Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରଙ୍କ କମାଲ୍‌
ଆଜିର ଖବର

ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରଙ୍କ କମାଲ୍‌

February 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିହାରର ବରିଆରପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରମାନେ ବିଭିନ୍ନ ବିଭାଗରେ ୧୦ଟି ପୁରସ୍କାର ଜିତି ପ୍ରଶଂସାର ପାତ୍ର ହୋଇଛନ୍ତି।

ପାତ୍ରପୁର ବ୍ଲକ୍ ଆଶିଷ ଅଂଶୁମାନ ସୌଖିନ କଳକାର ସଂଘ ତରଫରୁ ଗଂଜାମର ଏକ ୧୪ ଜଣିଆ ନାଟକ ଦଳ ସେଠାରେ ଓଡ଼ିଆ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ କରାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଏହି ନାଟକକୁ ୧୦ଟି ପୁରସ୍କାର ମିଳିଛି। ଦଳର ସୁଧାକର ମହାରଣାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା, ସାଗରିକ ଭୋଇଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ, ଭଗବାନ ମଲିକଙ୍କୁ ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା, ନାଟ୍ୟକାର ରାଜଗୋପାଳ ପାଢ଼ୀଙ୍କୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ନାଟ୍ୟକାର ଓ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ, ନିଳାଞ୍ଚଳ ପାତ୍ରଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତା, ରାମଶଙ୍କର ପଟ୍ଟନାୟକଙ୍କ ତୃତୀୟ ଶ୍ରେଷ୍ଠ ରୂପସଜ୍ଜା, ଅରୁଣ ସାହୁଙ୍କୁ ତୃତୀୟ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଥିବାବେଳେ ଦଳକୁ ତୃତୀୟ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଛି।

ରଙ୍ଗରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। ଦଳର ସୁଧାକର ମହାରଣାଙ୍କୁ ଅଙ୍ଗ ନାଟ୍ୟ ସମ୍ମାନ ୨୦୨୧ରେ ସମ୍ମାନିତ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ମାର୍ଟୱାଚ୍ ପିନ୍ଧିବା ଦ୍ୱାରା କର୍କଟ ରୋଗ ହୁଏ କି?: କ’ଣ କୁହନ୍ତି ବିଶେଷଜ୍ଞ

July 30, 2026

ଅଗଷ୍ଟ ମାସରୁ ମହଙ୍ଗା ମାଡ଼!: ଏହି ଜିନିଷଗୁଡ଼ିକର ବଢିବ ମୂଲ୍ୟ

July 30, 2026

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026
Latest News

ସ୍ମାର୍ଟୱାଚ୍ ପିନ୍ଧିବା ଦ୍ୱାରା କର୍କଟ ରୋଗ ହୁଏ କି?: କ’ଣ କୁହନ୍ତି ବିଶେଷଜ୍ଞ

July 30, 2026

ଅଗଷ୍ଟ ମାସରୁ ମହଙ୍ଗା ମାଡ଼!: ଏହି ଜିନିଷଗୁଡ଼ିକର ବଢିବ ମୂଲ୍ୟ

July 30, 2026

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.