Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୋଲସରାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ
ଅପରାଧ

ପୋଲସରାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

March 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୋଲସରା
ପୋଲସରାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସହର ଉପକଣ୍ଠ ରାଣୀପଡା ବାଲିବନ୍ଧ ସାହିର ଶିବାଜୀ ବରଡ ନାମକ ଜଣେ ଯୁବକଙ୍କୁ ଦୁଇ ଜଣ ଯୁବକ ଆତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀ ଯୁବକମାନେ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳର ବାସିନ୍ଦା ଓ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

ଶିବାଜୀଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶିବାଜୀଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲସରା ସହର ଉପକଣ୍ଠ ମାରଣାନ୍ତକ ଆକ୍ରମଣ ରାଣୀପଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

March 21, 2026

IPL ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳିବ ନୂତନ ସିରିଜ୍: ଆକ୍ସନରେ ଆସିବେ ରୋହିତ ଏବଂ ବିରାଟ

March 21, 2026

ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’

March 21, 2026

‘ଫର୍ସା ୱାଲେ ବାବା’ ଙ୍କୁ ହତ୍ୟା ଅଭିଯୋଗ: ଗୋ ଚାଲାଣ ଗାଡ଼ିକୁ କରୁଥିଲେ ପିଛା

March 21, 2026
Latest News

ପୋଲସରାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

March 21, 2026

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

March 21, 2026

IPL ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳିବ ନୂତନ ସିରିଜ୍: ଆକ୍ସନରେ ଆସିବେ ରୋହିତ ଏବଂ ବିରାଟ

March 21, 2026

ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’

March 21, 2026

ଆମେରିକାର ୟୁ-ଟର୍ଣ୍ଣ: ଏଥର ଇରାନରୁ ତେଲ କିଣିପାରିବ ଭାରତ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.