Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ଜଳ ସଂପଦ ବିଭାଗକୁ ମିଳିଲା 8 ହଜାର 266 କୋଟି ଟଙ୍କା, ଜାଣନ୍ତୁ କାହା ପାଇଁ କେତେ
ବିଶେଷ ଖବର

ଏଥର ଜଳ ସଂପଦ ବିଭାଗକୁ ମିଳିଲା 8 ହଜାର 266 କୋଟି ଟଙ୍କା, ଜାଣନ୍ତୁ କାହା ପାଇଁ କେତେ

February 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ଜଳ ସଂପଦ ବିଭାଗକୁ ମିଳିଲା 8 ହଜାର 266 କୋଟି ଟଙ୍କା, ଜାଣନ୍ତୁ କାହା ପାଇଁ କେତେ

ଭୁବନେଶ୍ବର, ଚଳିତ ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ, 8 ହଜାର 266 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ ଅସମ୍ପୂର୍ଣ୍ଣ ଥିବା ତ୍ବରିତ ଜଳସେଚନ ସୁବିଧା ଯୋଜନା ବା AIBP ପାଇଁ 2 ହଜାର 258 କୋଟିର ଖର୍ଚ୍ଚ ଅଟକଳ କରାଯାଇଛି। ସେହିପରି ରାଜ୍ୟର ସମସ୍ତ ପ୍ରମୁଖ ନଦୀରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ସ (ISS) ନିର୍ମାଣ ପାଇଁ 795 କୋଟି ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ପ୍ରକଳ୍ପ ପାଇ ଯେଉଁ ବ୍ୟୟ ବରାଦ ହୋଇଛି ତାହା ହେଲା..

* ଚାଲୁଥିବା ଏବଂ ନୂତନ ପ୍ରକଳ୍ପ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ଜଳ କ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ (WSIDP) ଅଧୀନରେ 454 କୋଟି।
* ବନ୍ୟା ନିୟନ୍ତ୍ରଣ ଏବଂ ଡ୍ରେନେଜ କାମ ପାଇଁ 710 କୋଟି ଟଙ୍କା ।
* ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନା ପାଇଁ 860 କୋଟି।
* ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି କରିବାକୁ ଜଳନିଧି ଯୋଜନା ପାଇଁ RIDF ଅଧୀନରେ ₹ 180 କୋଟି।
* 21,000 ଗଭୀର ନଳକୂପ ଖନନ ପାଇଁ 389 କୋଟି
* 1500ଟି କମ୍ୟୁନିଟି ଲିଫ୍ଟ ଜଳସେଚନ ପ୍ରୋଜେକ୍ଟ ସ୍ଥାପନ ପାଇଁ ବିଜୁ କୃଷକ ବିକାଶ ଯୋଜନା ଅଧୀନରେ 400 କୋଟି ଟଙ୍କା |
* 1000 ନିଷ୍କ୍ରିୟ ଉଠା ଜଳସେଚନ ପଏଣ୍ଟଗୁଡିକର ପୁନରୁଦ୍ଧାର ପାଇଁ 164 କୋଟି।
* କେନାଲ ଲାଇନ୍ ଏବଂ ସିଷ୍ଟମ୍ ପୁନର୍ବାସ କାର୍ଯ୍ୟକ୍ରମ (CLSRP) ଅଧୀନରେ ₹ 101 କୋଟି।
* ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ 77 କୋଟି ବ୍ୟୟ ଅଟକଳ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ

May 7, 2026

ଅଗ୍ନିକାଣ୍ଡ: ୧୨ଟି ଛେଳି ଜୀବନ୍ତ ଦଗ୍ଧ

May 7, 2026

ଯୁବକ ଯୁବତୀଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର

May 7, 2026
Latest News

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.