Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯାଜପୁରର ପୂର୍ବତନ ବିଧାୟକଙ୍କ ଭାଇ ଗିରଫ 
ଅପରାଧ

ଯାଜପୁରର ପୂର୍ବତନ ବିଧାୟକଙ୍କ ଭାଇ ଗିରଫ 

November 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଯାଜପୁର ପୈାର ପରିଷଦର ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ଯାହାକି ଯାଜପୁରରେ ରାଜନୈତିକ ଉଷ୍ମତା ସୃଷ୍ଟିି କରିଛି। ଭବ ପ୍ରସାଦ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାନ ଭାଇ ଅଟନ୍ତି। ଗତ ଗୁରୁବାର ଦିନ ବିରଜା ହାଟର ତିନି ଜଣ ବ୍ୟବସାୟୀ ସେମାନଙ୍କୁ ଭବପ୍ରସାଦ ଦାସ ଆକ୍ରମଣ କରିଥିଲେ ବୋଲି ଯାଜପୁର ଥାନାରେ ଅଭିଯୋଗ କରିଥିଲେ।

ସୂଚନା ଥାଉକି, ବିରଜା ମନ୍ଦିରର ସୈାନ୍ଦର୍ଯ୍ୟୀକରଣ ପାଇଁ ପୂର୍ବ ସରକାର ବିରଜା ମନ୍ଦିର ପ୍ରକଳ୍ପ ଆରମ୍ଭ କରିଥିଲେ। ସ୍ଥାନାଭାବ ଦେଖାଯିବାରୁ ମନ୍ଦିର ନିକଟସ୍ଥ ବହୁ ପୁରାତନ ବିରଜା ହାଟକୁ ନିକଟସ୍ଥ ସନ୍ଥମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ହାଟକୁ ପୁର୍ନବାର ମନ୍ଦିର ନିକଟକୁ ଉଠାଇ ଆଣିବା ପାଇଁ ହାଟର କିଛି ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଳାଇଛନ୍ତି।

ଅପର ପକ୍ଷରେ ହାଟ ସ୍ଥାନାନ୍ତରକୁ ବିଜେଡି ସମର୍ଥିତ କିଛି ସ୍ଥାନୀୟ ଲୋକ ବିରୋଧ କରି ଆସୁଛନ୍ତି ଓ ବନ୍ଦ ପଡିଥିବା ବିରଜା ମନ୍ଦିର ପ୍ରକଳ୍ପ ଚାଲୁ ରଖିବା ଦାବୀ କରି ଆସୁଛନ୍ତି। ଏହି ପ୍ରସଂଗକୁ ନେଇ ଗତ ବୁଧବାରଠାରୁ ଯାଜପୁର ସହରରେ ଉତ୍ତେଜନା ଲାଗିରହିଛି।

ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବିରଜା ମନ୍ଦିର ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026

୩୫୨ ବଜ୍ରକାପ୍ତା କାତି ଜବତ: ୬ ଚୋରା ଚାଲାଣକାରୀ ଗିରଫ

September 13, 2026
Latest News

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026

୩୫୨ ବଜ୍ରକାପ୍ତା କାତି ଜବତ: ୬ ଚୋରା ଚାଲାଣକାରୀ ଗିରଫ

September 13, 2026

ଆପ ର ବଡ଼ ପଦକ୍ଷେପ: ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ଘୋଷଣା କଲେ ଅରବିନ୍ଦ କେଜରିୱାଲ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.