Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବହୁ ହୁକ୍କା ବାର୍ ଉପରେ ବ୍ରହ୍ମପୁର ପୋଲିସ ର ଚଢ଼ାଉ
ଅପରାଧ

ବହୁ ହୁକ୍କା ବାର୍ ଉପରେ ବ୍ରହ୍ମପୁର ପୋଲିସ ର ଚଢ଼ାଉ

March 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହରରେ ବେଆଇନ ଭାବେ ଚାଲିଥିବା ୭ ଟି ହୁକ୍କା ବାର୍ ଚଢାଉ କରିଛି। ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ କୋର୍ଟପେଟା ଛକ, ଟାଟାବେଞ୍ଜ ଛକ, ଟାଉନ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ, ଗାନ୍ଧୀନଗର, ଚର୍ଚ୍ଚ୍ ରୋଡ଼, ଗିରିଜା ଛକ ଓ ବଡ଼ବଜାର ଥାନା ହରିଡ଼ାଖଣ୍ଡି ଛକରେ ଚାଲିଥିବା ବେଆଇନ ହୁକ୍କା ବାର୍ ଉପରେ ବ୍ରହ୍ମପୁର ପୋଲିସ ର ମିଳିତ ଚଢାଉ କରାଯାଇଛି। ଯେଉଁଥିରେ ୪୨ ଟି ହୁକ୍କା ପଟ୍ ଓ ଷ୍ଟେଣ୍ଡ୍ ଜବତ ହୋଇଛି। ଏହା ସହିତ ହୁକ୍କା ବାର୍ ର କିଛି ପରିଚାଳକଙ୍କୁ ଜେରା ଚାଲିଛି।

ପ୍ରକାଶ ଯେ, ବିନା ଅନୁମତିରେ ଉକ୍ତ ବାର୍ ଗୁଡିକ ବହୁତ ଆଗରୁ ଚାଲୁଥିଲା। ବହୁ ଯୁବକ ଓ ଯୁବତୀମାନେ ହୁକ୍କା ଟାଣୁଥିବା ସଠିକ୍ ଖବର ପାଇ ପୋଲିସ ହଠାତ୍ ଚଢ଼ାଉ କରିଥିଲା।

ବୈଦ୍ୟନାଥ ପୁର ଥାନା ବ୍ରହ୍ମପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଜାତୀୟ ସମ୍ମିଳନୀ

September 11, 2026

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026
Latest News

ଆଜିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଜାତୀୟ ସମ୍ମିଳନୀ

September 11, 2026

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.