Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫିଲ୍ମ ଡାଇଲଗ୍‌ କହି ବାପାକୁ ନିର୍ମମ ହତ୍ୟା କଲା ପୁଅ
ଅପରାଧ

ଫିଲ୍ମ ଡାଇଲଗ୍‌ କହି ବାପାକୁ ନିର୍ମମ ହତ୍ୟା କଲା ପୁଅ

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ନାଗପୁର : 25 ବର୍ଷୀୟ ପୁଅ ନିଜ ବାପାର ହତ୍ୟା କରିଛି । ହତ୍ୟା କରି ସାରିବା ପରେ ଯେତେବଳେ ତା’ର ମନ ବୁଝିଲା ନାହିଁ ପିତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଏକ ଧାରୁଆ ହତିଆରରେ କାଟି ଅଲଗା କରିଦେଇଛି । ଏହିଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଘଟିଛି ।

ଅଭିଯୁକ୍ତ ଜଣକ ପେଶାରେ  ଜିମ୍ ଟ୍ରେନର ବୋଲି ଜଣାପଡିଛି । ପିତାଙ୍କୁ ନିର୍ମମ ହତ୍ୟା କରିବା ପରେ ପିତାଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟି ଅଲଗା କରିଦେଇଛି । ତେବେ ଏପରି କାଣ୍ଡ କରିବା ସମୟରେ ସେ ଫିଲ୍ମର ଡାଇଲଗ୍‌ କହୁଥିଲେ । ପୁତ୍ରର ଏପରି ହିଂସକ ବ୍ୟବହାରକୁ ନେଇ ତାଙ୍କ ସମ୍ପର୍କୀୟମାନେ କିଛି ଜାଣିନଥିବାର କହିଛନ୍ତି । ଅଭିଯୁକ୍ତକୁ କାବୁ କରିବା ପାଇଁ ପାଞ୍ଚ ଜଣ ପୋଲିସ୍‌ କର୍ମୀଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ତେବେ ସେ ହତ୍ୟା କ’ଣ ପାଇଁ କରିଛନ୍ତି ତାହାର କାରଣ ଜଣାପଡି ନାହିଁ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.