Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ ମହାବିଦ୍ୟାଳୟ ଇନଷ୍ଟାଗ୍ରାମ ଆଇଡି ରେ ପୋଷ୍ଟ ହେଲା ଅଶ୍ଳୀଳ ଫଟୋ: ଥାନାରେ ଅଭିଯୋଗ
ଅପରାଧ

ବାଲୁଗାଁ ମହାବିଦ୍ୟାଳୟ ଇନଷ୍ଟାଗ୍ରାମ ଆଇଡି ରେ ପୋଷ୍ଟ ହେଲା ଅଶ୍ଳୀଳ ଫଟୋ: ଥାନାରେ ଅଭିଯୋଗ

August 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଧୁନିକ ଯୁଗରେ ସୋସିଆଲ ମିଡିଆର ଚାହିଦା ବଢୁଥିବା ବେଳେ ରିଲ୍ସ ନିଶାରେ ଯୁବପିଢ଼ି ପଡିଥିବା ଦେଖିବାକୁ ମିଳୁଛି। ନିଜ ନିଜର ଫଲୋର୍ସ ବଢାଇବା ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ରେକର୍ଡିଂ ହେଉ ଅବା ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସାଙ୍ଗସାଥି, ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବାକୁ ପ୍ରୟାସ ଜାରି ରଖିଛନ୍ତି। ହେଲେ କିଛି ବ୍ୟକ୍ତି ବିଶେଷ ମହତ ଉଦ୍ଦେଶ୍ୟ ନେଇ ଦେଶ, ବିଦେଶ ଅବା ସ୍ଥାନୀୟ କିଛି ତଥ୍ୟ ଭିତ୍ତିକ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଫଲୋର୍ସ ବଢାଉଇବାକୁ ଚେଷ୍ଟା କରୁଛନ୍ତି। ତେବେ ଫଲୋର୍ସ ବଢାଇବା ନିଶାରେ ଅନେକ ସମୟରେ କିଛି ଵିଭ୍ରାନ୍ତିକର ପୋଷ୍ଟ ଯୋଗୁଁ ଟ୍ରୋଲ ମଧ୍ୟ ହୋଇଥାନ୍ତି। ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି।

୨୦୨୨ ମସିହାରୁ ବାଲୁଗାଁ ମହାବିଦ୍ୟାଳୟ ନାମକ ଏକ ଇନଷ୍ଟାଗ୍ରାମ ଆଇଡିକୁ ସେହି କଲେଜର ଜଣେ ଛାତ୍ର ପରିଚାଳନା କରି ଆସୁଥିବା ବେଳେ କଲେଜ ସମ୍ବନ୍ଧୀୟ ବିଭିନ୍ନ ଜରୁରୀ ଖବର ମାନ ପୋଷ୍ଟ କରିଆସୁଥିଲେ। ଏପରିକି ଉକ୍ତ ଆଇଡିରେ ୬୦୦ରୁ ଉର୍ଦ୍ଧ୍ବ ଫଲୋର୍ସ ମଧ୍ୟ ଯୋଡି ହୋଇ ରହିବାସହ ଅନେକ ସମୟରେ ପରୀକ୍ଷା ସୂଚୀ, କଲେଜ ବିଂଜ୍ଞପ୍ତି ଅବା କଲେଜ ସମ୍ବନ୍ଧରେ ତଥ୍ୟ ପାଇପାରୁଥିଲେ। ମାତ୍ର କିଛି ଦିନ ତଳେ ଉକ୍ତ ଆଇଡି ଟି ହ୍ୟାକ ହେଇଥାଉ ଅବା କେହି ଜାଣିଶୁଣି ଵିଭ୍ରାନ୍ତିକର ଅଶ୍ଳୀଳ ଫଟୋ ପୋଷ୍ଟ କରିଥିଲେ। ଏପରିକି ଉକ୍ତ ଆଇଡିରେ ଏହାକୁ ନେଇ ମେସେଜ ମାଧ୍ୟମରେ ବାକ ବିତର୍କ ହୋଇଥିଲା। ଯାହାଫଳରେ ଉକ୍ତ ଆଇଡିରେ ଖରାପ ପୋଷ୍ଟ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ହେବାରେ ଆଇଡି ପରିଚାଳନା କରୁଥିବା ଛାତ୍ର ଏହି ଆଇଡିକୁ ସ୍ଥଗିତ ରଖିବା ସହ ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି।

ଉକ୍ତ ଘଟଣା ନେଇ ତଦନ୍ତ ଜାରି ରହିଥିବା ବାଲୁଗାଁ ଥାନା ପକ୍ଷରୁ କୁହାଯାଇଛି।

ଅଶ୍ଳୀଳ ଫଟୋ ଥାନାରେ ଅଭିଯୋଗ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.