Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସମ୍ପତ୍ତି ବିବାଦ ଯୋଗୁଁ ନରହନ୍ତା ପାଲଟିଲା ଯୁବକ : ପରିବାରର ଛଅ ଜଣଙ୍କ ବେକ କାଟି କଲା ହତ୍ୟା
ଅପରାଧ

ସମ୍ପତ୍ତି ବିବାଦ ଯୋଗୁଁ ନରହନ୍ତା ପାଲଟିଲା ଯୁବକ : ପରିବାରର ଛଅ ଜଣଙ୍କ ବେକ କାଟି କଲା ହତ୍ୟା

April 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଉତ୍ତରପ୍ରଦେଶ : କରୋନା ପାଇଁ ସାରା ଭାରତରେ ଲକ୍‌ ଡାଉନ ଜାରି ରହିଥିବାବେଳେ ସମ୍ପତ୍ତି ବିବାଦ ଯୋଗୁଁ ଜଣେ ଯୁବକ ନରହନ୍ତା ପାଲଟିଛି। ସମ୍ପତ୍ତି ଲୋଭରେ ଯୁବକ ଜଣକ ଛଅ ଜଣଙ୍କୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ତୀକ୍ଷ୍ଣ ହତିଆର ସାହାଯ୍ୟରେ ପରିବାରର ସମସ୍ତ ଛଅ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବରେ ବେକ କାଟି ହତ୍ୟା କରିଛି। ଅଭିଯୁକ୍ତ ଜଣକ ଏତେ ସମ୍ପତ୍ତି ଲୋଭରେ ମାତ୍ରାରେ ଅନ୍ଧ ହୋଇ ଯାଇଥିଲେ ଯେ, ଦୁଇ ନିରୀହ ଶିଶୁଙ୍କୁ ମଧ୍ୟ ଛାଡି ନଥିଲେ। ଏହି ସାମୂହିକ ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଲକ୍ଷ୍ନୌର ବନ୍ଥରା ଥାନା ଅଞ୍ଚଳରେ ଏହି ସାମୂହିକ ହତ୍ୟାକାଣ୍ଡ ଘଟିଛି। ଗୌଦୋଲୀ ଗ୍ରାମରେ ଅଜୟ ନାମକ ଜଣେ ଯୁବକ ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ନିଜ ମା-ବାପା, ଭାଇ-ଭାଉଜ, ଝିଆରୀ-ପୁତୁରାର ବେକ କାଟି ଦେଇଛନ୍ତି। ପରିବାରର ସମସ୍ତ ଲୋକଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ଯୁବକ ଜଣକ ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଗିରଫ କରିଛନ୍ତି। ପ୍ରାରମ୍ଭିକ ଯାଞ୍ଚରୁ ଏହି ହତ୍ୟାକାଣ୍ଡ ଘରର ସମ୍ପତ୍ତି ପାଇଁ ହୋଇଥିବାର ଜଣାପଡିଛି। ତେବେ ପୋଲିସ୍‌ ଏନେଇ ତଦନ୍ତ ଜାରି ରଖିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026
Latest News

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.