Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହାଓଡାରୁ ଆସୁଥିବା 4ଟି ଟ୍ରେନର ସମୟ ପରିବର୍ତ୍ତନ କରିଲା ରେଳବାଇ
ଜାତୀୟ ଖବର

ହାଓଡାରୁ ଆସୁଥିବା 4ଟି ଟ୍ରେନର ସମୟ ପରିବର୍ତ୍ତନ କରିଲା ରେଳବାଇ

April 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପରିଚାଳନାଗତ ସୁବିଧା ପାଇଁ ହାଓଡ଼ା ସାନ୍ତ୍ରାଗାଛି ଠାରେ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଜସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲର ସେବା ଅବଧି ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି –

1-୦୨୮୬୩/୦୨୮୬୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ଏପ୍ରିଲ ମାସ ୫ ତାରିଖ ଠାରୁ ପୂର୍ବାହ୍ନ ୧୦ଘ.୫୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୫୫ମି.ରେ ଛାଡିବ ଏବଂ ଯଶୋବନ୍ତପୁରରୁ ୭ ଏପ୍ରିଲ, ୨୦୨୧ ଠାରୁ ଛାଡୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ଅପରାହ୍ନ ୪ଘ.୫୦ମି. ପରିବର୍ତ୍ତେ ଅପରାହ୍ନ ୪ଘ.୪୫ମି. ରେ ପହଞ୍ଚିବ।

2-୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ଏପ୍ରିଲ ମାସ ପହିଲା ଠାରୁ ରାତ୍ରି ୧୦ଘ.୫୫ମି. ପରିବର୍ତ୍ତେ ରାତ୍ରି ୧୧ଘଟିକାରେ ଛାଡିବ ଏବଂ ଯଶୋବନ୍ତପୁରରୁ ଏପ୍ରିଲ ମାସ ପହିଲା ଠାରୁ ଛାଡ଼ିବାକୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ସନ୍ଧ୍ୟା ୭ଘ.୫୫ମି. ପରିବର୍ତ୍ତେ ସନ୍ଧ୍ୟା ୭ଘ.୫୦ମି.ରେ ପହଞ୍ଚିବ।

3-୦୨୮୦୭/୦୨୮୦୮ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ୍-ସାନ୍ତ୍ରାଗାଛି ବିଶେଷ ଟ୍ରେନ ସାନ୍ତ୍ରାଗାଛିରୁ ଏପ୍ରିଲ ମାସ ୨ ତାରିଖ ଠାରୁ ସନ୍ଧ୍ୟା ୫ଘ.୫୫ମି. ପରିବର୍ତ୍ତେ ସନ୍ଧ୍ୟା ଛଅ ଘଟିକାରେ ଛାଡିବ ଏବଂ ଚେନ୍ନାଇ ସେଣ୍ଟ୍ରାଲ୍ରୁ ଏପ୍ରିଲ ମାସ ପହିଲା ଠାରୁ ଛାଡ଼ିବାକୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ପୂର୍ବାହ୍ନ ୧୦ଘ.୫୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

4-୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ଉଭୟ ଦିଗରୁ ଏପ୍ରିଲ ମାସ ପହିଲା ଠାରୁ ହାଓଡ଼ା ଠାରୁ ରାତ୍ରି ୧୦ଘ.୩୫ମି. ପରିବର୍ତ୍ତେ ରାତ୍ରି ୧୦ଘ.୪୦ମି.ରେ ଛାଡିବାକୁ ଥିବାବେଳେ ଏହା ହାଓଡ଼ା ଠାରେ ଭୋର ୪ଘ.୪୫ମି. ପରିବର୍ତ୍ତେ ଭୋର ୪ଘ.୪୦ମି.ରେ ପହଞ୍ଚିବ।

ଜସିଡିହ-ତାମ୍ବରମ ବିଶେଷ ଟ୍ରେନ ସେବା ଅବଧିରେ ପରିବର୍ତ୍ତନ

5-୦୨୩୭୬/୦୨୩୭୫ ଜସିଡିହ-ତାମ୍ବରମ୍-ଜସିଡିହ ବିଶେଷ ଟ୍ରେନ ଜସିଡିହରୁ ୧୪ ଏପ୍ରିଲରୁ ୩୦ ଜୁନ୍, ୨୦୨୧ ମଧ୍ୟରେ ଏବଂ ତାମ୍ବରମରୁ ୧୭ ଏପ୍ରିଲରୁ ୩ ଜୁଲାଇ, ୨୦୨୧ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନର ସ୍ଥିରୀକୃତ ବିଭିନ୍ନ ଷ୍ଟେସନ ଠାରେ ସମୟ ସାରଣୀ ଏବଂ ରହଣି ସ୍ଥାନରେ କୌଣସି ପରିବର୍ତ୍ତନ ହେବନାହିଁ।

ଟ୍ରେନର ସମୟ ପରିବର୍ତ୍ତନ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.