଇପିସିି ରେ ପୋଲିସ୍ ମାମଲା ରୁଜୁ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ପୋଲିସ୍ ଗିରଫ କରି ନ ଥିଲା। ହିନ୍ତରାଇ ଗ୍ରାମର ନରହରି ମାଝୀ ମୃତ ଶ୍ରମିକ ରଞ୍ଜନ କୁମାର ପ୍ରଧାନଙ୍କୁ ଘରୁ ଡାକି ଆଣି ତାକୁ ଶ୍ରମିକ ଭାବରେ କାମରେ ନିୟୋଜିତ କରିଥିବା ବେଳେ ମୃତକର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣା ପଡିଛି।

ଶ୍ରମିକ ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.