Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କୁକୁରକୁ ବିଷ ଦେଇ 7 ଲକ୍ଷ ଟଙ୍କା ଲୁଟ
ଅପରାଧ

କୁକୁରକୁ ବିଷ ଦେଇ 7 ଲକ୍ଷ ଟଙ୍କା ଲୁଟ

February 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମୁମ୍ବାଇରେ ଏକ କୁକୁରକୁ ବିଷ ଦେଇ ହତ୍ୟା କରିବା ପରେ ପାର୍ଶୀ ଦମ୍ପତ୍ତିଙ୍କୁ ଲୁଟ୍‌ କରାଯାଇଛି । ପାଲଗଡର ଦାହାନୁରେ ଏହି ଘଟଣା ଘଟିଛି । ଉକ୍ତ ଦମ୍ପତ୍ତିଙ୍କ କୁକୁରକୁ ବିଷ ଦିଆଯିବା ପରେ 7 ଲକ୍ଷ ଟଙ୍କାର ଲୁଟ୍‌ କରାଯାଇଛି । ଶନିବାର ରାତିରେ 5 ଜଣ ଲୁଟେରା ପାଲଗଡର ରୋହିନ୍‌ଟନ ତାରାପୋରଓ୍ବାଲା ଏବଂ ହୋମାଇଙ୍କ ଘରେ ଘଟିଛି । ରାତି ପ୍ରାୟ 1.30 ମିନିଟ୍‌ରେ 5 ଜଣ ମୁଖା ପିନ୍ଧା ଲୁଟେରା ଦମ୍ପତ୍ତିଙ୍କ ଘରେ ପହଞ୍ଚି ଲୁଟ କରିଥିଲେ । ଦମ୍ପତ୍ତିଙ୍କ ଘରେ ରହିଥିବା କୁକୁର ଭୁକିବାରୁ କୁକୁର ଏବଂ କୁକୁଡାଙ୍କୁ ଦୂର୍ବୁର୍ତ୍ତ ବିଷ ଦେଇଥିଲେ । ଏହି ଘଟଣାରେ ଗୋଟିଏ କୁକୁର ଏବଂ ଦୁଇଟି କୁକୁଡାଙ୍କର ପ୍ରାଣହାନି ଘଟିଛି । ଏହା ସହିତ ଦୂର୍ବୁର୍ତ୍ତ ରୋହିନ୍‌ଟନ୍‌ଙ୍କ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । (ଏଜେନ୍ସି)

mumbai palgarh robbery
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Latest News

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.