Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»87 କୋଟିର ନକଲି ନୋଟ୍‌ ଜବତ : ଯବାନଙ୍କ ସହିତ 6 ଗିରଫ
ଅପରାଧ

87 କୋଟିର ନକଲି ନୋଟ୍‌ ଜବତ : ଯବାନଙ୍କ ସହିତ 6 ଗିରଫ

June 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁନେ : 87 କୋଟିର ନକଲି ନୋଟ୍‌ ଜବତ କରିବା ସହିତ 6 ଜଣଙ୍କୁ ଗିରଫ କରାଯାଇଛି । ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ପୁନେ ପୋଲିସ୍‌ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ କରାଯାଇଥିଲା । ଏହି ଅପରେସନ୍‌ରେ 87 କୋଟିର ନକଲି ନୋଟ୍‌ ଜବତ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ 6 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯବାନ ଜଣଙ୍କ ହେଉଛନ୍ତି ଲାନ୍ସ ନାୟକ ଶେଖ୍‌ ଅଲିମ୍‌ ଗୁଲାବ୍‌ ଖାନ୍‌ । ଶେଖ୍‌ ଅଲିମ୍‌ ବିଗତ 5 ବର୍ଷ ଧରି ପୁନେରେ କାର୍ଯ୍ୟରତ ଅଛନ୍ତି । ଏହା ବ୍ୟତିତ ସୁନୀଲ ସାରଦା, ରୀତେଶ ରତ୍ନାକର, ତୁହାଉଲ ଅହମଦ୍‌ ଇଶକ୍‌ ଖାନ୍‌, ଅବ୍‌ଦୁଲ ଗନୀ ଖାନ୍‌ ଏବଂ ଅବ୍‌ଦୁଲ ଖାନ୍‌ଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି ।

ଏହି ନୋଟ୍‌ ଗୁଡିକ ମଧ୍ୟରେ 2 ହଜାର ଏବଂ 5 ଶହ ଟଙ୍କିଆ ନକଲି ନୋଟ୍‌ ସହିତ ବିମୁଦ୍ରାକରଣ ସମୟର 1000 ଟଙ୍କିଆ ନୋଟ୍‌ ମଧ୍ୟ ରହିଛି । ସେହିପରି 3 ଲକ୍ଷ ଟଙ୍କାର ଅସଲି ନୋଟ୍‌ ମଧ୍ୟ ଜବତ କରିଛି ପୋଲିସ । ବିଗତ 8 ବର୍ଷ ଧରି ଏହି ଜାଲି ନୋଟ୍‌ କାରବାର ଚାଲିଥିବା ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026
Latest News

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.