Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡପାଟି କରିବାରୁ 2 ଝିଅଙ୍କୁ ହତ୍ୟା କଲା ବାପା
ଅପରାଧ

ବଡପାଟି କରିବାରୁ 2 ଝିଅଙ୍କୁ ହତ୍ୟା କଲା ବାପା

May 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ : ଜୋରରେ ପାଟି କରିବାରୁ ଦୁଇ ଝିଅଙ୍କୁ ପିଟି ପିଟି ହତ୍ୟା କରିଛି ବାପା । ଉତ୍ତର ପ୍ରଦେଶରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ଝିଅଙ୍କ ବୟସ ଯଥାକ୍ରମେ 5 ବର୍ଷ ଏବଂ ଦୁଇ ବର୍ଷ । ଉତ୍ତରପ୍ରଦେଶର ବାନେଥୁ ଜିଲ୍ଲାର ସନ୍ତ କବୀର ନଗର ଗ୍ରାମରେ ଏହି ଘଟଣା ଘଟିଛି । ରବିବାର ରାତିରେ ଦୁଇ ଝିଅ ଖେଳୁଥିବା ସମୟରେ ଜୋର୍‌ରେ ପାଟି କରୁଥିବା କାରଣରୁ ଉତ୍‌କ୍ଷିପ୍ତ ପିତା ଦୁଇ ଝିଅଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ଉକ୍ତ ଗ୍ରାମରେ କୌଣସି ବି ପରିବାର ଇଦ୍‌ ନପାଳିବାର ନିଷ୍ପତ୍ତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜୈନୁଲ୍‌ ଆବଦିନ୍ ନିଜ ପତ୍ନୀ ସାହିଦାଙ୍କୁ ଦେଢ ବର୍ଷ ତଳେ ଛାଡପତ୍ର ଦେଇଥିଲେ । ଏହା ପରେ ଦୁଇ ଝିଅ ମୋସିବା(5) ଏବଂ ଆଲସିବା(2) ଆବଦିନଙ୍କ ସହିତ ରହୁଥିଲେ । ରବିବାର ରାତିରେ କୌଣସି କାରଣରୁ ଉତ୍‌କ୍ଷିପ୍ତ ହୋଇ ଦୁଇ ଝିଅଙ୍କୁ ଇଟାରେ ଛେଚି ହତ୍ୟା କରିଛି ଏହି ନୃଶଂସ ବାପା । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଶୋଧିତ ତୈଳ ଦଳ ବଢିଲା

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଅଶୋଧିତ ତୈଳ ଦଳ ବଢିଲା

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.