Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରିବେ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରିବେ, ଜାଣନ୍ତୁ ଏହା କଣ

July 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ, ଭାରତ ଆଜି ବିଭିନ୍ନ ଦେଶରୁ ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଡୋମେନର ପ୍ରତିନିଧୀଙ୍କ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି। ଭର୍ଚୁଆଲ୍ ମାଧ୍ୟମରେ COVID-19 ଟୀକାକରଣ ଡିଜିଟାଲ ପ୍ଲାଟଫର୍ମର ସଫଳତା ଅଭିଜ୍ଞତା ପ୍ରଦାନ କରାଯିବ।

ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହୁଁଥିବା ଯେକୈଣସି ଦେଶକୁ କୋ-ୱିନ୍ ପ୍ଲାଟଫର୍ମ ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋୱିନ ଗ୍ଲୋବାଲ ସମ୍ମିଳନୀ ଅପରାହ୍ନ 3 ଟାରୁ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଏକ ବିଶେଷ ବାର୍ତ୍ତା ପ୍ରଦାନ କରିବେ। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଉଦ୍ଘାଟନ କରିବେ।

ଭର୍ଚୁଆଲ୍ ସମ୍ମିଳନୀରେ କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ 50 ଟି ଦେଶର ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। କୋୱିନ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ କୌଣସି ଦେୟ କିମ୍ବା ଲାଇସେନ୍ସ ଦେୟ ଆବଶ୍ୟକ ହେବ ନାହିଁ।

COVID 19 ଟୀକାକରଣ ଅଭିଯାନର ଯୋଜନା, କାର୍ଯ୍ୟାନ୍ୱୟନ, ମନିଟରିଂ ଏବଂ ମୂଲ୍ୟାଙ୍କନ ପାଇଁ କୋ-ୱିନ୍ ପ୍ଲାଟଫର୍ମ ସର୍ବସାଧାରଣ ପ୍ରଶ୍ନର ସମାଧାନ ତଥା ପରିଚାଳନାରେ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇଛି। କୋ-ୱିନ୍ ପ୍ଲାଟଫର୍ମ ଜନସାଧାରଣଙ୍କୁ ବିଭିନ୍ନ ସ୍ତରର ଟୀକାକରଣ, ପଞ୍ଜୀକରଣ ସୁବିଧା, ଯୋଜନା ଏବଂ ସ୍ଥାନ ଚୟନ ଏବଂ ଟୀକାକରଣ ପାଇଁ ସମୟ ଅନ୍ତର୍ଭୂକ୍ତ କରି ବିଭିନ୍ନ ସୁବିଧା ପ୍ରଦାନ କରିଥାଏ।

ଡିଜିଟାଲ୍ ସଂକ୍ଷରିତ COVID ଟୀକାକରଣ ପ୍ରମାଣପତ୍ର ପ୍ରଦାନ କରିବାର ସୁବିଧା ମଧ୍ୟ କୋୱିନ ପ୍ଲାଟଫର୍ମରେ ଉପଲବ୍ଧ। ତଥ୍ୟ ଅନୁସାରେ କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମରେ ଏପର୍ଯ୍ୟନ୍ତ 36 କୋଟିରୁ ଅଧିକ ପଞ୍ଜିକରଣ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

National Doctors’ Day: ଏମ୍ସ ଭୁବନେଶ୍ୱରରେ ଚିକିତ୍ସକ, ଆବାସିକ ଡାକ୍ତର ଏବଂ ଇଣ୍ଟର୍ନଙ୍କୁ ସମ୍ବର୍ଦ୍ଧନା

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.